Swastik Tv News Odisha

OMG ! ଦେଖନ୍ତୁ ପୁଷ୍ପା ଫିଲ୍ମ ସଫଳତା ପଛରେ ଥିବା Allu Arjun & Rashmika Mandana ଙ୍କ ଜବରଦସ୍ତ ହଟ Scenes …ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମୟରେ ପୁଷ୍ପା ଫିଲ୍ମ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଫିଲ୍ମର କାହାଣୀ ଯେଉଁଭଳି ଦମଦାର ହୋଇଛି। ଗୀତ ଗୁଡିକ ମଧ୍ୟ ଖୁବ ସୁନ୍ଦର ହୋଇଛି। ଦର୍ଶକ ମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି। ତେବେ ବନ୍ଧୁଗଣ ଏହି ଫିଲ୍ମ ବକ୍ସଅଫିସରେ ଜବରଦସ୍ତ କଲେକ୍ସନ କରିଛି। ଏହି ଫିଲ୍ମ ପଛରେ ଥିବା ସିନ ବିଷୟରେ ଆସନ୍ତୁ ଆଲୋଚନା କରିବା। ପୁଷ୍ପା ଫିଲ୍ମ ରେ ହିନ୍ଦୀରେ ଯିଏ ଆବାଜ ଦେଇଛି ସେ ହେଉଛନ୍ତି ଶ୍ରେଷ୍ଟଲପରି ଅଲୁଅର୍ଜୁନ ସହିତ ମିଶି ଯାଉଛି। ଏହା ବ୍ୟତୀତ ଅଂଟାୟୁ ଗୀତରେ ଯେଉଁଭଳି ସଫଳତା ମିଳିଛି। ତାର ଶ୍ରେୟ କେବଳ ସାମନ୍ଥା ଯାଉଛି। ତେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସାମନ୍ଥା ଏହି ଗୀତ କରିବା ପାଇଁ ବହୁତ ପରିଶ୍ରମ କରିଛନ୍ତି।

ତେବେ ୨.୫ କୋଟି ଟଙ୍କା ମଧ୍ୟ ନେଇଛନ୍ତି। ଆପଣ ମାନେ ମଧ୍ୟ ଜାଣିଛନ୍ତି ଯେ ଏତେ ଟଙ୍କା ନେବା ପାଇଁ ସେ ମଧ୍ୟ ବହୁତ ପରିଶ୍ରମ କରିଛନ୍ତି। ଏହି ପୁଷ୍ପା ଫିଲ୍ମ ସୁଟିଂ ହାଇଦ୍ରାବାଦ ଏବଂ କେରଳ ପାଖରେ ଥିବା ଜଙ୍ଗଲ ଇତ୍ୟାଦିରେ ହୋଇଛି। ଏହି ଫିଲ୍ମରେ ଦେଖାଯାଉଥିବା ଲାଲ ଚନ୍ଦନ କାଠ ଏହା ନକଲି ଭାବରେ ଦେଖିବା ପାଇଁ ମିଳିଛି। ଗଛ ଗୁଡିକ ଯେଉଁ ଭଳି ଭାବରେ କଟା ଯାଉଛି ଏହା ସତରେ ନୁହେଁ ଏହା ମିଛରେ କାରଣ ଏହି ଫିଲ୍ମ ରେ କୌଣସି ଗଛ କଟା ହୋଇ ନାହିଁ। ଫିଲ୍ମରେ ଏକ ସିନ ରହିଛି ଯେ ଯେଉଁଥିରେ ଚନ୍ଦନ କାଠ ନଦୀରେ ଭସେଇ ଦିଆଯାଉଛି।

ତାହା କେରଳ ଥିବା ଏକ ବଡ଼ ଜଳ ପ୍ରପାତ ସେହି ସେହି ଠାରେ ହିଁ ସୁଟିଂ ହୋଇଛି। ଏହି ଫିଲ୍ମ ଅନେକ ଭାଷାରେ ରିଲିଜ ହୋଇଥିଲା। ୩ ୦୦ ରୁ ଅଧିକ ଟଙ୍କା କଲେକ୍ସନ କରିଛି। ବହୁତ କମ ଜାଗାରେ ଏହି ଫିଲ୍ମ ସୁଟିଂ ହୋଇଛି।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ତେଲୁଗର ଏହି ‘ପୁଷ୍ପା’ ଫିଲ୍ମଟି ବହୁତ ଭଲ ହୋଇଥିବା ବେଳେ, ଏହି ଫିଲ୍ମର ସବୁ ଗୀତ ଗୁଡିକ ମଧ୍ୟ ବହୁତ ସୁନ୍ଦର ହୋଇଛି ଓ କଣ୍ଠଶିଳ୍ପୀ ମାନେ ମଧ୍ୟ ବହୁତ ସୁନ୍ଦର ଭାବରେ ଗାଇଛନ୍ତି। ଏହି ଫିଲ୍ମର କାହାଣୀ ଓ ସଂଳାପ ମଧ୍ୟ ବହୁତ ସୁନ୍ଦର ଭାବରେ ଲେଖା ଯାଇଛି।

କରୋନା ମହାମାରୀ ସମୟରେ ସବୁ ଫିଲ୍ମ ବନ୍ଦ ହୋଇ ଯାଇ ଥିବା ବେଳେ କିନ୍ତୁ ତେଲୁଗର ଏହି ଫିଲ୍ମଟି ମୁକ୍ତିଲାଭ କରି ପାରିଛି। ତେଲୁଗ ଫିଲ୍ମ ବହୁତ ପ୍ରମୋସନ ହେବାରେ ଲାଗିଛି, ସେଥିପାଇଁ ବଲିଉଡରୁ ମଧ୍ୟ ସେମାନଙ୍କୁ ଅଫର ମିଳୁଛି। ଏହି ଫିଲ୍ମର ଅଭିନେତା ଅଲୁ ଅର୍ଜୁନ ଏହି ଫିଲ୍ମ ପାଇଁ ବହୁତ ମେହେନତ କରିଛନ୍ତି। ଏହି ଫିଲ୍ମଟି ଅନେକ ଚଞ୍ଚଲ୍ୟ ସୃଷ୍ଟି କରିଛି ଓ ବହୁତ ଲୋକପ୍ରିୟତା ହାସଲ କରି ପାରିଛି। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମଟି ସିନେମା ହଲ ରେ ଲୋକ ମାନେ ଦେଖିବା ପାଇଁ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.