Swastik Tv News Odisha

୧୬ କୋଟି ଟଙ୍କାର ମଣ୍ଡପ , ୧ କୋଟି ଟଙ୍କାର ଶାଢ଼ୀ , ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏହି ତେଲୁଗୁ ଅଭିନେତାର ବାହାଘରରେ….ହୋସ ଉଡେଇ ଦେଲା ଭଳି ଖବର ଦେଖନ୍ତୁ….

0

ଜଣେ ସାଧାରଣ ଲୋକ ଠାରୁ ସେଲିବ୍ରେଟି ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ଯଦି ଜଣେ ସାଧାରଣ ଲୋକ ବିବାହ ହୁଏ ତାଙ୍କୁ କେବଳ ତାଙ୍କର ସମ୍ପରର୍କୀୟ ହିଁ ଜାଣିଥାନ୍ତି। କିନ୍ତୁ ଯଦି ଜଣେ ସେଲିବ୍ରେଟି ର ବିବାହ ହୁଏ ତା’ହେଲେ ସାରା ଦୁନିଆ ଜାଣିଥାଏ। ତେବେ ବନ୍ଧୁଗଣ ତେଲୁଗ ଅଭିନେତା ଜୁନିଅର Jr NTR ଙ୍କ ବିବାହ କାର୍ଯ୍ୟକୁ ସାରା ଦୁନିଆ ଜାଣିଥିଲା ଓ ତାଙ୍କ ବିବାହରେ ଅନେକ ଗୁଡିଏ ଟଙ୍କା ଖର୍ଚ୍ଚ ହୋଇଥିଲା। ତାଙ୍କ ବିବାହ ଯେଉଁଭଳି ହୋଇଥିଲା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ସୂଚନା ଅନୁସାରେ, ତେଲୁଗ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା Jr NTRଙ୍କୁ ଆପଣ ମାନେ ନିଶ୍ଚିତ ବେଶ ଭଲ ଭାବରେ ଜାଣିଥିବେ, ସେ ତେଲୁଗ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି। ଅଭିନେତାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ଯେ କୌଣସି ବ୍ୟକ୍ତି ତାଙ୍କ ଅଭିନୟକୁ ଦେଖିଲେ ବହୁତ ଖୁସି ହୋଇଯାଇଥାଏ ଓ ସେ ତାଙ୍କ ଅଭିନୟ ଯାଦୁରେ ସମସ୍ତଙ୍କୁ କାବୁ କରି ରଖି ଥାଆନ୍ତି। ତେବେ ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି।

ତେବେ ଆପଣ ମାନେ ଜାଣିଛନ୍ତି ଯେ, ଅଭିନେତା ଲଷ୍ମୀଙ୍କୁ ୨୦୧୧ ମସିହା ମେ ୫ ତାରିଖରେ ବିବାହ କରିଛନ୍ତି। ତାଙ୍କ ସ୍ତ୍ରୀ ହାଇଦ୍ରାବାଦର ଜୁନିଅର କଲେଜରେ ପାଠ ପଢୁଥିଲେ। ହାଇଦ୍ରାବାଦର ମାଧପୁର ହାଇଟେକ୍ସରେ ଅଭିନେତାଙ୍କ ବିବାହ ହୋଇଥିଲା। ପୁରସ୍କାର ବିଜେତା କଳା ନିର୍ଦେଶକ ଆନନ୍ଦ ସାଇଙ୍କ ଦ୍ୱାରା ଅଭିନେତାଙ୍କ ବିବାହ ମଣ୍ଡପ ସଜା ହୋଇଥିଲା। ତେବେ ବିବାହ ମଣ୍ଡପକୁ ସଜାଇବା ପାଇଁ ଏକ ସପ୍ତାହ ଲାଗିଥିଲା। ଏକ ଶହ ଷାଠିଏ ଫୁଟରୁ ଏକ ବିରାଟ ପ୍ୟାଭିଲିୟନ ଥିଲା। ଅଭିନେତାଙ୍କ ବିବାହରେ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତାଙ୍କ ବିବାହରେ ତେଲୁଗ ଇଣ୍ଡଷ୍ଟ୍ରିର ଅନେକ ତାରକା ମାନେ ଯୋଗ ଦେଇଥିଲେ।

ଅଭିନେତାଙ୍କ ବିବାହ କାର୍ଯ୍ୟକ୍ରମ ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ କରାଯାଇଥିଲା। ତେବେ ଅଭିନେତା ତାଙ୍କ ବିବାହ ସମୟରେ ଯେଉଁ ଡ୍ରେସ ପିନ୍ଧିଥିଲେ ବହୁତ ସୁନ୍ଦର ହୋଇଥିଲା ଓ ତାଙ୍କ ହେୟାର ଷ୍ଟାଇଲ ମଧ୍ୟ ସୁନ୍ଦର ଦିଶୁଥିଲା। ତାଙ୍କ ସ୍ତ୍ରୀ ମଧ୍ୟ ବହୁତ ସୁନ୍ଦର ଦିଶୁଥିଲେ। ତେବେ ଅଭିନେତା Jr NTR ଙ୍କର ବର୍ତ୍ତମାନ RRR ଏକ ଫିଲ୍ମ ଆସିଛି। କିନ୍ତୁ ସେହି ଫିଲ୍ମ ରିଲିଜ ହୋଇ ପାରି ନାହିଁ, ଏହା କେଉଁ କାରଣ ପାଇଁ ରିଲିଜ ହୋଇ ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.