Swastik Tv News Odisha

ଏସିଆର ସବୁଠାରୁ ଭୟଂକର ଏବଂ ବିଷଧର ଏହି ରସେଲ୍ ଭାଇପର (Russell Viper ) ସାପକୁ ଅଜଗର ଭାବି ମହିଳା କରିଦେଲେ ଏମିତି…ଆଉ ତା ପରେ ଯାହା ଘଟିଲା… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ।ଏହା ହେଉଛି ଏକ ବିଷଧର ଭୟାନକ ସାପ ଉଦ୍ଧାର ର ଭିଡିଓ। ହୁଏତ ଏମିତି ସାପର ଭୟଙ୍କର ଗର୍ଜନ ରୂପ ଆପଣ ଆଗରୁ କେବେ ଦେଖି ନଥିବେ।ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ।

ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ।

ଆଉ ଭୟଭୀତ ହୋଇ ସାପ ଧରାଳି ଙ୍କୁ ସୂଚନା ଦେଉଥିବେ। ସେହିପରି ଏଠାରେ ଏହି ଘଟଣାରେ ଏକ ବିଷଧର ସାପ କିପରି ଭାବରେ ତାର ପ୍ରତିକ୍ରିୟା ଦେଖାଉଛି ତାହା ଥରେ ଦେଖନ୍ତୁ। ଯାହାର ପ୍ରତିକ୍ରିୟା ଦେଖିଲେ ଆପଣ ଭୟଭୀତ ହୋଇଯିବେ। ଏହାକୁ କୌଶଳ କ୍ରମେ ସାପ ଧରାଳି ଜଣଙ୍କ କିପରି ଉଦ୍ଧାର କରି ନେଇ ଯାଉଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ। ଏହି ସାପଟି ହେଉଛି ରସେଲ ଭାଇପର ସାପ। ଯିଏକି ବହୁତ୍ ମାତ୍ରାରେ ଗର୍ଜନ କରେ। ପ୍ରେସର୍ କୁକୁର ରୁ ଆୱାଜ ବାହାରିବା ଭଳି ଏହି ସାପଟି ଗର୍ଜନ କରିଥାଏ ଯାହା ଆପଣ ଏଠାରେ ଏହି ଭିଡିଓ ରେ ଶୁଣି ପାରୁଥିବେ।

ଏହା ଏକ ବିଷଧର ସାପ।ଏହି ସାପ ଶରୀରରେ ହେମୋଟକ୍ସିକ ନାମକ ବିଷ ରହିଥାଏ।ଏହି ସାପ ଯାହାକୁ କାମୁଡେ ତାକୁ ବହୁତ କଷ୍ଟ ସହିବାକୁ ପଡେ। କାରଣ ଏହାର ଚିକିତ୍ସା କରିବା ପାଇଁ ୧୦ ରୁ ୧୫ ଦିନ ସମୟ ଲାଗି ଯାଉଥିବା ବେଳେ କାମୁଡ଼ି ଥିବା ବ୍ୟକ୍ତିକୁ ୯୦ ଦିନ ଅର୍ଥାତ୍ ୩ ମାସର ବିଶ୍ରାମ ନେବାକୁ ପଡ଼ିଥାଏ। ତେଣୁ ଏହି ସାପଟି ବହୁତ୍ ମାରାତ୍ମକ ହୋଇଥାଏ।ଏହା ଦେଖିବାକୁ ଛୋଟ କିନ୍ତୁ କାମ ହିରୋ ଭଳି କରିଥାଏ। ତେଣୁ ସାପ କାମୁଡ଼ିଲେ ଆଦୌ ବିଳମ୍ବ ନକରି ଯଥା ସମ୍ଭବ ହସ୍ପିଟାଲ୍ ନେଇ ଚିକିତ୍ସା ଅବଶ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.