Swastik Tv News Odisha

PM svanidhi Scheme : ଖୁସି ଖବର ! ମାର୍ଚ୍ଚ ପୂର୍ବରୁ କରି ନିଅନ୍ତୁ ଏହି କାମ, ସିଧା ଖାତାକୁ ଆସିବ ୧୦,୦୦୦ ଟଙ୍କା ଗ୍ୟାରେଣ୍ଟି….

0

ସମାଜରେ ବହୁତ ଲୋକ ମାନେ ଗରିବ ଓ ବୁଲି ବୁଲି ରାସ୍ତା କଡରେ ବିକ୍ରି କରୁଛନ୍ତି ଓ ବହୁତ ଅସୁବିଧାର ମଧ୍ୟ ସମ୍ମୁଖିନ ହେଉଛନ୍ତି। ଅର୍ଥ ଅଭାବରୁ ଅନେକ ଲୋକ ମାନେ ଖାଇବାକୁ ଠିକ ଭାବରେ ପାଇ ପାରୁ ନାହାନ୍ତି ଓ ବହୁତ କଷ୍ଟରେ ଚଳୁଛନ୍ତି ଯାହାକୁ ନେଇ ଲୋକ ମାନେ ବହୁତ ବଡ଼ ଚିନ୍ତାରେ ପଡ଼ି ଯାଇଛନ୍ତି। ସରକାର ସବୁକୁ ଦୃଷ୍ଟିରେ ରଖି ଗରିବ ଓ ବିକ୍ରେତା ମାନଙ୍କ ପାଇଁ ଏକ ନୂଆ ଯୋଜନା ବାହାର କରିଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ଯୋଜନାର ଏକ ନୂଆ ନିୟମ ପ୍ରସ୍ତୁତି କରିଛନ୍ତି। ଯାହା ଆପଣ ମାନେ ଶୁଣିଲେ ବହୁତ ଖୁସି ହୋଇ ଯିବେ। ତାହା ହେଉଛି ପ୍ରଧାନମନ୍ତ୍ରୀ svanidhi ଯୋଜନା ମାର୍ଚ୍ଚ ମାସ ପୂର୍ବରୁ ଏହାର କାର୍ଯ୍ୟ କରନ୍ତୁ, ଆକାଉଣ୍ଟକୁ ୧୦,୦୦୦ ଟଙ୍କା ଆସିବ। ତେବେ ଆସନ୍ତୁ ଏହି ନୂଆ ନିୟମ ବିଷୟରେ ଜାଣିବା;

ସୂଚନା ଅନୁସାରେ, କେନ୍ଦ୍ର ସରକାର ଗରିବ ଓ ରାସ୍ତା କଡ଼ରେ ବିକ୍ରି କରୁଥିବା ଲୋକ ମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଯେଉଁମାନେ ରାସ୍ତା ଘାଟରେ ବୁଲି ବୁଲି ବିକ୍ରି କରୁଛନ୍ତି, ସେମାନଙ୍କୁ ୧୦, ୦୦୦ ଟଙ୍କା ଦେବେ ଓ ଏହି ଋଣ ପାଇଁ କୌଣସି ଗ୍ୟାରେଣ୍ଟି ମଧ୍ୟ ଦେବା ପାଇଁ ପଡିବ ନାହିଁ। ଆଉ ଏହି ଯୋଜନା ନାଁ ହେଉଛ ପ୍ରଧାନମନ୍ତ୍ରୀ svanidhi ଯୋଜନା। ଯଦି କୌଣସି ବ୍ୟକ୍ତି ଏହି ଋଣ ରାଶିର ଠିକ ସମୟରେ ଫେରାଇ ଦିଅନ୍ତି, ସେଥିପାଇଁ ସରକାରଙ୍କ ତରଫୁରୁ ସବସିଡ଼ି ମିଳି ପାରିବ। ଯେଉଁ ଲୋକ ମାନେ ଋଣ ନେଇଥିବେ ସେମାନଙ୍କ ମୋବାଇଲ ନମ୍ବର ଆଧାର ନମ୍ବର ସହିତ ଲିଙ୍କ ହୋଇଥିବା ଜରୁରୀ ଅଟେ।

ସହରାଞ୍ଚଳ ହେଉ ବା ଗ୍ରାମାଞ୍ଚଳ ହେଉ ବିକ୍ରୀ କରୁଥିବା ଲୋକ ହୁଅନ୍ତୁ ଏହି ଯୋଜନା ସମସ୍ତେ ପାଇ ପାରିବେ। ସମସ୍ତେ ତେବେ ଏହି ଯୋଜନାର ମୋଚି, ଧୋବି, ବାରମଜା ଦୋକାନ, ପନିପରିବା ବିକ୍ରିବାଲା, ଷ୍ଟ୍ରିଟ୍ ଫୁଡ୍, ଫଳ ବିକ୍ରିବାଲା ଚା ଷ୍ଟଲ୍, ପୋକଡା କିମ୍ବା ଅଣ୍ଡା ବିକ୍ରୀ କରୁଥିବା, ଷ୍ଟେସନାରୀ ବିକ୍ରୀ କରୁଥିବା ଲୋକ ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହା ତୃତୀୟ ମାସିକ ଆଧାରରେ ଋଣ ନେଇଥିବା ଲୋକଙ୍କ ଆକାଉଣ୍ଟରେ ପହଁଛି ଯିବ। ଯେଉଁମାନେ ଋଣ ନେବେ ସେମାନେ ମାସିକ କିସ୍ତି ଅନୁସାରେ ସୁଝି ପାରିବେ। ଯେଉଁ ଲୋକ ମାନେ ୨୦୨୦ ମସିହା ମାର୍ଚ୍ଚ ମାସ ୨୪ ତାରିଖ ପୂର୍ବରୁ କରିଥିବେ, ସେହି ମାନେ ହିଁ ଲାଭ ପାଇ ପାରିବେ। ତେବେ ଏହି ଯୋଜନାର ଶେଷ ୨୦୨୨ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରହିଛି। ଯେଉଁମାନେ ଇଚ୍ଛା ପ୍ରକାଶ କରୁଛନ୍ତି ଖୁବ ଶୀଘ୍ର ଏହାର କାର୍ଯ୍ୟ ଶେଷ କରି ଦିଅନ୍ତୁ। ଏହି ଯୋଜନା ସେମାନଙ୍କ ପାଇଁ ଖୁସି ଖବର ଆଣିଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.