Swastik Tv News Odisha

ପୁଷ୍ପା ଲୁକରେ କ୍ରିକେଟର ଜାଡେଜା… ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଏହି ବିରଳ ଭିଡ଼ିଓ….86 କୋଟି ଲୋକ ଦେଖି ସାରିଲେଣି… ଦେଖନ୍ତୁ ଭିଡ଼ିଓ

0

କରନା ସମୟରେ ଯଦି ଚଳଚ୍ଚିତ୍ର କଥା ଦେଖିବା ତାହାଲେ। ଅଧିକାଂଶ ଫିଲ୍ମ ଏତେଟା ବିଜିନେସ କରିପାରି ନାହିଁ। ହେଲେ ପୁଷ୍ପା ଫିଲ୍ମ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡଚାଲିଛି। ଏହି ଫିଲ୍ମ ରେ ଅଲୁ ଅର୍ଜୁନଙ୍କ ଭୂମିକା ବହୁତ ରହିଛି। ଯଦି ଦେଖିବା ସେ ମୁଖ୍ୟ ଚରିତ୍ର ଭାବରେ ଅଂଶ ଗ୍ରହଣ କରିଛନ୍ତି। ଯାହା ଆମ ମାନଙ୍କ ମଧ୍ୟରେ ଏକ ପ୍ରକାର ଦେଖିବାର ଇଚ୍ଛା ଜାଗ୍ରତ ହୋଇଛି। ପୁଷ୍ପା ଫିଲ୍ମ ରେ ଗୀତ ଗୁଡିକ ବର୍ତ୍ତମାନ ସମୟରେ ଏକ ପ୍ରକାର ଟ୍ରେଣ୍ଡ ଚାଲିଛି। ଅନେକ ଗୁଡିଏ ରିଲସ ଭିଡ଼ିଓ। ଯଦି ଦେଖିବା ପୁଷ୍ପା ଫିଲ୍ମ ଅନେକ ଗୁଡିଏ ଭାଷାରେ ରିଲିଜ ହୋଇଥିଲା। ବିଶେଷ କରି ହିନ୍ଦୀ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ। ଏମିତି ରେ ବି ଅଲୁ ଅର୍ଜୁନଙ୍କ ଫ୍ୟାନ ମଧ୍ୟ ସାରା ଭାରତ ସମେତ ଅନେକ ଗୁଡିଏ ଦେଶରେ ମଧ୍ୟ ରହିଛି।

ଯାହାବି ହେଉ ଏହି ଫିଲ୍ମ ରେ ଥିବା ପ୍ରତ୍ୟେକ ଡାଇଲଗ ଦମଦାର ହୋଇ ପାରିଛି। ଏହି ଡାଇଲଗକୁ ଅନେକ ସେଲିବ୍ରେଟି ମାନେ ମଧ୍ୟ ରିଲସ କରି ସେଥିରେ ନିଜର ଅଭିନୟ ଦେଖାଉଛନ୍ତି। ତେବେ ବର୍ତ୍ତମାନ ସମୟରେ କ୍ରିକେଟର ରବୀନ୍ଦ୍ର ଜାଡେଜା ପୁଷ୍ପା ଫିଲ୍ମର ଡାଇଲଗ ଅଭିନୟ ଦେଖାଇଛନ୍ତି। ଅବିକଳ ଅଲୁ ଅର୍ଜୁନ ଭଳି ସେ ଡାଇଲଗ ଦେଖାଇଛନ୍ତି।

କେବଳ ଡାଇଲଗ ନୁହେଁ ବରଂ ଅଲୁ ଅର୍ଜୁନ ଯେପରି ଦାଢ଼ି ରଖିଛନ୍ତି। ଠିକ ସେହିପରି ଭାବରେ ସେ ମଧ୍ୟ ଦାଢ଼ି ରଖି ଡାଇଲଗ କରିଛନ୍ତି। ତାଙ୍କର ଏଭଳି ଅଭିନୟ ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସିଛି। ପୂର୍ବରୁ ମଧ୍ୟ ସେ ନିଜର ଅଭିନୟ ଦକ୍ଷତା ଦେଖାଇଛନ୍ତି। ଯାହାକି ତାଙ୍କୁ ଅନେକ ଲୋକ ଭଲ ପାଆନ୍ତି। ତାଙ୍କର ଅନେକ ଫ୍ୟାନ ଫୋଲର ମଧ୍ୟ ଅଛନ୍ତି। ଯାହାବି ହେଉ ଜାଡେଜାଙ୍କ ଏଭଳି ଅଭିନୟ ପାଇଁ ସେ ପୁଷ୍ପା ଫିଲ୍ମର ହିରୋ ଅଲୁ ଅର୍ଜୁନ ନିଜେ ପ୍ରଶଂସା ମଧ୍ୟ କରିଛନ୍ତି ଏବଂ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣେଇଛନ୍ତି। କମେଣ୍ଟ ପଢ଼ି ଜାଡେଜା ମଧ୍ୟ ବହୁତ ଖୁସି ଥିବା ଦର୍ଶାଇଛନ୍ତି। ଅଲୁ ଅର୍ଜୁନଙ୍କ ଭୂମିକା ଏଥିରେ ଅନେକ ରହିଛି।

ତାଙ୍କର ମଧ୍ୟ ଅନେକ ପ୍ରଶଂଶକ ରହିଛନ୍ତି। କେବଳ ଯେ ଆମ ଭାରତରେ ତାଙ୍କର ପ୍ରଶଂଶକ ରହିଛନ୍ତି ତାହା ନୁହେଁ ଅଲଗା ଅଲଗା ଦେଶରୁ ମଧ୍ୟ ତାଙ୍କର ଅନେକ ପ୍ରଶଂଶକ ରହିଥିବା ଦେଖିବା ପାଇଁ ମିଳିଥାଏ। ସେ କରନା କାଳରେ ବହୁତ ଭଲ ବିଜିନେସ କରିପାରିଛି। ପୁଷ୍ପା ଫିଲ୍ମ ସୋସିଆଲ ମିଡ଼ିଆରେ ଏକ ଟ୍ରେଣ୍ଡ ବନି ସାରିଛି। ୩୫୦ କୋଟି ରୁ ଅଧିକ ଟଙ୍କା ବିଜିନେସ କରିପାରିଛି। ଯାହାବି ହେଉ ବନ୍ଧୁଗଣ ଜାଡେଜାଙ୍କ ଏଭଳି ଭାବରେ ପୁଷ୍ପା ଫିଲ୍ମର ଅଭିନୟ ତାଙ୍କ ଫ୍ୟାନ ମାନଙ୍କୁ ବହୁତ ପ୍ରଶଂସା କରିଛି। ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ଏହି ରିଲସ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.