Swastik Tv News Odisha

Sadhu Bani – ପୁତ୍ର ସନ୍ତାନ ଚାହୁଁଥିଲେ କରନ୍ତୁ ଏହି ସବୁ କାମ , କେବଳ ପୁଅ ଜନ୍ମ ହେବ ୧୦୦% ଗ୍ୟାରେଣ୍ଟି

0

ସମାଜର ପ୍ରତ୍ୟେକ ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଚାହିଁଥାନ୍ତି , ଏବଂ ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ଜାତ ହେଉ ବୋଲି ଇଚ୍ଛା ରଖିଥାନ୍ତି । ପୁଅ ବା ଝିଅ ଜନ୍ମ ହେବା ଇଶ୍ୱରଙ୍କ ସୃଷ୍ଟି ହୋଇଥାଏ , କାରଣ ସେ ହିଁ ବ୍ୟକ୍ତିର ଭାଗ୍ୟ ନିର୍ଦ୍ଦାରଣ କରିଥାନ୍ତି । କିନ୍ତୁ ଏମିତି କିଛି କାର୍ଯ୍ୟ ରହିଛି , ଯାହାକୁ ନିୟମିତ ଭାବରେ ପାଳନ କରିବା ଦ୍ୱାରା କିଛି ମାତ୍ରାରେ ଆମ ଉପରେ ପ୍ରଭାବ ପକାଇଥାଏ ।

କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇ ପାରି ନଥାଏ । କାହାର ପୁତ୍ର ସନ୍ତାନ ଜାତ ହୋଇଥିବା ବେଳେ ଆଉ କାହାର କନ୍ୟା ସନ୍ତାନ ଜାତ ହୋଇଥାଏ । ପୁଅ ହେଉ ବା ଝିଅ ହେଉ ସମସ୍ତେ ସମାନ ଅଟନ୍ତି , କିନ୍ତୁ ଅନେକ ଲୋକମାନଙ୍କର ଇଚ୍ଛା ରହିଥାଏ ଯେ କେବଳ ପୁତ୍ର ସନ୍ତାନ ହେଉ ବୋଲି ।

ଏଥିପାଇଁ ସେମାନେ ଅନେକ ପ୍ରକାର ଉପାୟ ବା ପ୍ରଚେଷ୍ଟା କରିଥାନ୍ତି , କିନ୍ତୁ ସେଥିରେ ବିଶେଷ କିଛି ଫଳପ୍ରଦ ହୋଇ ନଥାଏ । କିନ୍ତୁ ଆଜି ଆପଣ ମାନଙ୍କୁ ଛୋଟ ଉପାୟ ବିଷୟରେ ଜଣେଇହୁ , ଯାହାକୁ ନିୟମିତ ଭାବରେ କରିବା ଦ୍ୱାରା ଆପଣଙ୍କର ପୁତ୍ର ସନ୍ତାନ ପ୍ରାପ୍ତ ହେବ । ଆପଣ ମାନେ ଖୁସୀରେ ଜୀବନ ବିତାଇବା ସହ ପରିବାରରେ ଆନନ୍ଦର ଲୋହରୀ ଖେଳିଯିବ ।

ଏମିତି କିଛି ପରିବାର ରହିଥାନ୍ତି ଯେଉଁ ମାନେ ପରିବାରରେ ସନ୍ତାନ ଜନ୍ମ ହେବା ପରେ ସେହି ଅନୁସାରେ ସ୍ୱଗାତ ର ପ୍ରସ୍ତୁତି କରିଥାନ୍ତି । ପିତ୍ର ସନ୍ତାନ ଜନ୍ମ ହୋଇଥିଲେ ବହୁତ ଖୁସୀ ହୋଇଥାନ୍ତି ଓ ସ୍ୱାଗତ କାର୍ଯ୍ୟ ମଧ୍ୟ ଧୁମ୍ ଧାମ୍ ରେ କରିଥାନ୍ତି । ​ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କଣ କଲେ ଆପଣଙ୍କର ପୁତ୍ର ସନ୍ତାନ ଜାତ ହେବ । ତେବେ ଆସନ୍ତୁ ଜାଣିବା କଣ କରିବା ଆବଶ୍ୟକ ଅଟେ ।

1. ସୋମବାର ଓ ଶନିବାର ଘିଅ ଦୀପ ଜାଳନ୍ତୁ :-

ପ୍ରତ୍ୟେକ ବ୍ୟକ୍ତିଙ୍କ ଠାକୁରଘରେ ଘିଅର ଦୀପ ଲଗାଇଥାନ୍ତି , କିନ୍ତୁ ଯଦି ଆପଣ ପୁତ୍ର ସନ୍ତାନ ଚାହାନ୍ତି ତେବେ ପ୍ରତି ସୋମବାର ଓ ଶନିବାର ରେ ଦୁଇଟି ଲେଖାଏଁ ଘିଅ ଦୀପ ନିଜର ପୂଜା ଘରେ ଜାଳିବା ନିହାତି ଦରକାର । ମନରେ ଇଶ୍ୱରଙ୍କ ପ୍ରତି ସଦଭାବନା ରଖି , ଅତି ନିଷ୍ଠାର ସହକାରେ ଠାକୁରଙ୍କୁ ଘିଅର ଦୀପ ଅର୍ପଣ କରିବା ଉଚିତ୍ । ଯାହାଦ୍ୱାରା ଆପଣଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତିରେ ଅତ୍ୟଧିକ ସହାୟକ ହୋଇଥାଏ ।

2. ସୁନ୍ଦର ଶିଶୁର ଫୋଟଚିତ୍ର :-

ଆପଣଙ୍କ ବେଡ୍ ରୁମ ରେ ବା ଶୋଇବା ଘରେ ଖଟର ସାମ୍ନାପଟେ ସୁନ୍ଦର ଶିଶୁର ଫୋଟ ନିଶ୍ଚୟ ଲଗାନ୍ତୁ । ଯାହା ଫଳରେ ସେହି ଫୋଟ ଚିତ୍ର ଉପରେ ସର୍ବଦା ମାର ନଜର ପଡିଥାଏ । ଯାହାଦ୍ୱାରା କି ଆପଣଙ୍କର ପୁତ୍ର ସନ୍ତାନ ପ୍ରାପ୍ତିରେ ଅତ୍ୟଧିକ ସହାୟକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.