Swastik Tv News Odisha

ଦେଖନ୍ତୁ ହାତ ଗଣ୍ଠି ବେଳର ଦୃଶ୍ୟ… ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା Pragyan Khatua ଏହି ଚୁଲବୁଲି ନାୟିକା ଙ୍କୁ ବିବାହ କଲେ… ଦେଖନ୍ତୁ Full HD ଭିଡ଼ିଓ

0

ଓଡ଼ିଶାର ଲୋକପ୍ରିୟ କମେଡ଼ିଆନ ପ୍ରଜ୍ଞା ଖଟୁଆ ବର୍ତ୍ତମାନ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସମଗ୍ର ଓଡ଼ିଶାରେ କମେଡ଼ିଆନ ପ୍ରଜ୍ଞା ଖଟୁଆ ପରିଚିତ। ତାଙ୍କର ବାହାଘର ରେ ସମସ୍ତେ ଆଶୀର୍ବାଦ କରୁଥିବା ଦେଖିବା ପାଇଁ ମିଳିଛି। କୌଣସି ସାଧାରଣ ଲୋକ ବିବାହ ହୋଇଥାଏ। ତେବେ କେବଳ ତାଙ୍କର ଗାଁ ସାଇ ପଡିସା ସମେତ ବନ୍ଧୁ ବାନ୍ଧବ ଜାଣିଥାନ୍ତି। ହେଲେ କୌଣସି ସେଲିବ୍ରେଟି ମାନଙ୍କର ବାହାଘର ହୁଏ ତେବେ ତାଙ୍କୁ ସାରା ଦୁନିଆ ଜାଣିଥାନ୍ତି। ସାଧାରଣ ଲୋକ ଠାରୁ ଜଣେ ସେଲିବ୍ରେଟିର ଜୀଵନ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। କଳାକାର ମାନେ ନିଜ ଫ୍ୟାନ ମାନଙ୍କୁ ଖୁସି କରିବା କିମ୍ବା ସମାଜରେ କିଛି ଅଲଗା ଢଙ୍ଗରେ ନିଜକୁ ସବୁବେଳେ ପ୍ରଦର୍ଶିତ କରିଥାନ୍ତି।

ସାଧାରଣ ଲୋକ ମଧ୍ୟ ନିଜର ପସନ୍ଦିତା ସେଲିବ୍ରେଟି ମାନଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଓଡ଼ିଶାର ଲୋକପ୍ରିୟତା ହାସଲ କରିଥିବା ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ବିବାହ ବିଷୟରେ। ସୂଚନା ଅନୁସାରେ ଲୋକପ୍ରିୟ ହାସ୍ୟ ଅଭିନେତା କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବିବାହ ଉତ୍ସବ ହୋଇଛି। ଭଦ୍ରକ ଜିଲ୍ଲାର ସୁନନ୍ଦା ପରିଡ଼ାଙ୍କୁ ବୈଦିକ ରୀତି ନୀତି ରେ ବିବାହ କରିଛନ୍ତି। କରନାର ସମସ୍ତ ଗାଇଡ୍ ଲାଇନ ପାଳନ କରିଥିଲେ। ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ।

ଏପଟେ ସୋସିଆଲ ମିଡ଼ିଆ ରେ ମଧ୍ୟ ଆଶୀର୍ବାଦ ର ସୁଅ ଛୁଟୁଛି। କମେଡ଼ିଆନ ପ୍ରଜ୍ଞା ଖଟୁଆ ଙ୍କ କହିବା କଥା ଯେ ସାରା ଓଡ଼ିଶା ବାସୀଙ୍କ ଭଲ ପାଇବା ପାଇଁ ସେ ବିବାହ କରିବା ପାଇଁ ଯାଉଛନ୍ତି। କରନା ପାଇଁ ସେ କାହାରିକୁ ବିବାହ ଉତ୍ସବକୁ ଡାକି ନାହାଁନ୍ତି। ସବୁ କିଛି କରନା ଗାଇଡ଼ ଲାଇନ ମାନି କାମ କରାଯାଉଛି ବୋଲି ସେ କହିଛନ୍ତି। ରାଜ କନିକା ଭଳି ଐତିହାସିକ ସ୍ଥାନରେ ବିବାହ କରୁଥିବାରୁ ସେ ନିଜକୁ ବହୁତ ଗର୍ବିତ ମନେ କରୁଛନ୍ତି। କମେଡ଼ିଆନ ପ୍ରଜ୍ଞା ଖଟୁଆ ଙ୍କ ଫ୍ୟାନ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ତାଙ୍କୁ ସୁବେଛା ଜଣେଇଛନ୍ତି।

ଯାହାକୁ ସମଗ୍ର ଓଡ଼ିଶା ବାସୀ ଆଶିର୍ବାଦ ଜଣେଇବା ସହିତ ତାଙ୍କୁ ଅନେକ ଭଲ ପାଇବା ଜଣେଇଛନ୍ତି।ସୁନନ୍ଦା ପରିଡ଼ାଙ୍କ କହିବା କଥା ଯେ ତାଙ୍କର ବିବାହ ଅତି ଶୃଙ୍ଖଳିତ ଭାବରେ ହେଉଛି। କୌଣସି ପ୍ରକାର ବିଶୃଙ୍ଖଳା ଦେଖା ଦେଉନାହିଁ। କରନାର ସମସ୍ତ ନିୟମ ପାଳନ କରି ବିବାହ ଅନୁଷ୍ଠିତ ହେଉଛି। କୌଣସି ପ୍ରକାର କରନା ନିୟମ ଉଲଂଘନ କରାଯାଉନାହିଁ। କେବଳ କରନା ପାଈଁ ସେମାନେ ଅନ୍ୟ କାହାରିକୁ ବିବାହ ଉତ୍ସଵକୁ ଡାକି ପାରିଲେ ନାହିଁ। ତେବେ ବନ୍ଧୁଗଣ ଆମର ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ଯେ ସମସ୍ତେ ଖୁସିରେ ରୁହନ୍ତୁ। ସମସ୍ତଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଖୁସି ଆଣି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.