Swastik Tv News Odisha

ଦେଖନ୍ତୁ ପୁତ୍ର ସନ୍ତାନର ମାଆ ବନିଲେ ହିରୋଇନ ମିଠି ଏବଂ ନିଜର ଫ୍ୟାନ ମାନଙ୍କୁ ଦେଲେ ଏହି ଖୁସି ଖବର….

0

ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। କଳାକାର ମାନଙ୍କର ବେଶ ପୋଷାକ ଠାରୁ ଆରମ୍ଭ କରି ଜୀବନ ଶୈଳୀ ପର୍ଯ୍ୟନ୍ତ ଆଦି ଉପରେ ସାଧାରଣ ଲୋକ ମାନେ ଫଲୋ କରି ଥାଆନ୍ତି ଓ ଏଥି ସହିତ ସେ କେଉଁ ଭଳି ଭାବରେ ଜୀବନକୁ ଅତିବାହିତ କରି ଥାଆନ୍ତି, ତାହା ଉପରେ ମଧ୍ୟ ସାଧାରଣ ଲୋକ ମାନେ ନଜର ରଖି ଥାଆନ୍ତି। ଦର୍ଶକ ମାନଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଚାତକ ପରି ଚାହିଁ ରହି ଥାଆନ୍ତି। ତେବେ ବନ୍ଧୁଗଣ ଓଡ଼ିଆ ଆଲବମ ଅଭିନେତ୍ରୀ ମିଠି ଏକ ପୁତ୍ର ସନ୍ତାନର ମା ହୋଇଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡ଼ିଆ ଆଲବମ ଲୋକପ୍ରିୟ ଅଭିନେତ୍ରୀ ମିଠିଙ୍କୁ ଆପଣ ମାନେ ନିଶ୍ଚିତ ଭଲ ଭାବରେ ଜାଣିଥିବେ, ସେ ଓଡ଼ିଆ ଆଲବମ ଜଗତର ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା ଅଟନ୍ତି। ସେ ତାଙ୍କ ଜୀବନରେ ଅନେକ ଗୁଡିଏ ଆଲବମରେ ଅଭିନୟ କରିବା ସହିତ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ସବୁବେଳ ପାଇଁ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରି ଥାଆନ୍ତି। ତାଙ୍କ ଆଲବମ ଦେଖିବା ପାଇଁ ଲୋକ ମାନେ ଜାଗ୍ରତ ହୋଇ ଚାହଁ ରହି ଥାଆନ୍ତି ଓ ସେ ତାଙ୍କ ଅଭିନୟ ଦ୍ୱାରା ସମସ୍ତଙ୍କୁ କାବୁ କରି ରଖି ଥାଆନ୍ତି।

ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି।ସେ ସୁନ୍ଦର ଅଭିନେତ୍ରୀ ଦ୍ୱାରା ସାରା ଓଡ଼ିଶାରେ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତେବେ ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ଖୁବ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ତେବେ ଅଭିନେତ୍ରୀ ବିବାହ ପରେ ଓଲିଉଡ ଇଣ୍ଡଷ୍ଟ୍ରି ଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରହୁଥିଲେ ଓ ସେ ତାଙ୍କ ସ୍ୱାମୀଙ୍କ ସହିତ ବିଦେଶରେ ରହୁଛନ୍ତି।

ତେବେ ଅଭିନେତ୍ରୀ ମିଠି ଏକ ଖୁସି ଖବର ଆଣି ଦେଇଛନ୍ତି।ତେବେ ଅଭିନେତ୍ରୀ ଗତକାଲି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ବୋଲି ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଓ ତାଙ୍କ ଫ୍ୟାନ୍ସ ମାନଙ୍କୁ ତାଙ୍କ କୁନି ପୁଅକୁ ଆଶୀର୍ବାଦ ଦେବା ପାଇଁ କହିଛନ୍ତି। ଅଭିନେତ୍ରୀ ତାଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେଇ ବହୁତ ଖୁସି ରହିଛନ୍ତି। ଭଗବାନ ତାଙ୍କ କୁନି ପୁଅକୁ ଆଶୀର୍ବାଦ ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.