Swastik Tv News Odisha

କମେଡିଆନ ପ୍ରଜ୍ଞା ଭାଇ Marriage ରେ ସୁନନ୍ଦା ଭାଉଜ ନଣନ୍ଦ ପୁଟୁଳି ରେ କ’ଣ ଦେଲେ….ଦେଖିଲେ ହସି ହସି ଗଡିଯିବ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ। ଓଡିଶାର ଅଗଣିତ ଦର୍ଶକ ତାଙ୍କର ଏହି ବିବାହରେ ବହୁତ୍ ଖୁସି ହୋଇଛନ୍ତି ଏବଂ ତାଙ୍କର ସୁନ୍ଦର୍ ବୈବାହିକ ଜୀବନ କାମନା କରିଛନ୍ତି। ଅଭିନେତା ପ୍ରଜ୍ଞା ବିବାହ କରି ତାଙ୍କ ଜୀବନର ଏକ ଆଗାମୀ ସୋପାନକୁ ଯାଇଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ସେ ତାଙ୍କର ଜୀବନ ସାଥି ଭାବରେ ତାଙ୍କର କଲେଜ ସମୟର ବାନ୍ଧବୀ ତଥା ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି। ପରସ୍ପର ପରସ୍ପରଙ୍କ ସହ ଭଲ ଭାବରେ ପରିଚିତ ଥିଲେ। ଏବେ ଦୁହେଁ ପରସ୍ପରକୁ ବିବାହ କରି ଦୁହେଁ ଦୁହିଁଙ୍କ ଜୀବନ ସାଥୀ ହୋଇଛନ୍ତି।

ତେବେ ସୂଚନା ଅନୁସାରେ କଟକ ଜିଲ୍ଲା ନିଶ୍ଚିତକୋଇଲ ସାହାନିଆଜ୍ ପୁର ସ୍ଥିତ ନିଜ ବାସ ଭବନରେ ତାଙ୍କର ଏହି ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଛି। ବର୍ତ୍ତମାନ କୋଭିଡ଼ କଟକଣା ଥିବାରୁ ଅଳ୍ପ ଲୋକଙ୍କ ଭିତରେ ନିଜର ବିବାହର ଅୟୋଜନ କରିଥିଲେ ପ୍ରଜ୍ଞା। ଆଉ ଏହି ବିବାହ କାର୍ଯ୍ୟକ୍ରମରେ  କେବଳ ନିଜର ବନ୍ଧୁବାନ୍ଧବଙ୍କ ଉପସ୍ଥିତି ଦେଖିବାକୁ ମଳିଥିଲା। ହାସ୍ୟ ଅଭିନେତା ଶଙ୍କରଙ୍କୁ ଛାଡିଦେଲେ କୌଣସି ଜଣେ ବି ଅଭିନେତାଙ୍କୁ ପ୍ରଜ୍ଞାଙ୍କ ବାହାଘରରେ ଦେଖିବାକୁ ମିଳି ନଥିଲା। ତଥାପି ଏହି ବାହାଘର ବହୁତ୍ ମଜା ମସ୍ତି ଏବଂ ଖୁସିର ସହିତ ସମ୍ପନ୍ନ ହୋଇଛି। ତାଙ୍କର ବିବାହର ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବାର ଦେଖିବାକୁ ମିଳିଛି।

ଆପଣ ମଧ୍ୟ ସେସବୁ ଭିଡିଓ ଦେଖିବକୁ ପାଇଥିବେ। ତେବେ ଏବେ ତାଙ୍କର ଯେଉଁ ଭିଡିଓ ସାମ୍ନାକୁ ଆସିଛି ଏହି ଭିଡିଓ ହେଉଛି ପ୍ରଜ୍ଞା ତାଙ୍କ ସ୍ତ୍ରୀ ଙ୍କ ସହିତ ନିଜ ଘରକୁ କନ୍ୟାକୁ ନେଇ ଆସିବାର ଦୃଶ୍ୟ। କାର ରୁ ଓହ୍ଲାଇବା ପାଖରୁ ନଣନ୍ଦ ପୁଟୁଳି ଦେବା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଏଠାରେ ରହିଛି। ଆପଣ ଏଠାରେ ଆମର ହିନ୍ଦୁ ଧର୍ମର ପରମ୍ପରା ଏବଂ ଯେଉଁ ବିବାହ କାର୍ଯ୍ୟ ସମ୍ପନ୍ନ ପାଇଁ ଯେଉଁ ସଂସ୍କୃତି ସବୁ ରହିଛି ତାହା ଦେଖିବାକୁ ପାଇବେ। ଯାହା ପ୍ରତ୍ୟେକଟି ଓଡ଼ିଆ ଘରେ ଦେଖିବାକୁ ମିଳିଥାଏ। ତେବେ ଏହି ଭିଡିଓ ରେ ଆପଣ ତାଙ୍କ ବିବହାର ଶେଷ ପ୍ରକ୍ରିୟା ବା ଶେଷ ପରମ୍ପରା କୁ ଦେଖିବାକୁ ପାଇବେ। ଯାହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ଆପଣ ଏହାସହ ଦେଖିବାକୁ ପାଇବେ ପ୍ରଜ୍ଞା କିପରି ଭାବରେ ତାଙ୍କ ସ୍ତ୍ରୀ କୁ ଘର ଭିତରକୁ କାନ୍ଧରେ ହାତ ପକାଇ ନେଇ ଯାଉଛନ୍ତି।ତାଙ୍କର ବିବାହର ଅନେକ ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତର ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦର୍ଶକ ଦେଖି ବହୁତ୍ ଖୁସି ହୋଇଛନ୍ତି। ଆଉ ଏବେ ତାଙ୍କର ଏହି ଶେଷ ଭିଡିଓ ମଧ୍ଯ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଲୋକ ଏହାକୁ ଦେଖି ବହୁତ୍ ସୁନ୍ଦର ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି ଏବଂ ବିବାହକୁ ନେଇ ରହିଥିବା ଆମ ସଂସ୍କୃତି ଏବଂ ନିଆରା ପରମ୍ପରା କୁ ମହାନ୍ ବୋଲି କହିଛନ୍ତି। ତେବେ ଆପଣ ବି ପ୍ରଜ୍ଞା ଙ୍କ ଏହି ଭିଡିଓ କୁ ଦେଖିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.