Swastik Tv News Odisha

ପ୍ରଜ୍ଞା ଭାଇ ଙ୍କ ଚତୁର୍ଥୀ ଭୋଜି ପାଇଁ ପ୍ରସ୍ତୁତି କେମିତି ଚାଲିଛି….ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ଯଦି ନଜର କରିବା ଜଣେ ସାଧାରଣ ଲୋକ ମାନଙ୍କର ବାହାଘର ହେଲେ କେବଳ ପରିବାର ବର୍ଗ, ସାଙ୍ଗ ସାଥି ଆଦି ଜାଣି ଥାଆନ୍ତି, କିନ୍ତୁ ଜଣେ କଳାକାର ମାନଙ୍କର ବାହାଘର ହେଲେ ସମସ୍ତେ ଜାଣି ଥାଆନ୍ତି।ତେବେ ବନ୍ଧୁଗଣ ହାସ୍ୟ ଅଭିନେତାଙ୍କ ପ୍ରଜ୍ଞା ଖଟୁଆ ବର୍ତ୍ତମାନ ନିକଟରେ ବାହା ହୋଇଛନ୍ତି ଓ ତାଙ୍କ ବାହାଘରରେ ଚତୁର୍ଥୀ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ତେବେ ଆସନ୍ତୁ ଜାଣିବା ତାଙ୍କ ରିସେପସନ ରେ କେମିତି ସାଜସଜା ଚାଲିଛି। ତାହା ଆପଣ ମାନେ ଦେଖିଲେ ଖୁସି ଅନୁଭବ କରିବେ।

ସୂଚନା ଅନୁସାରେ, ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ, ସେ ଓଡ଼ିଆ ସିନେମା ଜଗତର ଆଗ ଧାଡ଼ିର କମେଡିଆନ ଅଭିନେତା ଭାବରେ ବେଶ ଜଣାଶୁଣା ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ଗୁଡିକ ବହୁତ ସୁନ୍ଦର ଲାଗିଥାଏ। ତେବେ ଅଭିନେତାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସେ ଭଲ ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ଉପସ୍ଥାପନ କରି ଥାଆନ୍ତି।

ତେବେ ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ଖୁବ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ତେବେ ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ସାରା ଓଡ଼ିଶାରେ ଘରେ ଘରେ ଆଜି ପରିଚିତ ହୋଇ ପାରିଛନ୍ତି। ତେବେ ହାସ୍ୟ ଅଭିନେତା ସିରିଏଲ ଅଭିନେତ୍ରୀ ସୁନନ୍ଦାଙ୍କୁ ବିବାହ କରିଛନ୍ତି ବୋଲି ଆପଣ ମାନେ ସମସ୍ତେ ଜାଣିଥିବେ।

ତେବେ ତାଙ୍କ ବାହାଘରରେ ଏକ ସ୍ପେଶାଲ ମୋମେଣ୍ଟ ରହିଥିଲା। ତାହା ହେଉଛି ଆଉ ଯେଉଁ କଉଡ଼ି ଖେଳ ହୋଇଥିଲା ତାହା ସବୁଠାରୁ ବହୁତ ଜବରଦସ୍ତ ରହିଥିଲା। ଏହାପରେ ଚତୁର୍ଥୀ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଆପଣ ମାନେ ଭିଡ଼ିଓ ରେ ନିଶ୍ଚିତ ଭାବରେ ଦେଖି ପାରିଥିବେ ଯେ କିଭଳି ଭାବରେ ତାଙ୍କର ରିସ୍ପଶନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ପ୍ରଜ୍ଞା ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି। କରନା କଟକଣା ପାଇଁ କାହାକୁ ଡାକିପାରିଲେ ନାହିଁ। ଯାହାବି ହେଉ ତାଙ୍କର ବୈବାହିକ ଜୀଵନ ଅତ୍ୟନ୍ତ ସୁଖମୟ ହେଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.