Swastik Tv News Odisha

Tike Dance Tike Acting ରେ ” ହଁ ମୁଁ ତମ ପାଇଁ ପାଗଳ ହେଇଯାଇଛି ” ଏହି ଅଭିନୟ ଦେଖି ଅଭନେତ୍ରୀ Sital ହେଲେ ଅବାକ….ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଓଡ଼ିଶାର ଏକ ଲୋକପ୍ରିୟ ଟିଭି ଚ୍ୟାନେଲ ସିଦ୍ଧାର୍ଥ ଟିଭି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ମନୋରଂଜନ ଜଗତରେ।ଏହି ଚ୍ୟାନେଲ ରେ ଅନେକ ଗୁଡ଼ିଏ ମନୋରଂଜନ ପୂର୍ଣ୍ଣ ଶୋ ମଧ୍ଯ ଦେଖିବାକୁ ମିଳୁଛି। ତେବେ ସେଥି ମଧ୍ୟରୁ ଏକ ଲୋକପ୍ରିୟ ଶୋ ହେଉଛି ଟିକେ ଡାନ୍ସ ଟିକେ ଆକ୍ଟିଂ। ଏହି ଶୋ ମାଧ୍ୟମରେ କଲାକର ମାନଙ୍କର ଚୟନ କରା ଯାଇଥାଏ। ଯୁବକ ମାନେ ଯେଉଁମାନେ ଅଭିନୟ ଦୁନିଆକୁ ଆସିବାକୁ ଇଚ୍ଛୁକ, ସେମାନେ ଏହି ରିଏଲିଟି ଶୋ ରେ ଅଂଶଗ୍ରହଣ କରିବା ପାଇଁ ଆସିଥାନ୍ତି। ସମସ୍ତେ ତାଙ୍କର ପ୍ରତିଭା ଦେଖାଇ ବିଚାରକ ମାନଙ୍କର ମନ ଜିଣିବାକୁ ଚେଷ୍ଟା କରନ୍ତି।

ତେବେ ଏହି ଭିନ୍ନ ସ୍ୱାଦର ରିଏଲିଟି ଶୋ ଟିକେ ଡାନ୍ସ ଟିକେ ଆକ୍ଟିଂ ଶୋ ରେ ବିଚାରକ ଭାବରେ ରହିଛନ୍ତି ହାସ୍ୟ ଅଭିନେତା ହରିହର ଏବଂ ଲୋକପ୍ରିୟ ଅଭିନେତ୍ରୀ ଶୀତଲ। ଆପଣ ତ ଜାଣିଛନ୍ତି ଏହି ଅଭିନେତା ଜଣଙ୍କ ଓଡିଶାର ଘରେ ଘରେ ପରିଚିତ।ଓଡ଼ିଆ ମନୋରଂଜନ ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର କମେଡି ର ତଡକା ଦୀର୍ଘଦିନ ହେଲା ଦେଇ ଆସୁଛନ୍ତି। ତାଙ୍କ ଅଭିନୀତ ସମସ୍ତ କମେଡି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥାଏ। ଅନେକ ଫିଲ୍ମ୍ ରେ ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ବାରେ ସକ୍ଷମ ହୋଇ ପାରିଛି।

ତେବେ ଅଭିନେତା ହରିହର ତାଙ୍କର ଅଭିନୀତ ସମସ୍ତ ଫିଲ୍ମ୍ ଦର୍ଶକ ମାନଂକର ବହୁତ୍ ପସନ୍ଦ ପାଲଟି ବାରେ ଲାଗିଛି। ହାସ୍ୟ ଅଭିନେତା ଭାବରେ ଓଡିଶାରେ ତାଙ୍କର ଏକ ସ୍ଵତନ୍ତ୍ର ଲୋକପ୍ରିୟତା ରହିଛି। ତାଙ୍କର ଅଭିନୟ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ହୋଇଥାଏ। ଅନେକ ଷ୍ଟେଜ ଶୋ ରେ ତାଙ୍କର ଦମଦାର ଅଭିନୟ ବେଶ୍ ଆକର୍ଷଣୀୟ। ଓଡିଶାର ଅଗଣିତ ଦର୍ଶକ ତାଙ୍କର କମେଡି କୁ ଭଲ ପାଆନ୍ତି। ତାଙ୍କର ଆକର୍ଷଣୀୟ ଅଭିନୟ ପାଇଁ ସେ ଲୋକ ଲୋଚନକୁ ଆସିଛନ୍ତି ଏବଂ ଲୋକପ୍ରିୟ ହୋଇଛନ୍ତି। ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି।

ସେହିପରି ଅଭିନେତ୍ରୀ ଶୀତଲ ମଧ୍ଯ ହିରୋଇନ୍ ଭାବରେ ବେଶ୍ ପରିଚିତ ଚେହେରା ଅଟନ୍ତି। ଜଣେ ବିଚାରକ ଭାବରେ ଏହି ଶୋ ରେ ତାଙ୍କର ଉପସ୍ଥିତି ବେଶ୍ ଦମଦାର ଅଟେ। ତେବେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ ଜଣେ ଯୁବକ କିପରି ତାଙ୍କର ଦମଦାର ଅଭିନୟ ପ୍ରଦର୍ଶନ କରୁଛନ୍ତି ଏବଂ ଡାନ୍ସ ମଧ୍ଯ ଦେଖାଉଛନ୍ତି। ତାଙ୍କର ଏଭଳି କଳାକୁ ଦେଖି ବିଚାରକ ମାନେ ତାଙ୍କୁ ୱେଟିଙ୍ଗ ରେ ରଖିଛନ୍ତି। ପ୍ରେମ ଏବଂ ବେଦନା ଉପରେ ଆଧାରିତ ଯୁବକଙ୍କ ଏହି ଅଭିନୟ ବେଶ୍ ଆକର୍ଷଣୀୟ ରହିଛି ଯାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.