Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ‘କଚ୍ଚା ବାଦାମ’ ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ… 86 Million ଲୋକ ଦେଖି ସାରିଲେଣି …

0

ବନ୍ଧୁଗଣ ରାନୁ ମଣ୍ଡଳ ଙ୍କ ବିଷୟରେ ତ ଆପଣ ଜାଣିଥିବେ। ସୋସିଆଲ ମିଡ଼ିଆରେ ସେ ଜଣେ ଚର୍ଚ୍ଚିତ ଚେହେରା। ଏକ ପ୍ୟାର୍‌ କା ନଗ୍‌ମା ହୈ ଗୀତକୁ ଗାଇ ସେ ଭାଇରାଲ୍ ହୋଇଥିଲେ। ଆପଣ ଜାଣିଥିବେ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳଙ୍କୁ ଜଣେ ଯୁବ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ଗୀତ ଗାଉଥିବା ର ଦେଖିବା ପରେ ସେ ରାନୁ ମଣ୍ଡଳଙ୍କ ଏହି ଗୀତ ଗାଇବାର ଏକ ଭିଡିଓ ରେକର୍ଡ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଆଉ ଏହାପରେ ତାଙ୍କ ଲୋକପ୍ରିୟତା ବହୁତ୍ ବଢ଼ି ଯାଇଥିଲା। ଆଉ ଏହାପରେ ସେ ରାତାରାତି ସେଲିବ୍ରିଟି ବନି ଯାଇଥିଲେ। ତେବେ ଏବେ ପୁଣି ସେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି।

ଆଉ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଏମିତି ଗୀତ ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଗୀତଟି କିଛି ସେହିପରି।ଏହି ଗୀତଟିକୁ ଗାଇଛନ୍ତି ରାନୁ ମଣ୍ଡଳ। ଆଉ ଏଥିପାଇଁ ତାଙ୍କୁ ଟ୍ରୋଲ ମଧ୍ଯ କରା ଯାଉଛି।ଏହା ସୋସିଆଲ୍ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏକ ବଙ୍ଗଳା ଗୀତ କଚ୍ଚା ବାଦାମ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାକୁ ଲାଗିଥିଲା। ଆପଣ ଏହି ଗୀତ ବିଷୟରେ ତ ନିଶ୍ଚୟ ଶୁଣିଥିବେ। ଯାହା ଜଣା ପଡ଼ିଛି ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବଡ୍ୟାକରଙ୍କ ଗୀତ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି।

ଏହି ଗୀତକୁ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଅନେକ ରିଲ୍‌ କରୁଥିବା ଦେଖିବାକୁ ମିଳୁଥିଲା। ଏବେ ମଧ୍ୟ ସୋସିଆଲ ମିଡିଆରେ ଏହି ଗୀତର ଚାହିଦା ରହିଛି।ତେବେ ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖି ବହୁତ୍ ଖୁସି ହେଉଛନ୍ତି ଏବଂ ବହୁତ୍ ସେୟାର କରିବାକୁ ବାଧ୍ୟ ହେଉଛନ୍ତି। ତେବେ ଯାହା ଦେଖିବାକୁ ମିଳୁଛି ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି। ଏହାକୁ ସମସ୍ତେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି ଏବଂ ଏହାର ମଜା ନେଉଛନ୍ତି। ତେବେ କେବଳ ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ଏହି ଗୀତ ଗାଉଥିବା ଦେଖିବାକୁ ମିଳେ।

କିନ୍ତୁ ଏବେ ଏହି ଗୀତକୁ ଏବେ ଗାଇଛନ୍ତି ରାନୁ ମଣ୍ଡଳ। ଯିଏକି ବର୍ତ୍ତମାନ ଇଣ୍ଟର୍‌ନେଟ୍ ସେନ୍ସେସ୍ ପାଲଟି ଛନ୍ତି। ରାନୁ ମଣ୍ଡଳଙ୍କ ଗାଇଥିବା ଏହି ଗୀତର ଭିଡିଓ ଏବେ ଅନ୍‌ଲାଇନ୍‌ରେ ଦେଖିବାକୁ ମିଳୁଛି। ଏହା ସୋସିଆଲ୍ ମିଡିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯଦି ଆପଣ ଏହାକୁ ଦେଖି ନାହାଁନ୍ତି ତେବେ ଥରେ ଏହାକୁ ଦେଖି ନିଅନ୍ତୁ ଏବଂ ଜାଣନ୍ତୁ କାହିଁକି ରାନୁ ମଣ୍ଡଳ ଏବେ ଏହି ଗୀତକୁ ନେଇ ଟ୍ରୋଲ୍ ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.