Swastik Tv News Odisha

ଖୁସି ଖବର ! କେନ୍ଦ୍ର ସରକାର ମହିଳା ଓ ପୁରୁଷଙ୍କୁ ପ୍ରତି ମାସରେ ଦେବେ ୩୦୦୦ ଟଙ୍କା, ଆପଣ ଆଜି ହିଁ କରନ୍ତୁ ଆବେଦନ

0

ସରକାର ସବୁବେଳେ ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଯୋଜନା ବ୍ୟବସ୍ଥା କରିଛନ୍ତି। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ବିଭିନ୍ନ ପ୍ରକାର ଯୋଜନା ବାହାର କରିଥାନ୍ତି। ତେଣୁ ବର୍ତ୍ତମାନ ସମୟରେ ଆମ କେନ୍ଦ୍ର ସରକାର ଏକ ନୂଆ ଯୋଜନା। ଘୋଷଣା କରିଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ଅନୁଭବ କରିବେ। ତାହା ହେଉଛି କେନ୍ଦ୍ର ସରକାର ପୁରୁଷ ଓ ମହିଳାଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, କେନ୍ଦ୍ର ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଜନା ବାହାର କରି ଥାଆନ୍ତି। ଏହି ଯୋଜନାର ନାଁ ହେଉଛି ପ୍ରଧାନମନ୍ତ୍ରୀ କର୍ମୀ ଯୋଗୀ ମାନଧନ ଯୋଜନା। ୨୦୧୯ ମସିହାରେ ଏହି ଯୋଜନା ପ୍ରଥମେ ଆରମ୍ଭ ହୋଇଥିଲା। ତେବେ ଏହି ଯୋଜନାଟି ହେଉଛି ପେନସନ ପରିକା କାର୍ଯ୍ୟ କରିବ। ଏହା ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଲାଭ ଉଠାଇ ପାରିବେ। ଯେଉଁମାନେ ୧୮ ବର୍ଷରେ ସାମିଲ ହୋଇଥିବେ ସେମାନଙ୍କୁ ୫୫ ଟଙ୍କାର ପ୍ରିମୀୟମ ଦେବା ପାଇଁ ପଡିବ ଓ ୪୦ ବର୍ଷର ଲୋକଙ୍କୁ ୨୦୦ ଟଙ୍କାର ପ୍ରିମୀୟମ ଦେବା ପାଇଁ ପଡିବ। ଏହି ଯୋଜନାରେ ୬୦ ବର୍ଷରୁ ଅଧିକ ଲୋକ ମାନଙ୍କୁ ମାସକୁ ୩୦୦୦ ହଜାର ଟଙ୍କା ଦିଆଯିବ।

ତେବେ ଏହି ଯୋଜନାରେ ମିଳୁଥିବା ଟଙ୍କା ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ଯିବ। ଯେତେବେଳେ ହିତାଧିକାରୀ ମାନଙ୍କ ଆକାଉଣ୍ଟ ସହିତ ଆଧାର ସହିତ ଲିଙ୍କ ରହିଥିବ ସେହି ମନେ ଏହି ଯୋଜନାର ଟଙ୍କା ପାଇ ପାରିବେ। ତେବେ ଯେଉଁମାନେ ଏହାର ଲାଭ ଉଠାଇବା ପାଇଁ ଇଚ୍ଛା ପ୍ରକାଶ କରି ଥାଆନ୍ତି, ସେମାନଙ୍କ ଆଧାର କାର୍ଡ ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ, ପାସପୋର୍ଟ ସାଇଜ୍ ଫଟୋ ଓ ଜିଏସ୍ଟି ରେଜିଷ୍ଟ୍ରେସଁନ ନମ୍ବର ନିହାତି ଭାବରେ ଜରୁରୀ ରହିଛି। ଯେଉଁମାନେ ଭାରତ ବାହାରେ ଛୋଟ ବ୍ୟବସାୟୀ ବା ଯେ କୌଣସି ବ୍ୟବସାୟୀ କାର୍ଯ୍ୟ କରୁଥିବେ, ସେମାନେ ଏହି ଯୋଜନାର ଲାଭ ପାଇ ପାରିବେ ନାହିଁ।

ତେବେ ଯେଉଁମାନେ ଭାରତରେ ବ୍ୟବସାୟୀ କରୁଥିବେ ସେମାନେ ହିଁ ଏହାର ଆବେଦନ କରି ପାରିବେ। ତେବେ ଆବେଦନକାରୀମାନେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସବୁ ନିକଟରେ ଥିବା ସେବା କେନ୍ଦ୍ରରେ ଭିଜିଟ କରିପାରିବେ। ସେଠାରେ ଅନଲାଇନ୍ ଦ୍ୱାରା ଫର୍ମ ପୂରଣ କରିବା ପାଇଁ ପଡିବ ଓ ଏଥି ସହିତ ସବୁ ଡକ୍ୟୁମେଣ୍ଟ୍ ମଧ୍ୟ ଦେବା ପାଇଁ ପଡିବ। ଏହା ପରେ ତାହାକୁ ଦାଖଲ କରି ସରିବା ପରେ ଏହି ଯୋଜନାର ହିତାଧିକାରୀ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.