Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ସିସିଟିଭି ରେ ରେକର୍ଡ ହେଲା ଭୟାନକ ଦୃଶ୍ୟ… ଝିଅ କୁ ଜନ୍ମ ଦେଇ ରାସ୍ତା କଡରେ ଫୋପାଡ଼ି ଦେଲା ମାଆ , ଆଉ ତା ପରେ ଯାହା ଘଟିଲା ଦେଖିଲେ ହୋସ ଉଡିଯିବ….

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି ସମାଜର ଏପରି ଏକ ଦିଗକୁ ଦର୍ଶାଉଛି ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ।ଆମେ ଆପଣଙ୍କୁ ସେହିଭଳି ଏକ ଅଭାବନୀୟ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ। ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା ସେହି ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଆଜିର ଏହି ଦୁନିଆ ରେ ଲୋକ ମାନଙ୍କର ହାବ ଭାବ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇ ଯାଇଛି।

କିଛି ଲୋକଙ୍କର ଏମିତି କିଛି ଅଶୋଭନୀୟ କାର୍ଯ୍ଯ କଳାପ ଦେଖି ଏଥିରେ ପ୍ରଭାବିତ ହେଉଛନ୍ତି ଅନେକ ଲୋକେ। ତେବେ ଅଧିକାଂଶ ସମୟରେ ଆପଣ ଏହିପରି କିଛି ଅଜବ ଘଟଣା ମାନ ସବୁ ଦେଖିବା ପାଇଁ ପାଉଥିବେ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ। ଆଜିବି ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ବହୁତ୍ ଦୁଃଖ ଯନ୍ତ୍ରଣା ଏବଂ ସମସ୍ୟା ଭିତରେ ରହୁଛନ୍ତି।

ସେମାନେ ଏପରି ସ୍ଥିତିରେ ରହି ମଧ୍ଯ ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି।ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି। ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି। କିନ୍ତୁ ଏହାକୁ ନେଇ ବେଳେବେଳେ ଆମେ ଏମିତି କିଛି ପଦକ୍ଷେପ ନେଇଥାଉ ଯାହା ବାସ୍ତବରେ ନିନ୍ଦନୀୟ ଏବଂ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ।ତେବେ ସେହିଭଳି ଏକ ଦୁଃଖ, ଭାବପୂର୍ଣ୍ଣ ଓ ଅଭାବନୀୟ ଘଟଣା ନିକଟରେ ଘଟିଛି ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଯେଉଁଠି ଦେଖିବାକୁ ମିଳିଛି ଜଣେ ମହିଳା ଏକ ନବଜାତ ଶିଶୁକୁ ଏକ ଫାଙ୍କା ସ୍ଥାନରେ ଛାଡି ପଳାଇ ଯାଉଛନ୍ତି। ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଏପରି କରିଥିବାର ଯାହା ଭିଡିଓ ରେ ଦର୍ଶା ଯାଇଛି। ତେବେ ପିଲାକୁ ଛାଡି ପଳାଇବା ପରେ ସେହି ରାସ୍ତାଦେଇ ଆସୁଥିବା ଜଣେ ବାବା ଏହି ପିଲାଟିକୁ ଦେଖିବା ପରେ ତାକୁ ଉଠାଇଥିଲେ। ପିଲାଟି ସେତେବେଳେ କାନ୍ଦୁ ଥିଲା ଏବଂ ବାବା ଜଣଙ୍କ ଏଥିପାଇଁ ଅନ୍ଯ ଜଣଙ୍କୁ ଏହାର ସହାୟତା ପାଇଁ ଫୋନ୍ କରୁଥିବା ଦେଖିବାକୁ ମିଳୁଛି।ଏହି ଭିଡିଓ ଏବେ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.