Swastik Tv News Odisha

Sadhu Bani – କାଗଜରେ ମନସ୍କାମନା ଲେଖି ଜଳାଇ ଦିଅନ୍ତୁ ଏହି ପରି , 2 ଘଣ୍ଟାରେ ପୂର୍ଣ୍ଣ ହେବ ସମସ୍ତ ଇଚ୍ଛା

0

ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ କୌଣସି ନା କୌଣସି ଇଚ୍ଛା ରହିଥାଏ , ଯାହାକୁ ସଫଳ କରିବା ପାଇଁ ସେମାନେ ଅନେକ ଚେଷ୍ଟା କରିଥାନ୍ତି । କିନ୍ତୁ ବାରମ୍ୱାର ବିଫଳତା ଦେଖା ଯାଇଥାଏ , ଯାହାଫଳରେ ଅନେକ ଦୁଃଖ କଷ୍ଟରେ ଜୀବନ ବିତେଇବାକୁ ପଡିଥାଏ । କିନ୍ତୁ ଆଜି ଆମେ ଏମିତି କ ସହଜ ଉପାୟ ବିଷୟରେ ଜଣେଇବୁ , ଯାହାକୁ କରି ଆପଣ ମାନେ ଆପଣଙ୍କର ସମସ୍ତ ଇଚ୍ଛାକୁ ପୂରଣ କରି ପାରିବେ । ଏଥିପାଇଁ ଅପଣଙ୍କୁ ଅତି ଧ୍ୟାନର ସହକାରେ ଉପାୟ ବିଷୟରେ ଜାଣିବା ପାଇଁ ହେବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଏହି ପ୍ରୟୋଗକୁ ଆପଣଙ୍କୁ ସନ୍ଧ୍ୟା ସମୟରେ କରିବାକୁ ହେବ , କିଛି ସମୟ ବାହାର କରି ଏହାକୁ ଶାନ୍ତିରେ କରିବେ ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ଆପଣଙ୍କର କୌଣସି ବି ଅସୁବିଧା ବା ମନସ୍କାମନା ରହିଛି ତାହାକୁ ଏକ ସଫା ଧଳା କାଗଜରେ ଲେଖିଦିଅନ୍ତୁ । ଏହାପରେ ଅଳ୍ପ କିଛି ଗୁଗ୍ଗୁଳ ଓ ଝୁଣା କୌଣସି ଝୁଣା ଦାନି ଉପରେ ଜଳାନ୍ତୁ । ତେବେ ଏହାକୁ ଜଳାଇବା ଦ୍ୱାରା ଏହା ସେହିଭଳି ଜଳିଥାଏ ଯେପରି ଝୁଣାଦୀପ ଜଳିଥାଏ । ସେହି ଧୂଆ ସହିତ ଆପଣ ସେହି କାଗଜ , ଯେଉଁଥିରେ ଆପଣ ଆପଣଙ୍କର ନିଜ ମନର ଇଚ୍ଛା ଲେଖିଛନ୍ତି ତାହା ଜଳାଇ ଦିଅନ୍ତୁ ।

ଏହା ସହିତ ଏହି ପ୍ରୟୋଗ କୁ ଆପଣ ନିଜ ଘର ଭିତରେ ହିଁ କରନ୍ତୁ ଏବଂ ଭଗବାନ ଙ୍କର ଫୋଟ ସାମ୍ନାରେ ରଖି କରନ୍ତୁ । ସେହି ଫୋଟ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ହୋଇଥିବା ଆବଶ୍ୟକ । ଯେତେବେଳେ ଆପଣ ଏହି ଧୂଆଁ ଜଳାଇବେ ତାପରେ ଆପଣଙ୍କୁ ଆପଣଙ୍କ ଦୁଇ ଆଖି ବନ୍ଦ କରି ଯାହାବି ଆପଣ ସେହି କାଗଜରେ ଲେଖିଛନ୍ତି ତାହାକୁ ନିଜ ମନରେ ପୁଣିଥରେ ପଢି ଦିଅନ୍ତୁ । ଅଧଘଣ୍ଟା ପର୍ଯ୍ୟନ୍ତ ସେହି କଥାକୁ ନିଜ ମନ ମଧ୍ୟରେ ଦୋହରାନ୍ତୁ , ଏହି ଉପାୟ ସନ୍ଧ୍ୟା ସମୟ 7 ଟା ପାଖାପାଖି କରନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କୁ ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିବ ।

ଆପଣଙ୍କ ଜୀବନରେ ସୁଖ ସମୃଦ୍ଦି ଆପଣଙ୍କ ଆଡକୁ ଆକର୍ଷିତ ହେବାକୁ ଲାଗିବ , ତଥା ଆପଣଙ୍କର ଯାହା ବି କିଛି ଇଚ୍ଛା ରହିଛି ତାହା ସବୁ ପୂରଣ ହୋଇଯିବ । ଆପଣଙ୍କର ଅସୁବିଧା ସବୁ ସମସ୍ୟା ଦୁଃଖ ଦୂର ହୋଇଯିବ । ଆପଣ ମାନେ ସୁଖଶାନ୍ତିରେ ଜୀବନ ଅତିବାହିତ କରିବେ , ପରିବାରରେ ସର୍ବଦା ହସଖୁସୀର ମାହଲ ଦେଖିବାକୁ ମିଳିବ । ତେଣୁ ଆପଣ ମାନେ ଏହି ସବୁ ସମସ୍ୟା ଦେଇ ଗତି କରୁଥିଲେ ଏହି ଉପାୟ ମାଧ୍ୟମରେ ଆପଣ ମାନେ ସମସ୍ତ ସମସ୍ୟା ବା ସମସ୍ତ ଇଚ୍ଛାକୁ ପୂରଣ କରି ପାରିବେ । ସଠିକ୍ ଉପାୟ ମାଧ୍ୟମରେ କରନ୍ତୁ ନିଶ୍ଚିତ ଶୁଭ ଫଳ ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.