Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟଙ୍କର ଦୁର୍ଘଟଣା ଜୀବନରେ କେବେ ଦେଖି ନଥିବେ… ଗାଡି ଚଳାଉ ଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ପ୍ରତିବର୍ଷ ହେଉଥିବା ସଡ଼କ ଦୃଘଟଣାକୁ ଲକ୍ଷ୍ୟ କରି ସରକାର ହେଉଥିବା ଦୃଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ଯେମିତି କି ହେଲିମେଣ୍ଟ ପିନ୍ଧିବା, ଜୋରରେ ଗାଡ଼ି ଚଳାଇବା ମନା, ଟ୍ରାଫିକ ନିୟମ ମାନିବା ଇତ୍ୟାଦି ଭଳି ନିୟମ କାନୁନର ବ୍ୟବସ୍ତା କରିଛନ୍ତି। ଏସବୁ ନିୟମ କାନୁନ ରହିଥିଲେ ମଧ୍ୟ ପ୍ରତିଦିନ ବିଭିନ୍ନ ପ୍ରକାର ଗାଡ଼ି ଦୃଘଟଣା ଦେଖିବା ପାଇଁ ମିଳୁଛି। ଆପଣ ମାନେ ଅନେକ ଦୃଘଟଣା ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ପାଇଥିବେ। ହେଲେ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି।

ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଆଉ ଏଭଳି ଗାଡି ଚଳୁଥିବା ବ୍ୟକ୍ତିଙ୍କୁ ଗାଳି କରିବା ପାଇଁ ଇଚ୍ଛା ହେବ। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଗୋଟିଏ ବାଇକ ରେ ଦୁଇ ଜଣ ରହିଛନ୍ତି। ଏହାପରେ ଗାଡ଼ିକୁ ରାସ୍ତାରେ ଏପଟ ସେପଟ କରି ଚଳୁଛନ୍ତି। ଠିକ ସାପ ଭଳି ଗାଡି ଚାଲୁଥିବା ଦେଖିବା ପାଇଁ ମିଳିଥିଲା। ରାସ୍ତାରେ ଏଭଳି ଭାବରେ ସାପ ଭଳି ଗାଡି ଚଳୁଥିଲେ ଯେ ଆଗରୁ ଏକ ଟ୍ରକ ଆସୁଥିଲା ଏହାପରେ ସେ ଯେଉଁଭଳି ଭାବରେ ସାପ ଭଳି ଗାଡି ଚାଲୁଥିଲା। ଟିକିଏ ବୁଲେଇ ଦେଲା ଆଉ ପଡିଗଲେ। ଭାଗ୍ୟ ଭଲ ଟ୍ରକ ରେ ଗାଡି ବାଜି ନାହିଁ।

ଯଦି କିଛି ସମୟ ଲାଗିଥାନ୍ତା ତାହାଲେ ନିଶ୍ଚିତ ଭାବରେ ବାଇକ ବାଲାର କ୍ଷତି ହୋଇଥାନ୍ତା ଏପରିକି ଜୀଵନ ମଧ୍ୟ ଚାଲିଯାଇଥାନ୍ତା। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବାଇକ ଵାଲାର ସମ୍ପୂର୍ଣ୍ଣ ଭାବରେ ଭୂଲ ହେଲେ ତାଙ୍କର ଭୁଲ ଧରିବେ ନାହିଁ। ଟ୍ରକର ଭୂଲ ଧରିବେ ଅନେକ ସମୟରେ ଏଭଳି ଘଟଣା ଆପଣ ମାନେ ନିଶ୍ଚିତ ଭାବରେ ଦେଖିବା ପାଇଁ ପାଇଥିବେ ଯେ ଯଦି କୌଣସି ସ୍ଥାନରେ ଗାଡି ଆକ୍ସିଡେଣ୍ଟ ହୋଇଯାଉଛି। ଏହାପରେ ଯାହାର ଛୋଟ ଯାନ ଲୋକେ ତାଙ୍କୁ ସପୋର୍ଟ କରୁଛନ୍ତି। ପ୍ରକୃତରେ ଦୋଷ ବଡ଼ ଗାଡି ବାଲାକୁ ଦେଉଛନ୍ତି। ତେଣୁ ଆପଣ ମାନେ ମଧ୍ୟ ଏହିଠାରେ ହିଁ ବିଚାର କରନ୍ତୁ।

ପ୍ରକୃତ ରେ ବାଇକ ଵାଲାର ସମ୍ପୂର୍ଣ୍ଣ ଭୁଲ ହେଲେ ଆମେ ଟ୍ରକ ଵାଲାକୁ ଦୋଷ ଦେଉଛି। ବିନା କାରଣରୁ ଏଭଳି ବାଇକ ଵାଲା ପାଇଁ ଚାଲି ଯାଉଛି ଜୀଵନ। ଯେଉଁ ମାନେ ପ୍ରକୃତରେ ଭୂଲ କରୁନାହାନ୍ତି। ତାଙ୍କୁ ବି ଏଭଳି ଅନେକ ଦୃଘଟଣାର ଶିକାର ହେବାକୁ ପଡ଼ିଥାଏ। ତେଣୁ ଆପଣ ମାନେ ଯଦି ଗାଡ଼ି ଚଲାଉଛନ୍ତି। ତେବେ ଠିକ ଭାବରେ ଗାଡି ଚାଳନା କରନ୍ତୁ। ନିଜର କ୍ଷତି ଘଟିବା ସହିତ ଅନ୍ୟ ମାନଙ୍କର ମଧ୍ୟ ବହୁତ ବଡ଼ କ୍ଷତି ଘଟିବ। ଯାହାବି ହେଉ ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.