Swastik Tv News Odisha

ସ୍କୁଲ ଯିବା ରାସ୍ତାରେ ଏମିତି କାମ କଲେ ଏହି ପୁଅ ଝିଅ… ଦେଖିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଅନେକ କିଛି ଏମିତି ଭିଡିଓ ଆପଣ ଦେଖିବାକୁ ପାଇଥିବେ ଯେଉଁ ଭିଡିଓ ରେ କିଛି ଲୋକ, କିମ୍ୱା କୁନି ପିଲା ମାନଙ୍କର ଙ୍କ ପ୍ରତିଭା ସେଥିରେ ଦେଖିବାକୁ ମିଳିଥାଏ। ଏହିଭଳି ନିଶ୍ଚିତ ଭାବରେ ପ୍ରତିଦିନ ସୋସିଆଲ ମିଡିଆରେ ଆପଣମାନେ ଅନେକ ଭାଇରାଲ ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ଅନେକ ପ୍ରକାର ଏମିତି ଘଟଣା ଆମ ସମ୍ମୁଖକୁ ନିୟମିତ ଭାବରେ ଆସିଥାଏ ଯାହା ଦେଖିବା ପରେ ଆମେ ତାଜୁବ୍ ହୋଇ ଯାଇଥାଉ ଏବଂ ଖୁସି ବି ହେଉ। ସେହିପରି ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ଏକ ଅଜିବ ଘଟଣାର ଭାଇରାଲ ଭିଡ଼ିଓ। ଯାହାକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି ଏବଂ ଭିଡିଓ ଦେଖି ପ୍ରଶଂସା ବି କରୁଛି।

ତେବେ ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏହିପରି ଭାଇରାଲ ଘଟଣା ସବୁ ଦେଖୁଥିବେ ଏବଂ ସେୟାର ମଧ୍ୟ କରୁଥିବେ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ ଯାହାକୁ ଦେଖିଲେ ବହୁତ୍ ଖୁସି ମଧ୍ଯ ଲାଗିଥାଏ। ତେବେ ସେହିପରି କିଛି ଖୁସି ମଜାର ଭିଡିଓ ବ୍ୟତୀତ କିଛି ଏମିତି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଥାଏ, ଯାହା ସାଧାରଣରେ ସମସ୍ତଙ୍କୁ ଭୟଭୀତ କରାଇଥାଏ ଏବଂ ତାହା ବେଶ୍ ଭାଇରାଲ ହୋଇଥାଏ। ଲୋକେ ଏହାକୁ ଦେଖି ଚକିତ ହୋଇ ଯାଇଥାନ୍ତି।

ସେହିପରି ଏହି ଭିଡିଓ ରେ ଦୁଇଜଣ ସ୍କୁଲ ପିଲା କିପରି ସେମାନଙ୍କର ପ୍ରତିଭା ଦେଖାଉ ଅଛନ୍ତି ତାହା ଥରେ ଦେଖନ୍ତୁ।ଏହି ଭିଡିଓ ରେ ଦୁଇ ସ୍କୁଲ୍ ପିଲା, ଜଣେ ଝିଅ ଏବଂ ଜଣେ ପୁଅ ରାସ୍ତାରେ ଯାଉଥିବା ସମୟରେ ତାଙ୍କର ଜୀମାନାଷ୍ଟିକ ସ୍କିଲ କୁ କିପରି ଭାବରେ ଦେଖାଉଛନ୍ତି ତାହା ଦେଖିବାର କଥା। ତେବେ ସେମାନଙ୍କର ଏହି ଭିଡିଓ ଏକ ଆକର୍ଷଣ ଯୋଗାଇଛି ସମସ୍ତଂକ ପାଇଁ।ଏହି ଭିଡିଓ ଦେଖି ସମସ୍ତେ ପ୍ରଶଂସା କରିବା ସହିତ ଆଶ୍ଚର୍ଯ୍ୟ ହେଇଛନ୍ତି। ଏବଂ ଏହା ମଧ୍ଯ କ୍ରୀଡା ମନ୍ତ୍ରଣାଳୟ କୁ ଜଣାଇଛନ୍ତି ଯେ ଏହି ପିଲା ଦୁଇଟିକୁ ଯଦି ଉପଯୁକ୍ତ ଧ୍ୟାନ ଦିଆଯାଏ ଏବଂ ସେମାନଙ୍କ ଅଭ୍ୟାସ ଉପରେ ଗୁରୁତ୍ବ ଦିଆଯାଏ ତେବେ ସେମାନେ ଭାରତ ପାଇଁ ଆଲମ୍ପାୟାଡ ଆଣି ପାରନ୍ତି।

ଇଣ୍ଟରନେଟ ରେ ଗତ କିଛିଦିନ ହେଲା ପିଲା ଦୁଇଟିର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ପିଲା ଦୁଇଟି ରାସ୍ତାରେ ଯାଉ ଯାଉ ଯେଉଁଭଳି ଭାବରେ ସେମନଙ୍କର ଏହି ସ୍କିଲ ଦେଖାଉଛନ୍ତି ଏହାକୁ ଦେଖି ସମସ୍ତେ ଆକର୍ଷିତ ହେଇଛନ୍ତି। ପ୍ରଥମେ ପୁଅ ପିଲାଟି ଆଉ ପରେ ଝିଅ ପିଲାଟି ତାର ଏହି ଜୀମନାଷ୍ଟିକ ସ୍କିଲ ଦେଖାଉ ଅଛନ୍ତି। ସୋସିଆଲ ମିଡିଆରେ ଏହା ଏବେ ବହୁତ୍ ମାତ୍ରାରେ ଲୋକଙ୍କ ଦ୍ଵାରା ଆଦୃତ ହେବା ସହ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.