Swastik Tv News Odisha

ଚାଲୁଥିବା ବାଇକ ଉପରେ ଯୋଗ କରିବା ପଡିଲା ମହଙ୍ଗା…. 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ଆଜି ଆମେ ପୁଣି ଥରେ ଏକ ଏପରି ଘଟଣାର ଭିଡିଓ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ। ଯାହା ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ ଜାଣିବା ପରେ ଡରରେ ଛାତି ଥରି ଉଠିଥାଏ। ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା ସେହିପରି ଏମିତି ଏକ ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହା ଆମକୁ କିଛି ବାର୍ତ୍ତା ପ୍ରଦାନ କରିଥାଏ ଏବଂ ସଚେତନ କରାଇଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ କାରଣ କଣ? ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ। ଆପଣ ଜାଣିଛନ୍ତି ଯୋଗା କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ। ଏଥିପାଇଁ ଲୋକେ ପ୍ରତିଦିନ ଯୋଗ କରିଥାନ୍ତି ତାଙ୍କର ବ୍ୟସ୍ତ ବହୁଳ ଜୀବନ ରୁ ସମୟ ବାହାର କରି। କିନ୍ତୁ ଏହି ଯୋଗ ଅଭ୍ୟାସ କରିବା ପାଇଁ ସେହିପରି ପରିବେଶ ଏବଂ ବାତାବରଣ ର ଆବଶ୍ୟକ ହୋଇଥାଏ। ଯଦି ଯେଉଁଠି ସେଇଠି ଆପଣ ଏହି ଯୋଗ କରିବାକୁ ବସିଯିବେ ତେବେ ଏହାର ପରିଣାମ ଭଲ ହେବ ନାହିଁ।

ସବୁ ସ୍ଥାନରେ ଯୋଗ ଅଭ୍ୟାସ କରିବା ପାଇଁ ଚେଷ୍ଟା କରିବା ଭୟଂକର ସ୍ଥିତି ସୃଷ୍ଟି କରିପାରେ। ଯେମିତି ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଜଣେ ବ୍ୟକ୍ତି ଏକ ଚଳନ୍ତା ବାଇକ ଉପରେ ବସି ଯୋଗ କରୁଛନ୍ତି। ଆଉ ଏହାପରେ ତାଙ୍କ ସହ ଯାହା ଘଟୁଛି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହି ବ୍ୟକ୍ତି ଜଣଙ୍କ ଯେତେ ପର୍ଯ୍ୟନ୍ତ ଗାଡ଼ି ଉପରେ ବସି ରହିଛନ୍ତି, ସେତେ ପର୍ଯ୍ୟନ୍ତ ଗାଡ଼ିଟି ତାଙ୍କ ନିୟନ୍ତ୍ରଣ ରେ ରହିଛି। ଆଉ ଯେତେବେଳେ ସେ ଗାଡ଼ିର ହେଣ୍ଡେଲ କୁ ଛାଡି ଗାଡ଼ି ଉପରେ ଛିଡା ହୋଇ ସର୍କସ ଦେଖାଉଛନ୍ତି ସେତେବେଳ ଆଉ ଗାଡ଼ିର ବାଲାନ୍ସ ରହୁ ନାହିଁ।

ଆଉ ଶେଷରେ ବ୍ୟକ୍ତି ଜଣଙ୍କ ଏପରି ଭାବରେ ଗାଡିରୁ ପଡ଼ି ଯାଉଛନ୍ତି ଯେ ତାଙ୍କର ହାଲ ତ ବେହାଲ ହୋଇ ଯାଇଛି ଏବଂ ଗାଡ଼ିର ଅବସ୍ଥା ଯାହା ହୋଇଥିବ ତାହା ଆପଣ ଅନୁମାନ କରି ପାରୁଥିବେ। ତେଣୁ ଆପଣ କେବେବି ଏପରି ଦୁଃସାହାସିକ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ଆପଣଙ୍କର ନିଜ ଜୀବନ ପ୍ରତି ଭଲପାଇବା ରହିଥିବ ତେବେ ନିଶ୍ଚିତ ଭାବରେ ଆପଣ ଏପରି କରିବାରୁ ବଞ୍ଚିତ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.