Swastik Tv News Odisha

ସେଲ୍ଫି ହେଲା କାଳ… କ୍ୟାମେରା ରେ ରେକର୍ଡ ହେଲା ମୃତ୍ୟୁ ବେଳର ଶେଷ ଦୃଶ୍ୟ …. ଦେଖନ୍ତୁ Shocking ଭିଡ଼ିଓ…

0

ବନ୍ଧୁଗଣ ଏହା ସତ ଯେ କେତେବେଳେ କାହା ସହ କଣ ଦୁର୍ଘଟଣା ଘଟିଯିବ ତାହା କହିହେବ ନାହିଁ। କିନ୍ତୁ ଆମେ କେବଳ ସଚେତନ ରହି ପାରିବା। ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ଆମର ସାମାନ୍ଯ ଅସାବଧାନତା ଏବଂ ବିଚଳିତ ଲକ୍ଷଣ ପାଇଁ କିଛି ଏମିତି ଘଟଣା ଘଟିଯାଏ ତାର ଏକ ଅଭୁଲା ଦୁଃଖ ସବୁଦିନ ପାଇଁ ରହିଯାଏ। ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ସହ ଘଟିଯାଏ ତାହା କହିହେବ ନାହିଁ।ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ।

ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ତେବେ ଏପରି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେବା ସହ ଭିତରୁ ଭାଙ୍ଗି ଦେଇଥାଏ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ।କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ।ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ।

ଏପରି ଘଟଣା ହୁଏତ ଆପଣ ଆଗରୁ ଅନେକ ସମୟରେ ଦେଖିବାକୁ ପାଇଥିବେ। ଏଠାରେ ଏହି ଘଟଣାରେ ଜଣେ ଯୁବତୀଙ୍କ ଜୀବନ ଅଚାନକ ଭାବରେ ଆଖି ସାମ୍ନାରେ କିପରି ଚାଲି ଯାଉଛି ତାହା ଥରେ ଦେଖନ୍ତୁ। ଆମେ କହୁଥିବା ଏହି ଘଟଣାଟି ହେଉଛି ଇବ ନଦୀରେ ଘଟିଥିବା ଭୟଙ୍କର ଦୁର୍ଘଟଣାର ଏକ ବାସ୍ତବ ଚିତ୍ର। ଆଉ ଏହି ଭିଡିଓ ରେ ଯେଉଁ ଯୁବତୀ ଜଣଙ୍କ ଏପରି ଦୁର୍ଘଟଣା ର ଶିକାର ହେଉଛନ୍ତି ସେ ହେଉଛନ୍ତି ରାଜଗାଙ୍ଗପୁର, କୁମ୍ଭାରପଡ଼ା ର ଯୁବତୀ ନିରୂପମା ପ୍ରଜାପତି। ନିଜ ସାଥୀ ମାନଙ୍କ ସହିତ ସେ ସେଦିନ ପିକନିକ୍ କରିବାକୁ ଯାଇଥିଲେ ଏବଂ ସେଠାରେ ଫଟୋ ଉଠାଉଥିଲେ।

ଆଉ ସେହି ଫଟୋ ଉଠାଇବା ସମୟରେ ଆଉଜଣେ ଯୁବକ ସେଠାକୁ ଆସୁଥିବା ସମୟରେ ତାଙ୍କର ଗୋଡ଼ ଖସି ଯାଇଥିଲା। ଆଉ ତାପରେ ସେ ପ୍ରଖର ପାଣି ସ୍ରୋତରେ ସେ ଭାସି ଯାଇଥିଲେ। ଏହାପରେ ବହୁତ୍ ଖୋଜା ଖୋଜି କରିବା ପରେ ଦୀର୍ଘ ୨୨ ଘଣ୍ଟା ପରେ ସେହି ସ୍ଥାନ ଠାରୁ ୩୦୦ ମିଟର ଦୂରରେ ଏକ ପଥର ଖୋଲ ନିକଟରୁ ଉକ୍ତ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରା ଯାଇଥିଲା। ତେବେ ଏହି ଘଟଣା ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କୁ ଯେତିକି ଭୟଭୀତ କରିଛି ସେତିକି ଆଶ୍ଚର୍ଯ୍ୟ ମଧ୍ଯ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.