Swastik Tv News Odisha

ଛିଃ ଛିଃ ଲଜ୍ୟା ! Facebook ପ୍ରେମିକ ପ୍ରେମରେ ପଡ଼ି ୫ ବର୍ଷ ପୁଅକୁ ଛାଡ଼ି ଚାଲିଗଲା ମାଆ, ସୋସିଆଲ ମିଡ଼ିଆରେ ନିଆଁ ଭଳି ଭିଡ଼ିଓ ହେଉଛି ଭାଇରାଲ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ପ୍ରତିଦିନ ସମାଜରେ ଅତ୍ୟାଚାର, ଅନୀତି ଓ ଅନ୍ୟାୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ସମାଜରେ ଅନ୍ୟାୟ କାର୍ଯ୍ୟ ବହୁତ ମାତ୍ରାରେ ଦେଖିବାକୁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ତେବେ ପ୍ରେମରେ ଅନ୍ଧ ହୋଇ ସମାଜର ସବୁ ନୀତି ନିୟମକୁ ଭୁଲି ଏମିତିକି ନିଜର ପରିବାର ଓ ପିଲା ଛୁଆଙ୍କୁ ଛାଡି ଯିବାକୁ ମଧ୍ୟ ପଛାଉ ନାହାଁନ୍ତି। ଯାହାକି ସମାଜ ପାଇଁ ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ପ୍ରତିଦିନ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ମହିଳା ଫେସବୁକର ଜଣେ ଯୁବକଙ୍କ ପ୍ରେମରେ ପଡି ନିଜର ୫ ବର୍ଷର ଛୁଆକୁ ଛାଡି ଚାଲି ଯାଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବ;

ସୂଚନା ଅନୁସାରେ, ବଲାଙ୍ଗୀର ସହରର ରାମେଶ୍ୱର ନଗରରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ରାଜଶ୍ମିତା ନାୟକ ନାମକ ଜଣେ ମହିଳା ଓ ବିଶ୍ୱଜିତ ନାୟକ ନାମକ ଜଣେ ଯୁବକ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। କେହି କାହାରିକୁ ଛାଡି ମଧ୍ୟ ରହି ପାରୁ ନଥିଲେ। ସାତ ଜନ୍ମର ସାଥି ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ କଥା ମଧ୍ୟ ଦେଇଥିଲେ। ଦୁହିଁଙ୍କ ପରିବାର ତାଙ୍କ ପ୍ରେମ ସମ୍ପର୍କକୁ ନେଇ ବାରଣ କରୁଥିଲେ, ବାରଣ କରିବା ସ୍ୱତେ ମଧ୍ୟ ଦୁହେଁ ଘର ଛାଡ଼ି ଯାଇ ବିବାହ କରିଥିଲେ। ବିବାହ ପରେ ତାଙ୍କର ୫ ବର୍ଷର ଏକ ପୁତ୍ର ସନ୍ତାନଟିଏ ମଧ୍ୟ ରହିଛି ସେ ଦୁହେଁ ପୁତ୍ରକୁ ନେଇ ବହୁତ ଖୁସିରେ ରହୁଥିଲେ।

ତେବେ ହଠାତ ମହିଳା ଜଣଙ୍କ ଫେସବୁକର ଜଣେ ଯୁବକଙ୍କ ସହ ଚାଟିଙ୍ଗ କରି ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକଙ୍କ ପ୍ରେମରେ ପାଗଳ ହୋଇ ମହିଳା ଜଣଙ୍କ ନିଜ ସ୍ୱାମୀ ଓ ୫ ବର୍ଷର ପୁତ୍ରକୁ ଛାଡି ଚାଲି ଯାଇଛନ୍ତି। ଏହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ ପୋଲିସ ଏପର୍ଯ୍ୟନ୍ତ ଏହାର କୌଣସି ତଦନ୍ତ ଆରମ୍ଭ କରି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.