Swastik Tv News Odisha

ଶାଶୁ ଘରେ କେମିତି ଅଛନ୍ତି ହିରୋଇନ ସୁନନ୍ଦା… ଚାଲନ୍ତୁ ଶୁଣିବା କଣ କହିଲେ ଶାଶୂଘର ବିଷୟରେ… ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ଯାହାବି ହେଉ ବର୍ତ୍ତମାନ ସମୟରେ ଓଡ଼ିଶାର ଲୋକପ୍ରିୟ କମେଡ଼ିଆନ ପ୍ରଜ୍ଞାଙ୍କ ବାହାଘର ହୋଇଛି।

ସୂଚନା ଅନୁସାରେ ଲୋକପ୍ରିୟ ଅଭିନେତା ପ୍ରଜ୍ଞା ଯିଏକି କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ତେବେ ସେ ଅଭିନେତ୍ରୀ ସୁନନ୍ଦାଙ୍କୁ ବିବାହ କରିଥିଲେ। ସୁନନ୍ଦାଙ୍କ ଘର ଭଦ୍ରକ ଜିଲ୍ଲାର ସେ ମଧ୍ୟ ଜଣେ ଭଲ ଅଭିନେତ୍ରୀ ଭାବରେ ଜଣାଶୁଣା। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ସେ ନେଗେଟିଭ ଚରିତ୍ର ସବୁବେଳେ କରନ୍ତି। ସେ ଏକ ଇଣ୍ଟରର୍ଭୁ ରେ କହିଥିଲେ କି ନେଗେଟିଭ ଚରିତ୍ର କରନ୍ତି। ହେଲେ ସେ ରିୟଲ ଲାଇଫ ରେ କେବେବି ନେଗେଟିଭ ନୁହଁନ୍ତି। ଅଭିନେତ୍ରୀ ହିସାବରେ ସେ ଜଣେ ବହୁତ ଭଲ ଅଭିନୟ କରନ୍ତି। ତେବେ ସେ ଦୀର୍ଘଦିନ ଭଲ ପାଇଁ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ଶାଶୂଘରେ ବହୁତ ଖୁସି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି।

ବାହାଘର ରେ କରନା ଗାଇଡ଼ ଲାଇନ ପାଇଁ ମଧ୍ୟ ଅନେକ ଲୋକଙ୍କୁ ନିମନ୍ତ୍ରଣ କରିପାରିନଥିଲେ। ତାଙ୍କ ବାହାଘର କେନ୍ଦ୍ରାପଡା ରାଜକନିକା ଭଳି ସ୍ଥାନରେ ହୋଇଥିଲା। ଯଦି ଦେଖିବା ଉଭୟ ସୁନନ୍ଦା ଏବଂ ପ୍ରଜ୍ଞା ଦୁହେଁ ବହୁତ ଲୋକପ୍ରିୟ କଳାକାର। ସେମାନଙ୍କ ବାହାଘର ରେ ଅନେକ କଳାକାର ମାନେ ମଧ୍ୟ ଆସିଥିଲେ। ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣେଇଛନ୍ତି। ତେବେ ତାଙ୍କର ଇନ୍ଟରର୍ଭୁ ରେ ସେ ମନର କଥା କହିଛନ୍ତି। ସେ ପ୍ରଜ୍ଞାଙ୍କୁ ଅନେକ ବର୍ଷ ଧରି ଭଲ ପାଉଥିଲେ। ତେବେ ଏହି ଭଲ ପାଇବା ମଧ୍ୟରେ ଅନେକ ଘାତ ପ୍ରତିଘାତ ରହିଥିଲା।

ଯାହାବି ହେଉ ତାଙ୍କର ଘାତ ପ୍ରତିଘାତ ମଧ୍ୟରେ ଆଜି ତାଙ୍କର ମନର ମଣିଷ ତାଙ୍କ ପାଖରେ ରହିଛି। ସେ ବହୁତ ଖୁସି ଥିବାର ଦେଖିବା ପାଇଁ ମିଳିଛି। ଶଙ୍କରା ଭାଇଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି। ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ଉଭୟ ସୁନନ୍ଦା ଏବଂ ପ୍ରଜ୍ଞାଙ୍କୁ ଆଶୀର୍ବାଦ କରନ୍ତୁ। ଯେମିତି କି ତାଙ୍କର ବୈବାହିକ ଜୀଵନ ସୁଖମୟ ହେଉ। ତେବେ ବିବାହ ପରେ ସେ କେଉଁ ଫିଲ୍ମ କିମ୍ବା ସିରିଏଲ ରେ କାମ କରିବେ ତାର କୌଣସି ସୂଚନା ମିଳିନାହିଁ। ଯାହାବି ହେଉ ତାଙ୍କର ଵିଵାହରେ ସମସ୍ତ ଦର୍ଶକ ମାନେ ମଧ୍ୟ ବହୁତ ଖୁସି ଥିବାର ଦେଖିବା ପାଇଁ ମିଳିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.