Swastik Tv News Odisha

ତହସିଲଦାରଙ୍କ ରଙ୍ଗିନ ଦୁନିଆର କଳାକାରନାମା ଭିଡ଼ିଓ ନିଆଁ ଭଳି ଭାଇରାଲ… କଣ କହୁଛନ୍ତି ଧର୍ମ ପତ୍ନୀ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏବେ ପୁଣି ସାମ୍ନାକୁ ଆସିଛି ଏମିତି ଏକ ଲଜ୍ୟାକର ଘଟଣା ଯାହା ସାଧାରଣରେ ଏକ ଅଶୋଭନୀୟ ସ୍ଥିତି ସୃଷ୍ଟି କରିଛି। ସଭ୍ୟ ସମାଜରେ ଏପରି ଏକ ଅସଭ୍ୟ କାର୍ଯ୍ୟ କଲାପ ନିନ୍ଦା ଜନକ ସ୍ଥିତିକୁ ବୟାନ କରୁଛି। ଶିକ୍ଷିତ ହୋଇ ଯଦି ଜଣେ ଏପରି ଲଜ୍ୟାଜନକ, ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ଆଉ ଦାୟୀ କରାଯିବ।ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ।

ବେଳେବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ। ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯାହା ସାଧାରଣରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ ଆଜିର ଦୁନିଆର କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ସଂସ୍କାର ବିହୀନ କାର୍ଯ୍ୟ କରିଥାନ୍ତି ଏବଂ ଅନେକ ଘୃଣ୍ୟ କାମ ସବୁ କରୁଛନ୍ତି ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ।

ସେହିପରି ଏବେ ସାମ୍ନାକୁ ଆସିଛି ଆଉ ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର।ଏହି ଘଟଣାରେ ନିଜର ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ। ତାଙ୍କ ସ୍ଵାମୀ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଅଟନ୍ତି। ସରକାରୀ ଚାକିରୀ କରନ୍ତି ଏବଂ ବଡ ବିଭାଗରେ ସେ ଏବେ ଚାକିରିରେ ଅଛନ୍ତି।ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ଅନେକ ଯୁବତୀଙ୍କ ସହିତ ଶାରିରୀକ ସଂପର୍କ ରେ ଲିପ୍ତ ଅଛନ୍ତି। ଅଫିସ୍ ଷ୍ଟାଫ ଲେଡିଜ, ବାହାର ଲେଡ଼ିଯ ମାନଙ୍କ ସହିତ ତାଙ୍କର ଅନୈତିକ ସମ୍ପର୍କ ରହିଛି। ଅନେକ ଥର କହିବା ପରେ ମଧ୍ୟ ସେ ସୁଧୁରି ନାହାଁନ୍ତି। ଫଳରେ ସେ ବାଧ୍ୟ ହୋଇ ଅଲଗା ରହୁଛନ୍ତି। ତେବେ ଏସବୁ କୁ ନେଇ ଆଗରୁ ତାଙ୍କ ସ୍ଵାମୀ କେଶ୍ ରେ ଜେଲ୍ ଯାଇ ମଧ୍ଯ ବେଲ୍ ରେ ବାହାରକୁ ଆସିଛନ୍ତି।

ଏବେ ସେ ଜଣେ ଯୁବତୀଙ୍କୁ ଆଣି ନିଜ କ୍ୱାଟର ରେ ରଖି ତାଙ୍କ ପିଲାମାନଙ୍କୁ ନେଇ ସେଇଠି ରଖିଛନ୍ତି ଏବଂ ସେମାନଙ୍କୁ ମାଆ ଙ୍କ ବିଷୟରେ ଅନେକ କଥା ଶିଖାଉଛନ୍ତି। ତାଙ୍କ ଝିଅ ତାଙ୍କୁ ଏ ବିଷୟରେ ଜଣାଇବା ପରେ ମହିଳା ଜଣଙ୍କ ତାଙ୍କ ପିଲା ମାନଙ୍କୁ ନେବାକୁ ଚାହୁଁଛନ୍ତି। ଏନେଇ ସେ ଏବେ ଅଭିଯୋଗ କରିଛନ୍ତି। ତେବେ ଏହି ମହିଳାଙ୍କ ନାମ ଡାଲିଆ ଦେବନାଥ ଏବଂ ତାଙ୍କ ସ୍ଵାମୀ ଶରତ କୁମାର ବାଗ, ଯିଏକି ଏବେ ରାଜଗାଙ୍ଗପୁର ରେ ତହସିଲଦାର ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.