Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…..ଥରୁଟିଏ ନିଶ୍ଚୟ ଦେଖନ୍ତୁ…

0

ବନ୍ଧୁଗଣ ଆପଣ ତ ଅନେକ ସମୟରେ କିଛି ଡକାୟତି ର ଘଟଣା ଦେଖିବାକୁ ପାଉଥିବେ। କିଛି ଚୋରି ଏମିତି ରହିଛି ଯାହାକୁ ବିଶ୍ୱାସ କରିବା ସହଜ ନୁହେଁ। କିଛି ଏମିତି ଅସାଧୁ ଲୋକ ରହିଛନ୍ତି ଯେଉଁମାନେ ସୁଯୋଗ ଦେଖି କିଛି ଏଭଳି ଡକାୟତି କରନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ବିଶ୍ୱାସ କରି ହୁଏନାହିଁ।ଏଭଳି ଘଟଣା ତ ଆପଣ ଅନେକ ସମୟରେ ଆପଣଙ୍କ ଚତୁଃପାର୍ଶ୍ଵରେ ଦେଖିବାକୁ ପାଉଥିବେ। ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇ ପଡ଼ୁଥିବେ।
ତେବେ ସମାଜର ଏଭଳି ଦୃଶ୍ୟ ଏଭଳି ଆତଙ୍କରାଜ ସାଧାରଣ ଜନତା ଙ୍କୁ ଭୟଭୀତ କରୁଛି ନିଶ୍ଚିତ।

କେତେବେଳେ କିଛି ଜିନିଷ ହରାଇବା ଭୟରେ ତ ପୁଣି କେତେବେଳେ ଜୀବନ ଚାଲିଯିବା ଭୟରେ ଆମେ ବାହାରକୁ ବାହାରିଲେ ବି ବିଚଳିତ ହୋଇ ପଡୁଛୁ। ତେବେ ଏକଥା ଆମେ ଏହିପାଇଁ କହୁଛୁ ଯେ କିପରି ଭାବରେ ସମାଜରେ ପ୍ରତିଦିନ ଏପରି ଅନେକ ଚୋରି ଡକାୟତି ର ଘଟଣା ସାମ୍ନାକୁ ଆସିବାରେ ଲାଗିଛି ଯେଉଁଠି କେତେବେଳେ କାହାର ପରିଚୟ ମିଳୁଛି ତ ପୁଣି କାହାର ମିଳି ପାରୁନାହିଁ। ଅଳ୍ପ ସମୟରେ ଡକାୟତି ର ସମ୍ମୁଖୀନ ହୋଇ କିଏ ମୂଲ୍ୟବାନ ସମ୍ପତ୍ତି କୁ ହରାଉଛି ତ ପୁଣି କାହାର ଜୀବନ ଚାଲି ଯାଉଛି।
ତେଣୁ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏପରି ଅଜବ ଘଟଣା ମାନ ଦେଖିବା ପାଇଁ ମିଳୁଛି।

ଯେଉଁପାଇଁ ଆମେ ସଚେତନ ରହିବା ଆବଶ୍ୟକ। ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି। ଯେଉଁ ଘଟଣାର ଭିଡିଓ ଏବେ ବେଶ୍ ସେୟାର ହେବାରେ ଲାଗିଛି।ଏହି ଭିଡିଓ ରେ ଯାହା ଦେଖିବାକୁ ମିଳିଛି ତାହା ସହଜରେ କେହି ଭାବିବି ପାରିବେନି କି ବିଶ୍ୱାସ କରି ପାରିବେ ନାହିଁ। ଏଠାରେ ଜଣେ ମହିଳା ଏକ ସପିଙ୍ଗ ମଲ୍ ଭିତରୁ କିପରି ଭାବରେ ଚୋରି କରୁଛନ୍ତି ତାହା ଦେଖନ୍ତୁ।ଏକ ସୁଟକେସ ବ୍ୟାଗ୍ ଭିତରେ ଏକ ଝିଅକୁ ପୂରାଇ ମହିଳା ଜଣଙ୍କ ବ୍ୟାଗ୍ ଟିକୁ ସେଠାରେ ଛାଡି ଚାଲି ଯାଉଛନ୍ତି। ଆଉ ଏହାପରେ ବ୍ୟାଗ୍ ଭିତରେ ଥିବା ଝିଅଟି ମଲ ବନ୍ଦ ହେବାପରେ କ୍ୟାଶ କାଉଣ୍ଟର ଯାଇ ସବୁ ଟଙ୍କା ଆଣି ଏବଂ କିଛି ମୂଲ୍ୟବାନ ଜିନିଷ ଆଣି ବ୍ୟାଗ୍ ରେ ପୂରାଇ ନିଜେ ପୁଣି ବ୍ୟାଗ୍ ଭିତରେ ପଶି ଚେନ ମାରି ଦେଉଛନ୍ତି।

ପରଦିନ ସକାଳେ ମଲ ମାଲିକ କାଉଣ୍ଟର ରେ ଟଙ୍କା ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ପୋଲିସ୍ କୁ ସୂଚନା ଦେଉଛନ୍ତି। ଆଉ ପୋଲିସ୍ ଆସି ଏହାର ତଦନ୍ତ କରିବା ସମୟରେ ସେହି ମହିଳା ଜଣଙ୍କ ଆସି ବ୍ୟାଗ କୁ ନେଉଥିବା ବେଳେ ପୋଲିସ୍ ବ୍ୟାଗ ଟିକୁ ସର୍ଚ୍ଚ କରିବାକୁ ଅଟକାଉଚି ଏବଂ ଦେଖିବାକୁ ପାଉଛି ଯେ ବ୍ୟାଗ ଭିତରେ ସବୁ ଟଙ୍କା ଏବଂ ଝିଅଟି ରହିଛି। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏପରି ଭାବରେ ଚୋରି କରିବାର ତରିକା ହୁଏତ ଆପଣ ଆଗରୁ ଦେଖୀ ନଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.