A Billion Dreams Grand Premiere ରେ ହଠାତ ଆସି ପହଞ୍ଚିଲେ Kohli & Anushka ଆଉ ତା ପରେ ଯାହା ହେଲା … 22 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଅନେକ ଫ୍ଲିମ ଷ୍ଟାର ଙ୍କ ସହିତ କ୍ରିକେଟର ମାନଙ୍କ କଥା ମଧ୍ୟ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ସେହି ଭଳି ଏକ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ଦେଖିବାକୁ ମିଳିଛି ଏକ ଗ୍ରାଣ୍ଡ ପ୍ରିମିୟର ରେ ବିରାଟ ଓ ଅନୁଷ୍କା ଙ୍କ ସହିତ ନଜର ଆସିଛନ୍ତି ସଚିନ ତେନ୍ଦୁଲକର ଓ ତାଙ୍କର ପତ୍ନୀ | ଆଉ ସମସ୍ତେ ମିଶିକି ଫୋଟ ମଧ୍ୟ ଉଠାଉଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଭାରତର ଜଣେ ବେଶ ଜଣା ଶୁଣା କ୍ରିକେଟର ଯାହାଙ୍କର କ୍ରିକେଟ ଖେଳ କୁ ନେଇ କି ଖାଲି ଇଣ୍ଡିଆ ରେ ନୁହଁ ସବୁ ଦେଶରେ ବେଶ ଚର୍ଚ୍ଚା ଅର୍ଜନ କରିଥିବା ସମସ୍ତଙ୍କ ପ୍ରିୟର କ୍ରିକେଟର ବିରାଟ କହଲି ଙ୍କ ବିଷୟରେ | ଆଉ ତ ତାହା ସହିତ ବିରାଟ ଙ୍କୁ ବିବାହ କରିଥିବା ବଲିଉଡ ର ଜଣେ ବେଶ ଜଣା ଶୁଣା ଫ୍ଲିମ ଏକ୍ଟର, ଯାହାଙ୍କର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ମାନେ ବେଶ ଆକୃଷ୍ଟ ଓ ମୋତୁଆଲା ହୋଇଥାନ୍ତି ଅନୁଷ୍କା ଶର୍ମା ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ଆଉ ଯାହା କୁହାଯାଉଛି କି ଏକ ଗ୍ରାଣ୍ଡ ପ୍ରିମିୟର ରେ ବିରାଟ ଓ ଅନୁଷ୍କା ନଜର ଆସିଛନ୍ତି |

ତେବେ ଖାଲି ବିରାଟ କି ଅନୁଷ୍କା ନୁହନ୍ତି ତାଙ୍କ ସହିତ ନଜର ଆସିଛନ୍ତି ଜଣେ ବେଶ ନାମୀ ଦାମୀ କ୍ରିକେଟର, ଯାହାଙ୍କର କ୍ରିକେଟ ର ଛକା ଆଜି ବି ଲୋକ ମାନଙ୍କର ମନରେ ରହି ଆସିଛି ସଚିନ ତେନ୍ଦୁଲକର ଆଉ ତାଙ୍କର ପତ୍ନୀ ମଧ୍ୟ ନଜର ଆସିଥିବା କଥା କୁହାଯାଉଛି |ଆଉ ଏହି ପ୍ରିମିୟର ଯେ ଯୋଗ ଦେଇ ବେଶ ଏନଜୟ କରୁଥିବା କଥା ମଧ୍ୟ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |

ଆଉ ଯାହା କୁହାଯାଉଛି କି ସମସ୍ତ ମିସିକି ସାଙ୍ଗ ହୋଇକି ଫୋଟ ଉଠାଇଛନ୍ତି ଓ ପରସ୍ପର ସହିତ ଦେଖା ହେବା ଫଳରେ ସେମାନେ ବହୁତ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment