ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଓଡିଶା ର ନମ୍ବର 1 ଭ୍ଲୋଗର ରୁପା ଆଉ ପିଣ୍ଟୁ ଙ୍କ ବିଷୟରେ | ଆଉ ଯେଉଁଠି ରୁପା ଆଉ ପିଣ୍ଟୁ ଙ୍କର ମନ ଦୁଃଖ ଥିବାର ଦେଖିବାକୁ ମିଳିଛି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ତାହା ସହିତ ଦେଖିବାକୁ ମିକିଥିଲା କେଉଁ ଭଳି ଭାବରେ ପିଣ୍ଟୁ ଙ୍କ ଉପରେ ବ୍ଲେମ ଲଗାଇଛନ୍ତି ସେହି ବିଷୟରେ କହିବାକୁ ଲାଗିଛନ୍ତି ପିଣ୍ଟୁ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ କୁ ବେଶ ଭଲ ଭାବରେ ଜାଣିଥିବେ | ତେବେ ରୁପା ଆଉ ପିଣ୍ଟୁ ହେଉଛନ୍ତି ଓଡିଶା ର ନମ୍ବର 1 ଭ୍ଲୋଗର ଯେଉଁମାନେ କି ନିଜର ଭିଡ଼ିଓ ବନେଇ ଲୋକ ମାନଙ୍କର ପାଖରେ ନିଜର ପରିଚୟ ସୃଷ୍ଟି କରିଛନ୍ତି | ତାହା ସହିତ ଅନେକ ମ୍ୟୁଜିକ ଭିଡ଼ିଓ ରେ ମଧ୍ୟ କାମ କରିଛନ୍ତି ପିଣ୍ଟୁ ଆଉ ରୁପା ବୋଲି କୁହାଯାଉଛି | ତେବେ ରୁପା ଆଉ ପିଣ୍ଟୁ ଏକ ଭିଡ଼ିଓ ବନେଇଛନ୍ତି ଯେଉଁ ଭିଡ଼ିଓ ରେ ତାଙ୍କ ଉପରେ ବ୍ଲେମ କରୁଥିବାକୁ ନେଇକି କିଛି କଥା କହିଛନ୍ତି ପିନଣ୍ଟୁ |
ଆଉ ତାଙ୍କର କହିବା ଅନୁସାରେ ସେ ସବୁବେଳେ ଗରିବ ଲୋକ ମାନଙ୍କ ସାହାଯ୍ୟ କରିବାକୁ ଭଲ ପାଇଥାନ୍ତି |କାରଣ ସେ କୁହନ୍ତି କି ମରିଗଲା ପରେ କିଏ କଣ ନେଇକି ଯିବ | ତେବେ ପିଣ୍ଟୁ ଙ୍କର ଜଣେ ଭଉଣୀ ଯାହାଙ୍କର ନାଁ ହେଉଛି ସୁନା ଯାହାଙ୍କ ବିଷୟରେ ଆପଣ ମାନେ ଆଗରୁ ଜାଣି ନ ଥିବେ ଆଉ ରାକ୍ଷୀ ପୂର୍ଣ୍ଣିମା ରେ ଆପଣ ମାନେ ତାଙ୍କୁ ଦେଖିବାକୁ ପାଇଥିବେ | କାରଣ ପିଣ୍ଟୁ କହିଛନ୍ତି କି ତାଙ୍କ ଭାଇ ଆଉ ଭଉଣୀ ଙ୍କ ଭିତରେ କିଛି ପୋରସନାଲ ପ୍ରୋବ୍ଲେମ ରହିଥିଲା | ତେବେ ପିଣ୍ଟୁ ଙ୍କର ଦିଦି ଯେତେବେଳେ ଭ୍ଲୋଗ ବନେଇଥିଲେ ସେତେବେଳେ ଶୁଣିବାକୁ ମିଳିଥିଲା କି ତାଙ୍କର ପୁରା ଫେମିଲି ଖାଲି କଣ ଭିଡ଼ିଓ କରିବେ ଆଉ କେହି ଭ୍ଲୋଗ ବନେଇବେ ନାହିଁ |
ତାହା ପରେ ପିଣ୍ଟୁ ଙ୍କୁ ଖରାପ ଲାଗିବ କଥା କହିଛନ୍ତି, ତାହା ବ୍ୟତୀତ ପିଣ୍ଟୁ ଙ୍କ ପାଖରେ ଜେମେର ମେନ ଭାବରେ ରହୁଥିବା ହେପି ଙ୍କୁ ସେ ତାଙ୍କର ଭାଇ ଭଳି ଭାବିଥାନ୍ତି ଆଉ ଏକାଠି ବସନ୍ତି ଆଉ ଉଠନ୍ତି | ଆଉ ତାଙ୍କର କାମ ପାଇଁ ଟଙ୍କା ମଧ୍ୟ ଦେଇଥାନ୍ତି | କିନ୍ତୁ ଯେତେବେଳେ ତାଙ୍କୁ ହସ୍ପିଟାଲ କୁ ଯିବା ପାଇଁ ରାତି 4 ରୁ ଉଠିଵା ପାଇଁ କହିଥିଲେ ଆଉ ସେ ଯିବେ ବୋଲି କହି ବାହାନା କରିଥିଲେ ଆଉ ଯାଇ ନ ଥିଲେ ସେତେବେଳେ ସେମାନଙ୍କ ମଧ୍ୟ ରେ କିଛି ଏଭଳି ଘଟିଥିଲା ଯେଉଁଥିପାଇଁ ପିଣ୍ଟୁ ତାଙ୍କର ଘରକୁ ଯାଇ ନ ଥିଲେ କି ତାଙ୍କୁ ମଧ୍ୟ ଆଉ କାମ କୁ ଆସିବା ପାଇଁ ମନା କରିଥିଲେ | ଆଉ ଯେଉଁ କଥା କୁ ନେଇକି କିଛି ପ୍ରକାଶ କରିଛନ୍ତି ପିଣ୍ଟୁ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।