ଆଣ୍ଠୁଗଣ୍ଠି ବିନ୍ଧା, ଓଜନ, ଡାଇବେଟିସ୍ ( Joint pain ) ୧୫ ଦିନରେ ଭଲ କରିବାର ଘରୋଇ ଉପାୟ – Health Tips

ଦର୍ଶକ ବନ୍ଧୁ ଆଜିର ଏହି ବ୍ୟସ୍ତ ବହୁଳ ଜୀବନ ରେ ଆମେ କେତେବେଳେ କଣ ଖାଉଛେ ବା କଣ କରୁଛେ ତାହା ର କିଛି ଉଚିତ ସମୟ ନ ଥାଏ |ତାହା କେବେ କେବେ ଆମେ ଭୁଲି ଯିବାକୁ ଲାଗିଥାଉ କି ଖାଇବା ର ସମୟ ସହିତ ଶରୀରରେ ଯତ୍ନ ନେବା କଥା | ଆଉ ଯେଉଁଥି ପାଇଁ ଆମକୁ ବାତ, ପୀତ ଆଣ୍ଠୁ ଗଣ୍ଠି ପରି ବିଭିନ୍ନ ପ୍ରକାର ରୋଗ ରେ ପଡିଥାଉ | ଯେଉଁଥି ପାଇଁ ଆଜି ଆପଣଙ୍କୁ କିଛି ଘରେଇ ଉପଚାର ବିଷୟ କହିବୁ ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବା ସହିତ ଆଣ୍ଠୁ ଗଣ୍ଠି , ଓ କଲେଷ୍ଟର କୁ ମଧ୍ୟ କଟ୍ରୋଲ ରେ ରଖିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଏହି ଘରେଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |

ତେବେ ବନ୍ଧୁ ଗଣ ଏହି ଘରେଇ ଉପଚାର ରେ ବିଭିନ୍ନ ପ୍ରକାର ରୋଗ ର ଉପସମ କରିପାରିବେ | ତେବେ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେତେକ ସାମଗ୍ରୀ ର ଆବଶ୍ୟକ ପଡିବ ତେବେ ସେ ଗୁଡିକ ହେଉଛି ତେଜ ପତ୍ର ଓ ଦହି, କ୍ଷୀର ଏହାକୁ ବ୍ୟବହାର କରି ଆପଣଙ୍କୁ ତିନୋଟି ଘରେଇ ଉପଚାର ପ୍ରସ୍ତୁତ କରିବେ ଯାହା କରିବା ଦ୍ୱାରା ଆପଣଙ୍କ ସ୍ମରଣ ଶକ୍ତି, ବୃଦ୍ଧି ହେଇଥାଏ ଆଣ୍ଠୁଗଣ୍ଠି ର ଜନିତ ସମସ୍ୟା ଓଜନ ପାଇଁ ମଧ୍ୟ ଏହି ଘରେଇ ଉପଚାର ଟି ରାମ ବାଣ ପରି କାର୍ଯ୍ୟ କରିଥାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ପ୍ରସ୍ତୁତି ଗୁଡିକ ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ତେଜ ପତ୍ର

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-

ପ୍ରସ୍ତୁତି -1

ଦର୍ଶକ ବନ୍ଧୁ ଏହାର ପ୍ରସ୍ତୁତି ହେଉଛି ଆପଣ 4 ରୁ 5 ଟି ତେଜ ପତ୍ର ନିୟନ୍ତୁ ଓ ଏହାକୁ ଭଲ ଭାବରେ ଧୋଇଦେଇ | ଏକ ପାତ୍ର ସାହାଯ୍ୟ ରେ ସେହି ପତ୍ର କୁ ରାତି ସାରା ଏକ ଗ୍ଲାସ ପାଣି ରେ ଭେଜି ବାକୁ ଛାଡି ଦିୟନ୍ତୁ | ତାପରେ ଆପଣ ଏହି ପାଣି କୁ ସକାଳେ ଖାଲି ପେଟ ରେ ସେବନ କରନ୍ତୁ | ନହେଲେ ଏହି ତେଜ ପତ୍ର ଥିବା ପାଣି କୁ ଭଲ ଭାବରେ ଗରମ କରି ଆଣି ଏହାର ପାଣି କୁ ସକାଳେ ଖାଲି ପେଟରେ ସେବନ କରନ୍ତୁ | ଏହି ପାଣି ସେବନ କରିବା ଦ୍ୱାରା ଆପଣଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦୂର ହେଇଥାଏ | ଯଦି ଆପଣଙ୍କର କିଛି କଥା ମନେ ରହୁନି ବା ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଏହାର ଦ୍ୱତୀୟ ଉପାୟର ପ୍ରସ୍ତୁତି ବିଷୟରେ ଜାଣନ୍ତୁ |

ପ୍ରସ୍ତୁତି -2 :-

ଏହି ଘରେଇ ଉପଚାର ଟି ପ୍ରସ୍ତୁତି କରିବା ପାଇଁ ଆପଣ 10 ରୁ 15 ଟି ତେଜ ପତ୍ର ନିୟନ୍ତୁ ଓ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଏହାର ଚୁର୍ଣ୍ଣ ପ୍ରସ୍ତୁତ କରନ୍ତୁ ଓ ଏହାକୁ ସକାଳେ ଖାଲି ପେଟରେ ଏକ ଚାମଚ ଲେଖା ସେବନ କରନ୍ତୁ | ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କ ସ୍ମରଣ ଶକ୍ତି ବଢିବା ରେ ଲାଗିବ |

ଯଦି ଆପଣ ଓଜନ କମାଇବା ବା ପେଟର ଚର୍ବି ପାଇଁ ଚିନ୍ତାରେ ଥିଲେ ତାହାର ଏହାର ତୃତୀୟ ଉପାୟ ବିଷୟରେ ଜାଣନ୍ତୁ |

ପ୍ରସ୍ତୁତି -3:-

ଏହାର ତୃତୀୟ ଘରେଇ ଉପଚାର ତି ହେଉଛି ଆପଣ କିଛି ତେଜ ପତ୍ର ନେଇ ଏହାର ଚୁର୍ଣ୍ଣ ପ୍ରସ୍ତୁତ କରି ଏହାକୁ କ୍ଷୀର ବା ଦହି ସାହାଯ୍ୟରେ ଏହାକୁ ପ୍ରତିଦିନ ସେବନ କରନ୍ତୁ ଦେଖିବେ ଆପଣଙ୍କ ର ସମସ୍ୟା ଅଳ୍ପ ଦିନରେ ଦୂର ହେଇଯିବ |

ତେବେ ଏହା ଥିଲା ଆଣ୍ଠୁ ଗଣ୍ଠି ବ୍ୟଥା, ଓଜନ,ଡାଇବେଟିସ,ଏମିତି ରୋଗ କୁ ଅତି ସହଜରେ ଦୂର କରନ୍ତୁ ସହଜ ଘରେଇ ଉପଚାର ଯାହାକୁ ମାନିକି ଚଳିଲେ ଶରୀରରେ ଏହିଭଳି ସମସ୍ୟା ଦୂରେଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment