କୁହାଯାଏ ଶିକ୍ଷା ହେଉଛି ଜଣେ ବ୍ୟକ୍ତି ର ପରିଚୟ ଏବଂ ଏହା କେବଳ ଜଣେ ବ୍ୟକ୍ତି ର ଜୀବନ କୁ ପରିବର୍ତ୍ତନ କରି ନଥାଏ ବରଂ ଆମ ସମାଜ ର ଉନ୍ନତି ପାଇଁ ଏକ ଶକ୍ତିଶାଳୀ ବାହକ ହୋଇଥାଏ। କିନ୍ତୁ ବର୍ତ୍ତମାନ ଯଦି ଆପଣ ମାନେ ଆମ ଭାରତ ରେ ଶିକ୍ଷା ବ୍ୟବସ୍ଥା କୁ ଅନୁଧ୍ୟାନ କରିବା ତେବେ ଆପଣ ଜାଣିପାରିବେ କି ଏହା ଗୋଟିଏ ବ୍ୟାପକ ପାଲଟି ଯାଇଛି। ଲୋକମାନେ ଶିକ୍ଷା ନାମରେ ଟଙ୍କା କମେଇବା କୁ ଚଂହୁଛନ୍ତି ଆଉ ବିଦ୍ୟାଳୟ ମହାବିଦ୍ୟାଳୟ ରେ ଯାହା ପଢ଼ା ହେଉଛି ତା କଥା ଆପଣ ମାନେ ଜାଣିଥିବେ।
ବର୍ତ୍ତମାନ ସରକାରୀ ବିଦ୍ୟାଳୟ ରେ ପିଲା ଦେଖିବା କୁ ମିଳୁ ନାହାନ୍ତି, କାରଣ ସବୁ ଲୋକ ମାନେ ନିଜ ପିଲାଙ୍କୁ ପ୍ରାଇଭେଟ ବିଦ୍ୟାଳୟ ରେ ପଢିବା କୁ ପସନ୍ଦ କରୁଛନ୍ତି। ତେବେ କିନ୍ତୁ ବର୍ତ୍ତମାନ ମଧ୍ୟ ଏହିପରି କେତେକ ଶିକ୍ଷକ ଅଛନ୍ତି ଯେଉଁ ମାନେ ତାଙ୍କ ଦାୟୀତ୍ୱ ଠିକ ଭାବରେ ପାଳନ କରିଥାନ୍ତି। ଆଉ ପିଲା ମାନ ଙ୍କୁ ଠିକ ଭାବରେ ପାଠ ପଢ଼ାଇବା ପାଇଁ କିଛି ନା କିଛି ଉପାୟ ମଧ୍ୟ ବାହାର କରିଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଜଣେ ଶିକ୍ଷୟତ୍ରୀ ଭାଇରଲ ହେବା ରେ ଲାଗିଛନ୍ତି ଯାହାଙ୍କ ର ପଢିବା ର ଆନ୍ଦାଜ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଓଡ଼ିଶା ର ଜଣେ ଅଙ୍ଗନବାଡି ଦିଦି ବେଶ ଚର୍ଚ୍ଚା ରେ ରହିଛନ୍ତି ,ଆଉ ତାଙ୍କ ଚର୍ଚ୍ଚା ର କାରଣ ଜାଣିଲେ ଆପଣ ତାଙ୍କୁ ପ୍ରଶଂସା କରି ଉଠିବେ। ତେବେ ଆପଣ ମାନେ ଜାଣିଛନ୍ତି କି କୁନି କୁନି ପିଲା ଙ୍କୁ ପାଠ ପଢେଇବା ବହୁତ କଷ୍ଟ ଅଟେ ,ତେଣୁ ଏମାନ ଙ୍କୁ ପଢିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣେଇ ବାକୁ ହୋଇଥାଏ। ତେବେ ଏହି ଦିଦି ଏମିତି ଏକ ଉପାୟ ଆପଣେଇଛନ୍ତି ଯାହା ଦ୍ୱାରା ପିଲା ମାନେ ପାଠ ବି ପଢୁଛନ୍ତି ଆଉ ମଜା ବି କରୁଛନ୍ତି।
ତେବେ ଏହି ଅଙ୍ଗନବାଡି ଦିଦି ଜଣଙ୍କ ପିଲାଙ୍କୁ ପାଠ ପଢ଼ିବା ପାଇଁ ଯିବା ପୂର୍ବରୁ ଗୀତ ଗାଇ ଏବଂ ଡ଼୍ୟାନ୍ସ କରି ତାଙ୍କର ଏକ୍ସସାଇଜ କରୁଛନ୍ତି ଏବଂ ଫେସ ମନରେ ପାଠ ପଢେଇବା ଆରମ୍ଭ କରିଛନ୍ତି। ପିଲା ମାନେ ମଧ୍ୟ ଦିଦି ଙ୍କ ଗୀତ ରେ ତାଳ ଦେଉଛନ୍ତି ଆଉ ତାଙ୍କର ନାଚ ମାଧ୍ୟମ ରେ ଏକ୍ସସାଇଜ କରି ପାଠ ପଢିବାକୁ ଆସିଛନ୍ତି। କାହାର କିଛି ଅସୁବିଧା ନାହିଁ ସବୁ ପିଲା ରେଗୁଲାର ଅଙ୍ଗନବାଡି ଆସୁଛନ୍ତି ଆଉ ଦିଦି ଙ୍କର ଗୀତ , ନାଚ ସହ ପାଠ ପଢୁଛନ୍ତି। ତେବେ ଏହି ଘଟଣା ଟି କେହି ଜଣେ ମୋବାଇଲ ରେ ରେକର୍ଡ କରି ପରେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ।
ଆଉ ଏହି ଅଙ୍ଗନବାଡି ଦିଦି ଙ୍କର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ବହୁତ ପସନ୍ଦ କରିବା ସହ ଦିଦି ଙ୍କର କୁନି ପିଲାଙ୍କୁ ପଢ଼ିବା ର ଏହି ନୂଆ ଆନ୍ଦାଜ କୁ ଖୁବ ପ୍ରଶଂସା କରିଛନ୍ତି। ତେବେ ଆପଣ ମଧ୍ୟ ଭିଡିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।