ଏବେ ଏବେ ସାମ୍ନାକୁ ଆସିଲା ବଡ଼ ଖବର ! ୯୦୮ ଦିନର ରେକର୍ଡ କରି ଫେରିଲା ମାନବ ବିହୀନ ସାମରିକ ମହାକାଶ ବିମାନଦେଖନ୍ତୁ ,ଏହି Viral ଭିଡ଼ିଓ ଟିକୁ…

ଫେରିଲା ମାନବ ବିହୀନ ବିମାନ। ପୃଥିବୀ ପୃଷ୍ଠକୁ ଫେରି ଆସିଛି ମାନବ ବିହୀନ ସମାରିକ ମହାକାଶ ବିମାନ।୯୦୮ ଦିନର ରେକର୍ଡ ପରେ ପୃଥିବୀ ପୃଷ୍ଠକୁ ଫେରି ଆସିଛି ଏହି ମାନବ ବିହୀନ ବିମାନ। ଆମେରିକାର ଏହି ସାମରିକ ମହାକାଶ ବିମାନ ପୃଥିବୀ ପୃଷ୍ଠକୁ ଫେରି ଆସିଛି। ଏହାର ଷଷ୍ଠ ମିଶନ ପୂରଣ କରି ଶନିବାର ଭୋର ପୃଥିବୀ ପୃଷ୍ଠକୁ ଫେରି ଆସିଛି ଏହି ମାନବ ବିହୀନ ବିମାନ ଆଉ ୯୦୮ ଦିନର ରେକର୍ଡ କରିଛି।

ତେବେ ବିମାନଟି ଫେରି ଆସିଥିବା ନେଇ ନିୟୂଜ ଏଜେନ୍ସି ଆସୋସିଏଟେଡ ପ୍ରେସ୍ ଦ୍ଵାରା ଏହି ସୂଚନା ଦିଆ ଯାଇଛି। ଏହି ବିମାନଟି ବୈଜ୍ଞାନିକ ପରୀକ୍ଷଣ ପାଇଁ ତାର କକ୍ଷ ପଥରେ ୯୦୮ ଦିନର ରେକର୍ଡ ପରେ ପୃଥିବୀ ପୃଷ୍ଠକୁ ଫେରି ଆସିଛି। ଏହାର ପୂର୍ବ ମିଶନ ୭୮୦ ରହିଥିଲା। ଏହି ସୌରଚାଳିତ ଯାନ ନାସାର କେନେଡି ସ୍ପେସ ସେଣ୍ଟରରେ ଅବତରଣ କରିଛି। ଏକ ଛୋଟ୍ ମହାକାଶ ଯାନ ପରି ଦେଖା ଯାଉଥିବା ଏହି ସୌରଚାଳିତ ଯାନ ସବୁ ରେକର୍ଡ ଭାଙ୍ଗି ଦେଇଛି।

ୱାଇଂର ବରିଷ୍ଠ ଉପାଦକ୍ଷ ତଥା ବିମାନର ବିକାଶ କାରୀ ଜିନ୍ ଗିଲ୍ଟନ୍ କହିଛନ୍ତି କି ୨୦୧୦ ରେ AK37B ଲଞ୍ଚ ହେବା ଠାରୁ ଅନେକ ରେକର୍ଡ ଭାଙ୍ଗି ସାରିଛି। ଏହା ଆମ ଦେଶକୁ ନୂତନ ସ୍ପେସ ଟେକ୍ନୋଲୋଜି ଗୁଡ଼ିକର ଶୀଘ୍ର ପରୀକ୍ଷା ଏବଂ ଏକି କରଣ ପାଇଁ ଏକ ନୂତନ ସାମର୍ଥ୍ୟ ଦେଇଛି। ତେବେ ସବୁ ରେକର୍ଡ କୁ ଭାଙ୍ଗି ଆମେରିକାର ଏହି ସାମରିକ ମହାକାଶ ବିମାନ ଷଷ୍ଠ ମିଶନ ସହିତ ନଅ ଶହ ଆଠ ଦିନର ରେକର୍ଡ କୁ ଭାଙ୍ଗି ଦେଇଛି। ଯାହା ସମସ୍ତଙ୍କୁ ଚକିତ କରିଛି।

ତେବେ ଆପଣ ମାନେ ଜାଣିଥିବେ କି ଆଜିର ଦିନରେ ବିଜ୍ଞାନ ଯାଇ କେଉଁଠି ପହଁଚି ସାରିଲାଣି। ଚନ୍ଦ୍ର ପୃଷ୍ଠରରୁ ଯାଇ ବିଜ୍ଞାନ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଁଚି ବାର ମିଶନ ଆରମ୍ଭ କରି ସାରିଛି।ତେବେ ଆପଣ ମାନେ ଜାଣିଥିବେ କି ନାସା ହେଉଛି ଆମେରିକୀୟ ଗବେଷଣା ସଂସ୍ଥା। ନାସା ସଂଯୁକ୍ତ ରାଜ୍ୟ ଆମେରିକାର ସଂଘୀୟ ସରକାରର ଏକ ସ୍ୱତନ୍ତ୍ର ଏଜେନ୍ସି ଯାହା ଅନ୍ତରୀକ୍ଷ ଅନ୍ୱେଶଣ ଏବଂ ଏରୋନଟିକ୍ସ, ବୀମାନର ସଞ୍ଚାଳନ ଓ ଡିଜାଇନିଙ୍ଗରେ ସମ୍ବନ୍ଧିତ ହୋଇଥାଏ।ନାସା ପାଖରେ ରହିଛି ବହୁ ସଫଳ ମିଶନ। ଯାହା ସଭିଙ୍କ ଲାଭ ପାଇଁ ଉଦ୍ଦିଷ୍ଟ।

ତେବେ ବର୍ତ୍ତମାନ ସମୟରେ ନାସାର ସାମରିକ ମହାକାଶ ମାନବ ବିହୀନ ବିମାନ ତା କକ୍ଷ ପଥରେ ୯୦୮ ଦିନର ରେକର୍ଡ ପରେ ପୃଥିବୀ ପୃଷ୍ଠକୁ ଫେରି ଆସିଛି ଯାହା ନାସାକୁ ବହୁତ୍ ବଡ ସଫଳତା ଦେଇଛି। ଯାହା ସମସ୍ତଙ୍କୁ ଚକିତ କରିଛି।ତେବେ ଆଗକୁ ଦେଖିବାକୁ ରହିଲା ନାସାର ଆଉ କେଉଁ କେଉଁ ମିଶନ ସଫଳ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment