ବଲିଉଡ Actress ଦିଶା ପଠାନୀ ( Disha Patani ) କଟକ ବାରବାଟୀ ଷ୍ଟାଡ଼ିୟମରେ କଲେ ଜବରଦସ୍ତ ହଟ ଡ୍ୟାନ୍ସ … ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ବେଶ କିଛି ଦିନ ହେବ ଚର୍ଚ୍ଚା ରେ ଥିବା ହକି ୱାଲଡ କପ ବିଷୟରେ ଶୁଣିବାକୁ ପାଉଥିବେ | ଆଉ ଯାହା କୁହାଯାଉଛି କି ଏହି ୱାଲଡ କପ କୁ ନେଇକ ସମସ୍ତେ ବେଶ ଖୁସି ଅଛନ୍ତି ଓ ଏକ୍ସାଇଟେଡ଼ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ଏହିଭଳି କିଛି ହକି କୁ ନେଇକି ହୋଇଥିବା ପୋରଫୋମେନ୍ସ ର ଯାଦୁ ଦେଖିବାକୁ ମିଳିଛି | ଆଉ ଯେଉଁଠି କୁହାଯାଉଛି କି ମଞ୍ଚ ଉପରେ ସୁନ୍ଦର ଭାବରେ ଡାନ୍ସ ର ଯାଦୁ ଦେଖାଇବା କୁ ଲାଗିଛନ୍ତି ବଲିଉଡ ଅଭିନେତ୍ରୀ ଦିଶା ପାଟାନି| ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ସମସ୍ତେ ବଲିଉଡ ର ହିରୋଇନ ସମସ୍ତଙ୍କର ପ୍ରିୟ ମଷ୍ଟ ଟେଲେଣ୍ଟେଡ ଏକ୍ଟର ତଥା ଡାନ୍ସର ଭାବରେ ଯିଏ ବେଶ ପ୍ରସଂଶା ଅର୍ଜନ କରିଛନ୍ତି ସେହି ସୁନ୍ଦରୀ ଅଭିନେତ୍ରୀ ଦିଶା ପାଟାନି ଙ୍କୁ ତ ଜାଣିଥିବେ | ଯିଏ କି ଅନେକ ଫ୍ଲିମ ରେ କାମ କରି ସମସ୍ତଙ୍କର ପ୍ରିୟ ର ପାତ୍ର ହୋଇଛନ୍ତି | ତେବେ ବର୍ତମାନ ସେ ନଜର ଆସିଛନ୍ତି ହକି ୱାଲଡ କପ ପାଇଁ ଅପନିଂ ସେରିମନି ର ପ୍ରଗ୍ରାମ ରେ | ଆଉ ସେହି ମଞ୍ଚରେ ନିଜର ଡାନ୍ସ ର ଦମଦାର ପ୍ରଦର୍ଶନୀ ଦେଖାଇ ସମସ୍ତଙ୍କ ମନକୁ କିଣି ନେଇଛନ୍ତି |

ଆମ ଭାରତ ପାଇଁ ଗୋଟିଏ ଗର୍ବ ର କଥା କି ହକି ୱାଲଡ କପ ଇଣ୍ଡିଆ ରେ ଅନୁଷ୍ଠିତ ହେଉଛି ଯାହାକୁ ଆମେ ଆମ ଭାରତର ଜାତୀୟ ଖେଳ ବୋଲି କହିଥାଉ | ତାହା ସହିତ କୁହାଯାଉଛି କି ଆମ ଓଡିଶା ରେ ଥିବା ଭୁବନେଶ୍ୱର ଓ ରାଉଲକେଲା ହକି ଷ୍ଟାଡିୟମ ରେ ଏହି ବିରାଟ କ୍ରୀଡା ପ୍ରତି ଯୋଗିତା ଅନୁଷ୍ଠିତ ହେଉଛି |ଆଉ ଯେଉଁଠିକି ଭାରତ ବାହାରୁ ଭିନ୍ନ ଭିନ୍ନ ଦେଶ ରୁ ଖେଳାଳି ମାନେ ଆସିବା ସହିତ ଆମର ବଡ଼ ବଡ଼ ଫ୍ଲିମ ଏକ୍ଟର ଓ ଅନ୍ୟ ମାନେ ମଧ୍ୟ ଯୋଗ ଦେଇଛନ୍ତି |

ଆଉ ହକି ୱାଲଡ କପ 2023 ଅପନିଂ ପ୍ରଗ୍ରାମ ରେ ଦିଶା ପାଟାନି ତାଙ୍କର ଜବରଦସ୍ତ ଡାନ୍ସ ପୋରଫୋମେନ୍ସ ଦେଖାଇବାକୁ ଲାଗିଛନ୍ତି ମଞ୍ଚ ଉପରେ | ଆଉ ଯେଉଁଠି କୁହାଯାଉଛି କି ସେ ଉ ଆଣ୍ଡା ଆ ମାମା ଗୀତ ରେ ପ୍ରଥମେ ଡାନ୍ସ ର ଧମାଲ ଦେଖାଇବାକୁ ଲାଗିଥିଲେ |ଆଉ ତାହା ପରେ ଶ୍ଲୋ ମସନ ମେ ଗୀତ ରେ ନିଜର ଅଣ୍ଟା କୁ ହଲାଇ ସୁନ୍ଦର ଭାବରେ ଡାନ୍ସ ର ପୋରଫୋମେନ୍ସ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଦିଶା | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment