ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥିବାର ଦେଖାଯାଏ | ଏବଂ ଏହାକୁ ଦେଖି ବହୁତ ଲୋକ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହେବାରେ ଲାଗିଥାଏ | ତେବେ ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |
ତେବେ ଓଡିଶା ର ନୂଆ ସ୍ୱର ନୂଆ ମଞ୍ଚ ରେ ଏବେ ଯେଉଁ ଗୀତ ଟି ଗାଇ ବିଶ୍ୱ ରଞ୍ଜନ ଏବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ସେହି ଗୀତ “ତୋତେ ପାଇବା ପାଇଁ କିଛି ବି କରିପାରେ ” ଏହି ସୁନ୍ଦର ଗୀତ ଗାଇ ଏବେ ବେଶ ପ୍ରଶଂସା ସାଉଁଟି ଛନ୍ତି ବୋଲି କୁହାଯାଇଛି | ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡ଼ିଓ ଯାହାକୁ ଦେଖିଲେ ସତରେ ଆଜ୍ଞା ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ | ତେବେ ସେହି ଭିଡ଼ିଓ ଦେଖାଯାଇଛି ବିଶ୍ୱ ରଞ୍ଜନ ତାଙ୍କର ଚେଷ୍ଟା ଓ କଣ୍ଠ ର ସ୍ୱର ରେ ସମସ୍ତ ଙ୍କୁ ମୋହିତ କରିଛି |
ତେବେ ଏହି ଗୀତ ରେ ସ୍ବର ତାଳ ଲଗାଇ ଯେଉଁ ପରି ଭାବରେ ସେ ଗୀତ ଗାଇଛନ୍ତି ତାହାକୁ ଶୁଣିଲେ ସତରେ ଆପଣଙ୍କ ମନ ମଧ୍ୟ ପ୍ରଫୁଲିତ ହେଇ ଉଠିବ | ତେବେ ଏହି ଗୀତ କୁ ଶୁଣି ସାରିବା ପରେ ସେଠାରେ ଉପସ୍ଥିତ ଥିବା ଜର୍ଜ ମାନେ ତାଙ୍କୁ ପ୍ରଶଂସା କରିବା ସହିତ ଅଭନେତ୍ରୀ ଶୀତଲ ଏହି ଗୀତ ଡ୍ୟାନ୍ସ କରିବା ରେ ନଜର ଆସିଛନ୍ତି |ତେବେ ବିଶ୍ୱ ରଞ୍ଜନ ଙ୍କ ଏହି ଗୀତ ଓ କଣ୍ଠ କୁ ଦେଖି ଲୋକମାନେ ମଧ୍ୟ ପ୍ରଶଂସା କରିଥିବା ର ଦେଖା ଯାଇଛି | ଆଉ ଯାହା ର ଯାଦୁ ସମସ୍ତଙ୍କର ହୃଦୟ କୁ ମଧ୍ୟ ଆକୃଷ୍ଟ କରେଇଛି |
ତେବେ ମହାମଞ୍ଚ ରେ ଶୀତଲ ଙ୍କର ଏପରି ଡାନ୍ସ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ଆଉ ଯେଉଁଥିପାଇଁ ସେ ପ୍ରସଂସାର ପାତ୍ର ମଧ୍ୟ ହେଉଛନ୍ତି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି ପ୍ରଶଂସା କରିବା ସହିତ ବିଭିନ୍ନ ପ୍ରକାର ମତ ମଧ୍ୟ ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।