ଅଧ ରାତିରେ ଯୁବତୀ ଙ୍କ ଅଣ୍ଟା ହଲା ହଟ ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରାଲ…

ଦର୍ଶକ ବନ୍ଧୁ ଆପଣ ସୋସିଆଲ ମିଡିଆରେ ବହୁତ ସମୟରେ ବହୁତ ଭାଇରାଲ ଭିଡ଼ିଓ ଭାଇରାଲ ହେଉଥିବା ର ଦେଖିଥିବେ | ତେବେ ସେହି ଭାଇରାଲ ଭିଡ଼ିଓ ଦେଖି କେତେବେଳେ ଆମକୁ ଖୁସି ଲାଗି ଥାଏ ତୋ ପୁଣି ତାକୁ ଦେଖି ଆମେ ଦୁଃଖ ପ୍ରକାଶ ମଧ୍ୟ କରିଥାଉ | ତେବେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଏମିତି ଭିଡ଼ିଓ ଭାଇରାଲ ହେଉଥିବା ଆମେ ଦେଖିଥାଉ | ତାହାଲେ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ଠିକ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଇଛି ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ପ୍ରଶଂସା ନ କରି ରହିପାରିବେନି | ହଁ ଆଜ୍ଞା ତାହାଲେ ଆସନ୍ତୁ ଜାଣିବା ଏବେ ଭାଇରାଲ ହେଉଥିବା ସେହି ଭିଡ଼ିଓ ବିଷୟରେ ଟିକେ ଅଧିକ ଜାଣିବା |

ମିଳିଥିବା ସୂଚନା ଅନୁଯାୟୀ ଭାଇରାଲ ହେଉଥିବା ଭିଡ଼ିଓରେ ଏହା ଦେଖା ଯାଇଛି ଯେ | କିଛି ଯୁବତୀ ମାନେ ଏକ ହିନ୍ଦୀ ଗୀତ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରିଥିବା ନଜର ଆସିଛନ୍ତି | ତେବେ ଏହି ଭିଡ଼ିଓ ଟି ଦେଖି ବୁଝାଯାଉଛି ଯେ ଯୁବତୀ ମାନେ ଏକ ହଷ୍ଟେଲ ରହିବା ସହିତ ମଜା ମସ୍ତି କରିବାର ନଜର ଆସିଛନ୍ତି ଓ ସେଠାରେ ଏକ ରୁମରେ କିଛି ଯୁବତୀ ଡ୍ୟାନ୍ସ କରିଥିବା ନଜର ଆସିଥିଲେ | ଯେଉଁ ଥିରେ କିଛି ଯୁବତୀ ଅନ୍ୟ ଏକ ଯୁବତୀ ଙ୍କୁ ସହିତ ଠୁମକା ଲଗେଇବାର ଦେଖା ଯାଇଛି | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଦେଖାଯାଇଛି |

ତେବେ ସେଠାରେ ଉପସ୍ଥିତ ଥିବା ଯୁବତୀ ମାନେ ମାନେ ଭିନ୍ନ ରଙ୍ଗର ଡ୍ରେସ ପିନ୍ଧି ବହୁତ ସୁନ୍ଦର ଭାବରେ ହାତ ଧରି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି | ତେବେ ସେମାନେ ଏହି ଡ୍ରେସ ରେ ବହୁତ ସୁନ୍ଦର ଦେଖା ଯିବା ସହିତ ବହୁତ ରୋମାଣ୍ଟିକ ଭାବରେ ହଟ ଡ୍ୟାନ୍ସ କରିଥିବାର ଦେଖା ଯାଇଛି ଓ ତାଙ୍କ ଡ୍ୟାନ୍ସର ଷ୍ଟାଇଲ ତାଙ୍କୁ ଆଉ ଟିକେ ସୁନ୍ଦର କରିଥିଲା | ତେବେ ଏହି ଡ୍ୟାନ୍ସ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହି ଭିଡ଼ିଓ ଲୋକ ମାନେ ମଧ୍ୟ ବହୁତ ପ୍ରଶଂସା କରିଥିବା କୁହାଯାଇଛି | ଆଉ ଯେଉଁ ନାଚ ସମସ୍ତଙ୍କ ର ମନକୁ କିଣି ନେଇଛି |

ତେବେ ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି କେଉଁ ସ୍ଥାନରେ ଜଣା ପଡିନଥିବା ବେଳେ | ଏହାକୁ ସେଠାରେ ଉପସ୍ଥିତ ଥିବା ଅନ୍ୟ କେହି ଜଣେ ମୋବଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ | ତେବେ ଭିଡ଼ିଓ ଟି ଭାଇରାଲ ହେବାର କିଛି ସମୟ ପରେ ଏହାକୁ ଶତାଧିକ ଲୋକ ଦେଖିବା ସହିତ ଏହି ଯୁବତୀ ମାନଙ୍କର ଏହିପରି ଡ୍ୟାନ୍ସ କୁ ବେଶ ପସନ୍ଦ ମଧ୍ୟ କରିଥିବା ଜଣା ପଡିଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment