ଅଧିକ ଧାତୁ ନଷ୍ଟ କରିଛନ୍ତି କି ? ଏହି ୫ଟି କଥା ମାନନ୍ତୁ ଦୁର୍ବଳ ବି ହୋଇଯିବ ମହାନ ଗ୍ୟାରେଣ୍ଟି – Health Tips

ବନ୍ଧୁମାନେ ଆଜିକାଲି ଆମ ପାଖରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି ତା ବ୍ୟତୀତ ଆମ ମନ କେତେବେଳେ ବି ଶାନ୍ତ ନରହୁଥିବା କାରଣ ରୁ ଅନେକ ଅଶାନ୍ତି ଜୀବନରେ ଲାଗି ରହୁଛି ।ବହୁତ ସମୟରେ ନକରାତ୍ମକ ଭାବନା ଯୋଗୁଁ ପୁରୁଷ ମନେ ନିଜ ଉର୍ଜା କୁ କମେଇ ଦେଇଥାନ୍ତି ।ହେଲେ ଏସବୁ ପାଇଁ ନିଜେ ମଣିଷ ହିଁ ଦାୟୀ ଆଉ ସମୟ ଥାଉ ଥାଉ ଯଦି ସେ ସତର୍କ ନହେବେ ତାହେଲେ ଜୀବନ ଖୁବ ଖରାପ ଆଡ଼କୁ ଚାଲିଯିବ ।ତେବେ ଆମେ ଆଜି 5 ଟି ବିଶେଷ କଥା ଆପଣଂକୁ ଜଣାଇବୁ ଯାହାକୁ ମାନିଲେ ଆପଣ ନିଜ ମନ ଓ ଶରୀର କୁ ଠିକ ରଖି ପାରିବେ ।

1.ପ୍ରଥମେ ଆପଣ ସକାଳୁ ଉଠି ଗୋଟିଏ ଶାନ୍ତ ପରିବେଶ ରେ ନିଜ ଆରାଧ୍ୟ ଙ୍କ ଫୋଟ ଆଗରେ ବସନ୍ତୁ ।ତାପରେ କିଛି ସମୟ ଓମ ର ଉଚାରଣ କରନ୍ତୁ, ଯେତିକି ସମୟ ଓମ ଉଚାରଣ କଲେ ସେତିକି ସମୟ ନିଜ ଆରାଧ୍ୟ ଙ୍କ ଫୋଟ କୁ ଦେଖନ୍ତୁ ।ଏହି ଧ୍ୟାନ 10 ମିନିଟ ଯାଏ କରନ୍ତୁ,କିଛି ଦିନ ଏମିତି କଲେ ଦେଖିବେ ଆପଣଙ୍କ ମନ ପ୍ରାଣ ସବୁ ଶାନ୍ତ ହେଇଯିବ ।ମନ ଭିତରେ ଆସୁଥିବା ସବୁ ଖରାପ ଭାବନା ଦୂର ହେବ ।

2.ଆମ ସ୍ୱାସ୍ଥ୍ୟ କୁ ସ୍ୱାଭାବିକ ରଖିବା ପାଇଁ ସକାଳେ ଗୋଟିଏ ଗ୍ଲାସ ପାଣିରେ ଦୁଇ ଚାମଚ ଅଁଳା ରସ ଓ ତିନି ଗ୍ରାମ ଅଶ୍ଵଗନ୍ଧା ଗୁଣ୍ଡ ମିଶାଇ ନିଅନ୍ତୁ ।ଏବେ ଏହି ପାଣି କୁ ପିଇ ନିଅନ୍ତୁ,କିନ୍ତୁ ଏହି ପାଣି ପିଇବା ସମୟରେ କୌଣସି କାମୁକ ଭାବନା ମନରେ ଆଣିବେ ନାହିଁ ।ତେବେ ଗ୍ରୀଷ୍ମ ଋତୁ ସମୟରେ 15 ମିଲି ଗ୍ରାମ ଅଁଳା ଗୁଣ୍ଡ ପାଣିରେ ମିଶାଇ ପିଇଲେ ଖୁବ ଆରାମ ମିଳିଥାଏ ।

3.ପ୍ରତିଦିନ ସକାଳେ ଶୌଚ ଯିବା ପରେ ପାଦପଶ୍ଚିମାତ୍ତନୟନ କରନ୍ତୁ ।ଏମିତି କଲେ ମାଇଣ୍ଡ ଫ୍ରେସ ହେଇଥାଏ ଓ ଏକାଗ୍ରତା ବଡ଼ିଥାଏ ।ଦେହର ହାଡ଼ ମଜବୁତ ହେଇଥାଏ,ପ୍ରତିଦିନ ଏହି ଆସନ କରିଲେ ଆପଣଙ୍କ ମନ ଭିତରକୁ କୌଣସି ଖରାପ ଭାବନା ଆସି ନଥାଏ ।

4.ଖାଲି ସମୟରେ ମନକୁ ଅନେକ ଖରାପ ଭାବନା ଆସିଥାଏ ତେଣୁ ସବୁବେଳେ ଭଲ ଭିଡ଼ିଓ ଦେଖିବାକୁ ଚେଷ୍ଟା କରିବେ ।ଏହା ବ୍ୟତୀତ ଗୋଟିଏ ପାଣିରେ 10 ଗ୍ରାମ ଅଁଳା ଗୁଣ୍ଡ,କିଛି ମିଶ୍ରୀ ଗୁଣ୍ଡ ଓ ଗୋଟିଏ ଚାମୁଚ ହଳଦୀ ଗୁଣ୍ଡ ମିଶାଇ ଏହି ପାଣିକୁ ଆପଣ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ।ଏହି ପାଣି ଉର୍ଜା ବୃଦ୍ଧି, ସଂଯମତା ରଖିବାରେ ସାହାଯ୍ୟ କରିଥାଏ ।

5.ରାତିରେ ନିଜ ବାପାମାଆ ଙ୍କ ଶୋଇବା ଘରେ ଶୁଅନ୍ତୁ, ସବୁବେଳେ ସତସଙ୍ଗ ରେ ରହିବାକି ଚେଷ୍ଟା କରନ୍ତୁ ।ମନରେ ଉତ୍ତର ବିଚାର ଆଣିବାକୁ ଚେଷ୍ଟା କରନ୍ତୁ ଏମିତି ସବୁ କରିବା ଦ୍ୱାରା ଆପଣଙ୍କ ଜୀବନ ଖୁବ ସୁନର ହେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment