jyotisa Shatra – ମାତା ଦୁର୍ଗା ଙ୍କର କୃପାରୁ ଏହି 5ଟି ରାଶି ହେବେ କୋଟିପତି, ଆସିବ ପୁଳା ପୁଳା ଟଙ୍କା ! ମନରେ ଭକ୍ତିଥିଲେ ଆଜି ହିଁ ଜପ କରନ୍ତୁ ଜୟ ମା ଦୁର୍ଗା …..

ଦର୍ଶକ ବନ୍ଧୁ ଆପଣ ମାନେ ତୋ ଜାଣିଥିବେ ଗ୍ରହ ମାନଙ୍କର ଗତି ପଥର ପରିବର୍ତ୍ତନ ଯୋଗୁଁ ରାଶି ମାନଙ୍କର ଗତି ପଥ ମଧ୍ୟ ପରିବର୍ତ୍ତନ ହେଇଥାଏ ଯାହାର ପ୍ରଭାବ ମଣିଷ ଉପରେ ସିଧାସଳଖ ପଡିଥାଏ ବୋଲି କୁହାଯାଏ | ତେବେ ଏହି ଗ୍ରହ ମାନଙ୍କର ଗତିପଥର ପରିବର୍ତ୍ତନ ଯୋଗୁଁ ଆଗକୁ ଆସୁଥିବା ୩ ଦିନ ମଧ୍ୟରେ ରେ ମା ଲଷ୍ମୀ ଙ୍କ କୃପାରୁ ଏହି ପାଞ୍ଚଟି ରାଶି ରେ ଦେଖିବାକୁ ମିଳିବ ଧନର ବର୍ଷା |ତାହେଲେ ଆଜି ଆମେ ଜାଣିବା ଅପୂର୍ବସେହି ଭାଗ୍ୟଶାଳୀ ପାଞ୍ଚ ଟି ରାଶି ବିଷୟରେ ଯାହା ଉପରେ ଏହି ମା ଲଷ୍ମୀ ଙ୍କ ଅପାର କୃପା ରହିବ ଯାହା ଫଳରେ ଏହି ପାଞ୍ଚଟି ଟି ରାଶି ରେ ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ସେ ଭାଗ୍ୟଶାଳୀ ପାଞ୍ଚଟି ଟି ରାଶି ବିଷୟରେ |

ତେବେ ଭାଗ୍ୟରେ ପରିବର୍ତ୍ତନ ଆସିବାକୁ ଯାଉଥିବା ସେହି 5 ଟି ରାଶି ଗୁଡିକର ଭାଗ୍ୟରେ ପରିବର୍ତ୍ତନ ଆସିବାକୁ ଯାଉଛି | ଆଉ ଯେଉଁଠି ସେମାନଙ୍କର ଭାଗ୍ୟରେ ଧନ ବର୍ଷା ହେବା ସହିତ ଉନ୍ନତି ଘଟିବାକୁ ଯାଉଛି |ଆଉ ଯାହା କୁହାଯାଉଛି କି ଏହି ପାଞ୍ଚଟି ରାଶି ରେ ଆଗକୁ ଆସୁଥିବା ତିନି ଦିନ ଏହି ରାଶି ରହିଛି ଅପୂର୍ବ ଖୁସି ସହିତ ଅପାର ଧନ ପ୍ରାପ୍ତି ଯୋଗ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ସବୁ ରାଶି ମାନଙ୍କ ବିଷୟରେ ଆଲୋଚନା କରିବା ଓ ସେହି ରାଶି ଗୁଡିକ ବିଷୟରେ ଜାଣିବା |

ତାହାଲେ ସେହି ରାଶି ଗୁଡିକ ହେଉଛି ଯଥା :(1) ବୃଷ ରାଶି(2) କର୍କଟ ରାଶି(3) ସିଂହ ରାଶି(4) ତୁଳା ରାଶି(5) କୁମ୍ଭ ରାଶି

ବୃଷ :- ଏହି ରାଶି ବ୍ୟକ୍ତି ମାନଙ୍କୁ ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ରୁ ପାରିବାରିକ ସୁଖ ଶାନ୍ତି ପ୍ରାପ୍ତ ହେବା ସହିତ | ଘରେ କୌଣସି ନୂଆ କାର୍ଯ୍ୟ ପାଇଁ ଖୁସି ଅନୁଭବ କରିବେ | କୌଣସି ବାହାର ସ୍ଥାନ ରୁ ଧନ ପ୍ରାପ୍ତି ର ଯୋଗ ରହିଛି |
କର୍କଟ ରାଶି :- ଏହି ରାଶି ବ୍ୟକ୍ତି ମାନେ ସରକାରୀ କ୍ଷେତ୍ର ରେ ସେମାନଙ୍କ ପଦଉନ୍ନତି ହେବ | ପୂର୍ବରୁ ଅଧୁରା ଥିବା କାର୍ଯ୍ୟ ମା ଲଷ୍ମୀ ଙ୍କ ଆଶୀର୍ବାଦ ରେ ରେ ପୂର୍ଣ୍ଣ ହେବ | ସମସ୍ତ କାର୍ଯ୍ୟ ସଫଳତା ର ସହିତ ହେବ |
ସିଂହ ରାଶି :- ମା ଲଷ୍ମୀ କୃପା ଦୃଷ୍ଟି ରୁ ଏହି ରାଶି ର ବ୍ୟକ୍ତି ମାନେ କୌଣସି ନୂଆ ସ୍ଥାନ କୁ ବୁଲିବାକୁ ଯାଇପାରନ୍ତି | ଛାତ୍ର ଛାତ୍ରୀ ଙ୍କ ପାଇଁ ସେମାନଙ୍କ ଇଚ୍ଛା ଅନୁଯାୟୀ ଫଳ ମିଳିବ | ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି | ବାକି ଥିବା ଧନ ଫେରି ପାଇବେ |
ତୁଳା ରାଶି :-ଏହି ରାଶି ର ବ୍ୟକ୍ତି ମାନଙ୍କ ପ୍ରତି ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ରୁ ଆଗାମୀ 3 ଦିନ ଠାରୁ ଏମାନଙ୍କ ଭାଗ୍ୟ ବଦଳିଯିବ | ଛାତ୍ର ଛାତ୍ରୀ ମାନେ ସେମାନଙ୍କ କର୍ମ ଅନୁଯାଇ ଫଳ ପାଇବେ | ଯେଉଁ ମାନେ ପ୍ରେମ କରୁଛନ୍ତି ସେମାନଙ୍କ ବିବାହ କରିବା ର ଯୋଗ ରହୁଛି | ସରକାରୀ କ୍ଷେତ୍ର ରେ ଭଲ ସନ୍ନମାନ ସାଙ୍ଗକୁ ଉଚ୍ଚ ପଦବୀ ରେ ମଧ୍ୟ ଭୂଷିତ ହେବେ |
କୁମ୍ଭ ରାଶି :-ଏହି ରାଶି ବ୍ୟକ୍ତି ମାନଙ୍କ ଜୀବନ ସୁଖମୟ ହେବ, ମା’ଙ୍କର ଅପାର କୃପା ଦୃଷ୍ଟି ରୁ ଭାଗ୍ୟ ମଧ୍ୟ ଖୋଲିବାକୁ ଯାଉଛି ସେଥିପାଇଁ ଅଧିକ ପରିଶ୍ରମ କରନ୍ତୁ | ସମାଜ ରେ ପ୍ରତିଷ୍ଟିତ ହେବେ ଓ ଶରୀର ସୁସ୍ଥ ରହିବ | ନୂତନ ଯୋଜନା କରିବା ର ସମ୍ଭାବନା ରହିଛି, ଓ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି | ଗୁପ୍ତ ଧନ ପ୍ରାପ୍ତି ର ଯୋଗ ମଧ୍ୟ ରହିଛି |
ତେବେ ଏହି ସବୁ ପରିବର୍ତ୍ତନ ଆସିବାକୁ ଯାଉଛି ଆସନ୍ତା 3 ଦିନ ଭିତରେ ଏହି 5 ଟି ରାଶି ଙ୍କର ଭାଗ୍ୟରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment