jitu Das Amrutabani – ଏହି (୫ଟି ନାମର ଝିଅ ) ଗଙ୍ଗା ଭଳି ପବିତ୍ର ,ଜଣାନ୍ତୁ କେଉଁ କେଉଁ ନାମର ଝିଅ….

ଦର୍ଶକ ବନ୍ଧୁ ଏହି ଦୁନିଆରେ ସମସ୍ତ ଝିଅଙ୍କୁ ବୁଝିବା ବହୁତ କଷ୍ଟକର ହେଇଥାଏ | କାରଣ ଗୋଟିଏ ଝିଅର ମନରେ କେତେବେଳେ କଣ ଚାଲିଥାଏ ସେ କଥା କେହି ପାରେ ନାହିଁ | ଏମିତିରେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ଭଗବାନ ନିଜେ ଯେତେବେଳେ ନାରୀଙ୍କୁ ବୁଝିପାରିଲେ ନାହିଁ | ସେଠାରେ ମଣିଷ କେମିତି ବୁଝିବ କଣ ଅଛି ନାରୀ ଙ୍କ ମନରେ | ଦର୍ଶକ ବନ୍ଧୁ ପ୍ରକୃତରେ ଝିଅ ମାନଙ୍କ ବ୍ୟବହାର ଏତେ ଅଲଗା ହେଇଥାଏ ଯେ ସେମାନେ କେତେବେଳେ କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ଏହା କେହି କହି ପାରିବେ ନାହଁ | ତେବେ ଦୁନିଆରେ ଏମିତି ବହୁତ ଝିଅ ମାନେ ଅଛନ୍ତି ଯେଉଁ ମାନେ ପାଣି ଭଳି ନିର୍ମଳ ଏବଂ ଗଙ୍ଗା ଜଳ ଭଳି ପବିତ୍ର ହେଇଥାନ୍ତି | ଏହା ସହିତ ବହୁତ ଶାନ୍ତ ସ୍ଵଭାଵ ର ମଧ୍ୟ ହେଇଥାନ୍ତି | ତେଵେ ଏମିତି ଝିଅ ମାନେ ବି ଅଛନ୍ତି ସେମାନେ ବହୁତ ଚାଲାକ ହେଇଥାନ୍ତି ଏବଂ ଭରସା ଯୋଗ୍ୟ ହେଇନଥାନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କେଉଁ ଅକ୍ଷର ଝିଅ ମାନେ କେମିତି ହେଇଥାନ୍ତି |

କେଉଁ ଅକ୍ଷର ରେ ଝିଅ କେମିତି ସ୍ଵଭାଵ ର ହୋଇଥାନ୍ତି :-

(1) B ନାମର ଝିଅ :-

ଏହି ନାମ ଥିବା ଝିଅ ମାନେ ବହୁତ ଶାନ୍ତ ସ୍ଵଭାଵ ର ହେବା ସହିତ ନିଜର ଜୀବନ ସାଥିଙ୍କର ବିଶେଷ ବିଶ୍ୱସ୍ତ ହେଇଥାନ୍ତି | ଏମାନେ କୌଣସି ମୁହୂର୍ତ୍ତି ରେ ବି ସେମାନଙ୍କ ଜୀବନ ସାଥି ଙ୍କ ହାତ ଛାଡନ୍ତି ନାହିଁ | ତେବେ ଏହି କାରଣ ରୁ ଏମାନଙ୍କୁ ଅଧିକ ପବିତ୍ର ବୋଲି ମାନା ଯାଏ |(2) N ନାମର ଝିଅ :ତେବେ ଯେଉଁ ଝିଅ ମାନଙ୍କ ନାମ N ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନେ ବହୁତ ରାଗି ହେଇଥାନ୍ତି | ଏହା ସହିତ ଏମାନେ ନିଜର ପରିବାର ଓ ଜୀବନ ସାଥୀଙ୍କ ଯତ୍ନ ବହୁତ ଭଲ ଭାବରେ ରଖିଥାନ୍ତି | ଏମାନେ ପରିବାର ଖରାପ ପାଇଁ କିଛି ବି ଖରାପ କାମ କରନ୍ତି ନାହିଁ | ଏହା ବ୍ୟତୀତ ଏମାନଙ୍କର ବ୍ୟବହାର ମଧ୍ୟ ବହୁତ ସୁନ୍ଦର ହେଇଥାଏ | ତେଣୁ ସେଥିପାଇଁ ଏହାକୁ ପବିତ୍ର ମଧ୍ୟ କୁହାଯାଏ |
(3) P ନାମ ଥିବା ଝିଅ :-
ଏହି ଅକ୍ଷର ଥିବା ଝିଅ ମାନେ ସମ୍ପର୍କ କୁ ଭଲ ଭାବରେ ବାନ୍ଧି ରଖିଥାନ୍ତି | ଏହି ଅକ୍ଷର ଥିବା ଝିଅ ମାନେ ମଣିଷ ର ଭାବନା କୁ ଅତି ସହଜ ରେ ବୁଝି ପାରନ୍ତି | ତେବେ ସେମାନେ ବଡ ହେଇଥାନ୍ତୁ କି ସାନ ଏହା ସହିତ ଏମାନେ କାହାକୁ ବି ଦୁଃଖ ଦିୟନ୍ତି ନାହିଁ |ଏମାନେ ମଧୁର ଭାସି ହେଇଥାନ୍ତି | ସେହି କାରଣ ରୁ ଏମାନଙ୍କୁ ପବିତ୍ର ବୋଲି କୁହାଯାଏ |

(4) S ନାମ ଥିବା ଝିଅ :-ଯେଉଁ ଝିଅ ମାନଙ୍କ ନାମ S ଅକ୍ଷର ର ରୁ ଆରମ୍ଭ ହେଇଥାଏ ସେମାନଙ୍କୁ ବହୁତ ପବିତ୍ର ବୋଲି କୁହାଯାଏ | ଏହା ବ୍ୟତୀତ ଏମାନେ ଲାଜ କୁଡା ମଧ୍ୟ ହେଇଥାନ୍ତି | ଏମାନେ ପରିବାରର ସନ୍ନମାନ ପତି ମଧ୍ୟ୍ୟ ଧ୍ୟାନ ଦେଇଥାନ୍ତି |(5) M ନାମ ଥିବା ଝିଅ :-ଏହି ନାମ ଥିବା ଝିଅ ବହୁତ ଶାନ୍ତ ସ୍ଵଭାଵ ର ହେଇଥାନ୍ତି | ଏହି ନାମ ଝିଅ ମାନେ ବହୁତ ଜୋର ରେ କଥା ହେଇଥାନ୍ତି | ଏମାନେ କାହାକୁ ବି ନିର୍ଦୟ ଭାବେ ଦେଖନ୍ତି ନାହିଁ | ଏହା ସହିତ ଏମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଖୁସି ରଖିଥାନ୍ତି |
ଏହା ଥିଲା ଲେଟର କୁ ନେଇକି ଝିଅ ମାନଙ୍କର ସ୍ଵଭାଵ ଜାଣିବାର ସହଜ ଉପାୟ |

Leave a Comment