Swastik Tv News Odisha

Teeth Recipe – ଏହି ଗୋଟିଏ ଜିନିଷ ମିଶେଇ ଥରେଦାନ୍ତ ଘଷାନ୍ତୁ… ମାତ୍ର ୩ ଦିନରେ ଦାନ୍ତ କ୍ଷୀର ଭଳି ଚମକିବ…

0

ଗୁଟୁକା, ପାନ, ସିଗାରେଟ୍ ଏବଂ ମଦ ଇତ୍ୟାଦିର ସେବନ ଆମ ଦାନ୍ତ ଉପରେ ବହୁତ୍ ପ୍ରଭାବ ପକାଇଥାଏ ଏହା ଦ୍ଵାରା ଆମ ଦାନ୍ତର ଧଳାପଣ ନଷ୍ଟ ହୋଇ ଯାଇଥାଏ। ଦାନ୍ତ ହଳଦିଆ ହୋଇଯାଏ। ଦାନ୍ତରେ ବ୍ୟାକ୍ଟେରିଆ ଏତେ ଶୀଘ୍ର ସଂକ୍ରମଣ କରି ଯାଇଥାଏ କି ଦାନ୍ତ ଝାଡ଼ିବା ଆରମ୍ଭ ହୋଇଯାଏ। ତାପରେ ଏପରି ସମୟ ଆସିଥାଏ ଯେ ଆମ ଦାନ୍ତ କଳା ଦେଖା ଯାଇଥାଏ।ତେବେ ଆପଣ ଯଦି ଆପଣଙ୍କ ଗନ୍ଧିଆ ହଳଦିଆ ଦାନ୍ତ ପାଇଁ ଚିନ୍ତିତ ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ ଦାନ୍ତକୁ ମୋତି ଭଳି ଚମକାଇ ଦେବ। ତେବେ ଆସନ୍ତୁ ଜାଣିବା ଆଜିର ଏହି ଘରୋଇ ଉପଚାରକୁ ଆମେ କିପରି ବନାଇବ ଏବଂ କିପରି ଏହାର ପ୍ରୟୋଗ କରିବା।

ଆବଶ୍ୟକ ସାମଗ୍ରୀ:-ଗାଜର, କଲଗେଟ୍, ଲେମ୍ବୁ ଏବଂ ଲୁଣ

ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଆପଣ ଏକ ଗାଜର ନିଅନ୍ତୁ। ଯଦି ଆପଣଙ୍କ ପାଖରେ ଛୋଟ ଗାଜର ରହିଛି ନେଇ ପାରିବେ କିନ୍ତୁ ଯଦି ନାହିଁ ଆପଣ ବଡ ସାଇଜର ଗାଜରରୁ ଅଧା ନିଅନ୍ତୁ। ଏବେ ଏହି ଗାଜରର ଚୋପାକୁ ଛଡ଼ାଇ ଧୋଇ ଦିଅନ୍ତୁ। ଏହାପରେ ଏହି ଗାଜରକୁ ଗ୍ରେଟର ସାହାଯ୍ୟରେ ଗ୍ରେଟ୍ କରି ନିଅନ୍ତୁ। ଏବେ ଏହି ଗ୍ରେଟ୍ କରି ରଖିଥିବା ଗାଜରକୁ ଚିପୁଡି ଏହାର ରସ ବାହାର୍ କରି ନିଅନ୍ତୁ। ଏବେ ଏଥିରେ ଫାଳେ ଲେମ୍ବୁର ରସକୁ ଏଡ୍ କରାନ୍ତୁ। ଏହା ପରେ ଅଧା ଛୋଟ ଚାମଚ ଲୁଣ ମିଶାଇ ଦିଅନ୍ତୁ।

ଏହାପରେ ଆପଣ ଏଥିରେ କଲଗେଟ୍ ଏଡ୍ କରନ୍ତୁ ଏଥିପାଇଁ ଆପଣ ହ୍ୱାଇଟ କୋଲଗେଟ୍ ର ୟୁଉଜ୍ କରନ୍ତୁ। କୋଲଗେଟ୍ ର ପରିମାଣ ଆପଣ ଆପଣଙ୍କ ହିସାବରେ ନେଇ ପାରିବେ। ଏବେ ଏହି ସବୁ ସାମଗ୍ରୀକୁ ଆପଣ ମିଶାଇ ଦିଅନ୍ତୁ। ଦେଖିବେ ଏହାର କଲର୍ ଚେଞ୍ଜ ହେବାର। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟୁଥ୍ ପେଷ୍ଟ।

ବ୍ୟବହାର:-

ଏବେ ଆପଣ ଏହି ପେଷ୍ଟକୁ ନିଜ ବ୍ରସରେ ନେଇ ଭଲ ଭାବରେ ଆପଣଙ୍କ ଦାନ୍ତକୁ ଦୁଇ ରୁ ତିନି ମିନିଟ୍ ପର୍ଯ୍ୟନ୍ତ ବ୍ରସ୍ କରି ନିଅନ୍ତୁ। ଏହା ଆପଣଙ୍କୁ ସପ୍ତାହକୁ ତିନି ରୁ ଚାରିଥର କରିବା ପାଇଁ ପଡିବ ଅର୍ଥାତ୍ ଦିନେ ଛାଡି ଦିନେ ଆପଣ ଏହାକୁ ପ୍ରୟୋଗ କରିବେ। ମନେ ରଖନ୍ତୁ ଆପଣ ଯେତେବେଳେ ବ୍ରସ୍ କରିବେ ସେହି ସମୟରେ ହିଁ ଏହି ରେମେଡିକୁ ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରସ୍ତୁତ କରି ଅଧିକ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ। ତେବେ ଏହା ବ୍ୟବହାର କରିବାର ମାତ୍ର କିଛି ଦିନ ମଧ୍ୟରେ ଆପଣଙ୍କ ଦାନ୍ତରେ ଏହାର ରେଜଲ୍ଟ ଦେଖିବାକୁ ମିଳିବ। ଆପଣଙ୍କ ଦାନ୍ତରେ ଜମା ହୋଇଥିବା ଗନ୍ଦେଗି ହଳଦିଆ ପଣ ଦୂର ହୋଇ ଦାନ୍ତ ମୋତି ଭଳି ଚମକି ଉଠିବ। ତେବେ ଆପଣ ଏହି ଚମତ୍କାରୀ ରେମେଡିକୁ ନିଶ୍ଚିତ ଟ୍ରାଇ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.