ଦେଖନ୍ତୁ ଭିଡ଼ିଓ : ବିଷଧର ଅଜଗର କୁ ଅପ୍ରେସୋନ କରିବାକୁ ଚେଷ୍ଟା କରୁଥିଲେ ଡାକ୍ତର ! ତା’ପରେ କ’ଣ ଘଟିଲା ଦେଖିଲେ ହୋଇଯିବେ ତାଯୁବ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମଧ୍ୟରୁ ଏହି ଭିଡିଓ ଟି ଟିକିଏ ନିଆରା ଅଟେ | ଆଉ ଯେଉଁଠି କୁହାଯାଉଛି କି କେଉଁ ଭଳି ଭାବରେ ମରଣ ମୁହଁ ରେ ପଡ଼ିଥିବା ଅଜଗର ସାପ ଟିକୁ ବନ ବିଭାଗ ର ଅଧିକାରୀ ମାନେ ଆଣି ତାହାର ଚିକିତ୍ସା କରିଥିଲେ | ଆଉ ତାହା ସହିତ ସାପ ଦେହ ରେ ଆଉ ମୁଣ୍ଡରେ ଯେଉଁ ଆଘାତ ହୋଇଥିଲା ତାହାକୁ ମଧ୍ୟ ଠିକ କରିବା ପାଇଁ ଦୀର୍ଘ 30 ଦିନ ଧରି ଚେଷ୍ଟା କରିବା ପରେ ସେମାନଙ୍କର ଚେଷ୍ଟା ଆଜି ସଫଳ ହୋଇଛି | ଆଉ ବର୍ତ୍ତମାନ ସାପ ଟି ଚିକେନ ଖାଉଛି ବୋଲି କୁହାଯାଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |
ନୂଆ ଜୀବନ ପାଇଲା ଅଜଗର, ଆଉ ଖୁବ ଶୀଘ୍ର ରେ ଭଲ ହୋଇ ତାହାର ଆବାସ ସ୍ଥଳ କୁ ଚାଲିଯିବ ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା କୁହାଯାଉଛି କି ଗତ ଅକ୍ଟୋବର 11 ତାରିଖରେ ଆର ସୁଆଣ୍ଡ ଗ୍ରାମ ଅର୍ଥାତ ଓଡିଶା ଆନ୍ଧ୍ର ବୋର୍ଡର ରେ ଗୋଟିଏ ଅଜଗର ସାପ ଟି ଗୁରୁତର ଅବସ୍ଥାରେ ପଡ଼ିଥିବା ର ଦେଖିବାକୁ ପାଇଥିଲେ | ଆଉ ଏଭଳି ଅବସ୍ଥାରେ ସାପ ଟିକୁ ଦେଖିବା ପରେ ବ୍ରହ୍ମପୁର ବନ ବିଭାଗ କର୍ମଚାରୀ ଙ୍କ ସହିତ ସ୍ନେକ ହେଲ୍ପ ଲାଇନ ରେ କାମ କରୁଥିବା କର୍ମଚାରୀ ମାନେ ମଧ୍ୟ ଆସିଥିଲେ | ଆଉ ସେହି ଅଜଗର ସାପ ଟିକୁ ପଶୁ ଚିକିତ୍ସା୍ୟାଳୟ କୁ ମଧ୍ୟ ନେଇ ଯାଇଥିଲେ ବୋଲି କୁହାଯାଉଛି |
ଆଉ ସେଠାରେ ସାପ ଟିର ଚିକିତ୍ସା ଆରମ୍ଭ କରାଯାଇଥିଲା ଆଉ ଯେଉଁଠି ସାପ ଟିର ମୁଣ୍ଡ ରେ ଆଘାତ ଲାଗିଥିବାରୁ ସାପ ଟି କୋମା କୁ ଚାଲିଯାଇଥିଲା ଆଉ ତାହାର ବଡି କୌଣସି କାମ କରୁ ଣ ଥିଲା ବୋଲି କୁହାଯାଉଥିଲା | ଆଉ ତାହା ପରେ ପଶୁ ଡାକ୍ତର ଜଣଙ୍କ ତାଙ୍କର କାର୍ଯ୍ୟ ଆରମ୍ଭ କରିବାକୁ ଲାଗିଥିଲେ | ଆଉ ପାଟିରେ ସୃଷ୍ଟି ହୋଇଥିବା କ୍ଷତ କୁ ଅପେରସନ କରିଥିଲେ ଆଉ ସାପ ଟିକୁ 15-20 ଦିନ ଧରି କୌଣସି ଖାଦ୍ୟ ଦେବା ପାଇଁ ମଧ୍ୟ ମନା କରିଥିଲେ |

ଆଉ ତାହା ପରେ ସାପ ଟିକୁ ବନ ବିଭାଗ ତରଫରୁ ସୁରକ୍ଷା ରେ ରଖାଯାଇଥିଲା | ଆଉ 20 ଦିନ ପରେ ସାପ ଟିକୁ ଆଣି ତାହାର ପାଟିରେ ସୁଖୀ ଯାଇଥିବାର ଦେଖିଲା ପରେ ପାଟିରେ ଥିବା ସିଲେଇ କୁ ଖୋଲା ଯାଇଥିଲା | ଆଉ ଯାହା ଫଳରେ ସାପ ଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି କୁହାଯାଉଛି | ତାହା ସହିତ ସାପ ଟି ଏକ୍ଟିଭ ଅଛି ଓ ଚିକେନ ମଧ୍ୟ ଖାଉଛି | ଆଉ ଖୁବ ଶୀଘ୍ର ତାହାକୁ ତାର ସୁରକ୍ଷିତ ସ୍ଥାନ ଅର୍ଥାତ ଜଙ୍ଗଲରେ ଛାଡ଼ୁବା କଥା କୁହାଯାଉଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment