Alakh.Pandey ସାର ନିଜ ସ୍ତ୍ରୀ ସହ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଚର୍ଚ୍ଚାରେ ଅନଲାଇନ ଶିକ୍ଷା ଯୋଗାଉଥିବା ପ୍ଲାଟ ଫର୍ମ ଫିଜିକ୍ସଓ୍ବାଲା ଫାଉଣ୍ଡର ଏବଂ ସିଇଓ ଅଲଖ ପାଣ୍ଡେ । ସେ ଖୁବ୍‌ଶୀଘ୍ର ଗାର୍ଲଫ୍ରେଣ୍ଡ ଶିବାନୀ ଦୁବେଙ୍କୁ ବିବାହ କରିବେ। ଗତ ବର୍ଷ ଦିଲ୍ଲୀରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଏମିତିରେ କୁହାଯାଉଛି ଚଳିତ ମାସରେ ଉଭୟଙ୍କ ବିବାହ ହେବ। ଦିଲ୍ଳୀର ଏକ ପଞ୍ଚ ତାରକା ହୋଟେଲରେ ଅଲଖ ଏବଂ ଶିବାନୀଙ୍କ ବିବାହ ହେବ। ଅଲଖ ପାଣ୍ଡେ ଏବଂ ଶିବାନୀ ଦୁହେଁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାର।

ଶିବାନୀ ଜଣେ ସାମ୍ବାଦିକା।ଶିବାନୀ ଦୁବେଙ୍କୁ ବିବାହ କରିଲେ ଅଲଖ ପାଣ୍ଡେ ତାଙ୍କର ରେସେପ୍ଶନ୍ ପାର୍ଟି ରେ ଜବରଦସ୍ତ ନାଚିଲେ ସିଇଓ ଅଲଖ ପାଣ୍ଡେ ଓ ତାଙ୍କ ପତ୍ନି । ସେମାନେ ଦୁହେଁ ବହୁତ ଖୁସି ଥିଲେ।ଜୀବନରେ ବହୁତ କଷ୍ଟ କରିଥିଲେ ବୋଲି ସେ ଆଜି ଏହି ଜାଗାରେ ପହଞ୍ଚି ପାରିଛନ୍ତି। ତାଙ୍କର ଏତେ ବଡ଼ ସଫଳତା ପଛରେ କେବଳ ତାଙ୍କ ସ୍ତ୍ରୀ ନଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ଅଲଖ ପାଣ୍ଡେ କହିଥିଲେ ।ସେ ଆଜି ଯେଉଁଠି ପହଞ୍ଚିଛି ତାଙ୍କ ପଛରେ ତାଙ୍କ ପତ୍ନି ଗାର୍ଲଫ୍ରେଣ୍ଡ ଶିବାନୀ ଦୁବେଙ୍କୁ ବହୁତ୍ ସାହଯ୍ୟ କରିଛନ୍ତି ।

ଅଲଖ ପାଣ୍ଡେଙ୍କ ସଫଳତା ପଛ ରେ କଡ଼ା ସଂଘର୍ଷ କରିଛନ୍ତି। ଏକ ସାକ୍ଷାତକାର ରେ ସେ କହିଥଲେ ଯେ ପରିବାର ର ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁଁ ତାଙ୍କୁ ତାଙ୍କ ଘର ମଧ୍ୟ ବିକିବା କୁ ପଡ଼ି ଥିଲା। ଏହା ପରେ ସେ ୮ମ କ୍ଲାସ୍‌​‌ ରେ ପିଲା ଙ୍କୁ ପାଠ ପଢ଼ାଇବା ଆରମ୍ଭ କରି ଦେଇ ଥିଲେ। କଲେଜ୍‌ ର ତୃତୀୟ ବର୍ଷରେ କାନପୁରର ଏକ ପ୍ରାଇଭେଟ କୋଚିଂ ସେଣ୍ଟର ରେ ଫିଜିକ୍ସ ପଢ଼ାଇବା ପାଇଁ ସେ ନିଜର ପାଠ ପଢ଼ା ଛାଡ଼ି ଦେଇଥିଲେ। ତେବେ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ସଫଳତାର ଯାତ୍ରା।

ସେ ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଥିଲେ। ଏହି ଚ୍ୟାନେଲରେ ସେ ନିଜର ପୂରା ଲେକଚରକୁ ଅପଲୋଡ କରୁଥିଲେ। ସୋସିଆଲ ମିଡିଆରେ କିଛି ଦିନରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିଥିଲା। ଏହା ପରେ ସେ ନିଜର କୋଚିଂ ଫିଜିକ୍ସଓ୍ବାଲା ଆରମ୍ଭ କରିଥିଲେ। ଯେଉଁଥିରେ ଏକ ମାସ ମଧ୍ୟରେ ହିଁ ୧୦ ହଜାର ପିଲାଙ୍କୁ ଆଡମିଶନ ନେଇଥିଲେ। ଆଜି ତାଙ୍କର ଏଡଟେକ୍ କମ୍ପାନୀର ଟର୍ଣ୍ଣଓଭର ୮ ହଜାର କୋଟି ରହିଛି।

ଗତ ସପ୍ତାହରେ ଅଲଖ ପାଣ୍ଡେ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ ଏବଂ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ତଥା ଶିକ୍ଷାର ଉନ୍ନତିକୁ ନେଇ ଅନକେ ଆଲୋଚନା କରିଥିଲେ।ସୂଚନାଯୋଗ୍ୟ, ଅଲଖ ପାଣ୍ଡେଙ୍କ ଫିର୍ମ ୨୦୧୭ ରେ ୟୁନିକର୍ଣ୍ଣର ଲିଷ୍ଟରେ ସାମିଲ ହୋଇଥିଲା। ଫିଜିକ୍ସଓ୍ବାଲା ୟୁଟ୍ୟୁବ୍ ଚ୍ୟାନେଲରେ ଫିଜିକ୍ସ, ଗଣିତ, ବାୟୋଲୋଜୀ ଏବଂ ଅର୍ଥନୀତି ପଢ଼ାଯାଇଥାଏ। ଫିଜିକ୍ସଓ୍ବାଲା ୟୁଟ୍ୟୁବ୍‌ ଚ୍ୟାନେଲକୁ ୬୯ ଲକ୍ଷ ରୁ ଅଧିକ ଲୋକ ସବସ୍କ୍ରାଇବ କରିଛନ୍ତି। ସେହିଭଳି ଆପ୍‌କୁ ୫୦ ଲକ୍ଷରୁ ଅଧିକ ଥର ଡାଉନଲୋଡ୍‌ ହୋଇଛି। ଏମିତିକି ସେ କୋଟି କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଏଡ଼ାଇଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment