ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ନିଜର ସୌନ୍ଦର୍ଯ୍ୟକୁ ନେଇ ବହୁତ ଚିନ୍ତାରେ ରହୁଛନ୍ତି କାରଣ ଯଦି କାହାର ମୁହଁରେ କୌଣସି କଳା ଦାଗ କିମ୍ବା ବ୍ରଣ ଥାଏ ସେଥିପାଇଁ ସମସ୍ତେ ବହୁତ ଚିନ୍ତାଗ୍ରସ୍ତ ହୋଇଥାନ୍ତି |ଆଜିକାଲି ଅନେକ ଝିଅ କିମ୍ବା ମହିଳା ମାନେ ନିଜର ମୁହଁର ସୌନ୍ଦର୍ଯ୍ୟ ବଢାଇବା ସହିତ ମୁହଁରୁ ଦାଗ ଦୂର କରିବା ପାଇଁ ଅନେକ କୋସମେଟିକ ସହିତ ପାଲର ଯାଇ ଅନେକ ପ୍ରକାର ଫେସିଆଲ ମଧ୍ୟ କରୁଛନ୍ତି |ମାତ୍ର ଯଦି ଆପଣ ଏହିପରି କିଛି କରୁଛନ୍ତି ତେବେ ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହେବ ସତ ମାତ୍ର ଏହା ଆପଣଙ୍କ ସ୍କିନ ଉପରେ ଅନେକ ଖରାପ ପ୍ରଭାବ ପକାଇବ |
ତେଣୁ ମୁଁ ଆଜି ଆପଣଙ୍କ ଏହି ସବୁ ସମସ୍ୟା ଦୂର କରିବା ପାଇଁ ଏକ ସୁନ୍ଦର ତିନୋଟି ଟିପ୍ସ ବିଷୟରେ କହିବି, ଯାହାଦ୍ୱାରା ଆପଣ ପ୍ରାକୃତିକ ଉପାୟରେ ନିଜର ମୁହଁର ସମସ୍ତ ଦାଗ ଓ ପିପଲସ ଦୂର କରିପାରିବେ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଟିପ୍ସ ଗୁଡିକ ବିଷୟରେ ସମ୍ପୂର୍ଣ କଥା ଜାଣିବା |
1-ଆପଣ ନିଜ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ମୁହଁର ସମସ୍ତ ପ୍ରକାର କଳା ଦାଗ ଲିଭାଇବା ପାଇଁ ନିଜ ଲାଳକୁ ବ୍ୟବହାର କରନ୍ତୁ, ଏହା ଆପଣଙ୍କ ଏହି ସମସ୍ୟା ପାଇଁ ବହୁତ ଉପକାରୀ ହୋଇଥାଏ |ଆପଣ ନିଜ ମୁହଁର ଦାଗ ଦୂର କରିବା ପାଇଁ ପ୍ରତ୍ୟେକ ଦିନ ସକାଳ ବିଛଣା ଛାଡିବା ପରେ ଆପଣଙ୍କ ଲାଳକୁ ନେଇ ନିଜ ମୁହଁର କଳା ଦାଗ ବାହାରିଥିବା ସ୍ଥାନରେ ଧୀରେ ଧୀରେ ମସାଜ କରନ୍ତୁ |ଏହି ମସାଜ ଆପଣ ପନ୍ଦର ମିନିଟ ପ୍ରଯ୍ୟନ୍ତ କରନ୍ତୁ, ଏହିପରି ଆପଣ ପ୍ରତ୍ୟେକ ଦିନ କରନ୍ତୁ ଦେଖିବେ ଆପଣଙ୍କ ମୁହଁର ଦାଗ ଦୂର ହେବା ସହିତ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହେବ |
2:-ପରେ ଆପଣ ଏହା ସହିତ ଦେଶୀ ଗାଈ କ୍ଷୀର ମଧ୍ୟ ଆପଣ ବ୍ୟବହାର କରି ପାରିବେ, ଅର୍ଥାତ ଆପଣ ଯଦି ସକାଳ କେବଳ ଦେଶୀ ଗାଈ କ୍ଷୀର ନେଇ ସେଥିରେ ନିଜ ମୁହଁକୁ ହାଲକା କରି ମସାଜ କରି କିଛି ସମୟ ପରେ ତାହାକୁ ଧୁଇ ଦିଅନ୍ତି ତେବେ ଆପଣଙ୍କ ମୁହଁର ଥିବା କଳା ଦାଗ ଦୂର ହେବା ସହିତ ନିଜର ମୁହଁର ଚମକ ମଧ୍ୟ ବୃଦ୍ଧି ପାଇବା |ଆପଣ ଏହି କ୍ଷୀର ଦିନେ ଛାଡି ଦିନେ ବ୍ୟବହାର କରିବା ଉଚିତ |
3:-ପରେ ଯଦି ପାଇଁ ପାରନ୍ତି ତେବେ ଗୋମୂତ୍ର ବ୍ୟବହାର କରି ପାରନ୍ତି ଏହା ଆପଣଙ୍କ ମୁହଁର ସମସ୍ତ ଚି଼ହ୍ନ ସହିତ ଦାଗ ମଧ୍ୟ ଭଲ କରିଦେବ, ଆପଣ ପିଲା ହୋଇ ନଥିବା ଗାଈର ମୂତ୍ର ଆଣି ତାହାକୁ ଛାଣି ନିଜ ମୁହଁର କଳା ଦାଗ ଥିବା ସ୍ଥାନରେ ମସାଜ କରି ତାହାକୁ ଆପଣ ପ୍ଲେନ ପାଇଁ କିମ୍ବା କ୍ଷୀରରେ ଧୋଇ ଦିଅନ୍ତୁ |ଏପରି କରିବା ଦ୍ଵାରା ଆପଣଙ୍କ ସମସ୍ତେ ପ୍ରକାର ଦାଗ ଦୂର ହେବ, ଆପଣ ଏହାକୁ ପନ୍ଦର ଦିନକୁ ଠାରେ ବ୍ୟବହାର କରନ୍ତୁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।