ଆଜ୍ଞା ହଁ କଥା ଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ ଆମେ ସାଧାରଣତଃ ଘରେ ଶୁଆ ପାଳି ରଖିଥାଉ ଓ ଏହି ଶୁଆ ପୋଷା ମଧ୍ୟ ମାନି ମଣିଷ ର କଥା ଶୁଣିବା ଏମିତିକି ଆମେ ଯାହା କରିଥାଉ ତାହା ର କିଛି ଟା ସିଏ କରିଥାଏ, ଓ ଆମେ ତାହା ଦେଖି ଆନନ୍ଦ ମଧ୍ୟ ହେଇଥାଉ, କିନ୍ତୁ ଆଜି ଏହି ଦୁନିଆରେ ଶୁଆ ଯେ ଅବିକଳ ମଣିଷ ଙ୍କ ଭଳି ହସି ପାରୁଛି ତାହା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଚି, ତାହାଲେ ଆସନ୍ତୁ ଜାଣିବା ସେଇ ଶୁଆ ବିଷୟରେ ଯିଏ ମଣିଷ ର ନୋକଲ କରିପାରୁଛି |
ଏମିତି ଏକ ଚମତକାର ଦେଖିବାକୁ ମିଳିଛି ଆମେରିକା ର କାରଲିଫୋର୍ନିଆ ଅଞ୍ଚଳ ରେ ଯାହା ଯିଏ କେହି ଦେଖିଲେ ବି ଆଶ୍ଚର୍ଯ୍ୟ ହେଇଯିବ | ଆମେରିକା ର କାରଲିଫୋର୍ନିଆ ଅଞ୍ଚଳ ରେ ଗୋଟିଏ ଲୋକ ଏହି ଶୁଆ ଗତ କିଛି ଦିନ ହବ ତାଙ୍କ ଘରେ ରଖି ପାଳନ କରିଛନ୍ତି, ଶୁଆ ଟି ରଖିବାର କିଛିଦିନକ ପରେ ସେ ସମସ୍ତ କଥା କୁ ବୁଝିପାରୁଥିବା ଓ କହିପାରୁଥିବାର ଦେଖାଯାଇଛି|
ଶୁଆ ର ମାଲିକ ମଧ୍ୟ ଏହା ଦେଖି ବହୁତ ଖୁସି ଅନୁଭବ କରୁଛନ୍ତି ହେଲେ ଏହି ଶୁଆ ର ଏମିତି ଏକ କାମ ସମସ୍ତ ଙ୍କୁ ଚକିତ କରିଛି ଯାହା କେହି କେବେ ଭାବିନଥିବେ ବୋଲି କୁହା ଯାଇଛି ପ୍ରଥମେ ଶୁଆ ଟି ମାଲିକ ର କଥା କୁ ଶୁଣି ତାକୁ କହିବାକୁ ଲାଗିଲା, ପରେ ସିଏ ଯେତେବେଳେ ଘରେ ରହୁନଥିଲେ ତାଙ୍କ ଘରେ ଥିବା ଜଣେ ମହିଳା ଙ୍କ ସହିତ ସିଏ ରହୁଥିଲେ |
ଏମିତି କିଛି ଦିନ ଗଲା ପରେ, ଶୁଆ ଟି ମହିଳା ଙ୍କ କଥା କୁ ବି ଅବିକଳ ନୋକଲ କରିବାକୁ ଆରମ୍ଭ କରିଥିଲା, ଏମିତି କି ଶୁଆ ଟି ମହିଳା ଙ୍କ ପରି ହସିବାକୁ ଲାଗିଲା ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହେଇଗଲା ତାପରେ ସେ ସେଠାରେ ଥିବା ଲୋକଙ୍କୁ ମଧ୍ୟ ଏହା ଜଣେଇ ଥିଲେ ଧୀରେ ଧୀରେ ଏବେ ଏହା ଚର୍ଚ୍ଚା ର ବିଷୟ ପାଲଟିବା ସହିତ ଶୁଆ ଟିକୁ ଦେଖିବାକୁ ପାଇଁ ଲୋକଙ୍କର ଭିତରେ ଉତ୍ସାହ କହିଲେ ନ ସରେ, ଶୁଆ ଟିକୁ ଦେଖିବାକୁ ଅନ୍ୟ ଶୁଆ ଭଳି ହେଇଥିଲେ ମଧ୍ୟ ତାହାର କାମ ସମ୍ପୂର୍ଣ୍ଣ ଭିର୍ଣ୍ଣ ବୋଲି କୁହା ଯାଉଛି |
ତେବେ କାରଲିଫୋର୍ନିଆ ଥିବା ଏହି ବିରଳ ଜାତିର ଶୁଆ ସତରେ ବହୁତ ଆକର୍ଷିତ କରିଛି ଲୋକଙ୍କୁ ଓ କାରଲିଫୋର୍ନିଆ ବାସୀ ଙ୍କୁ ଯାହା ଏହି ବିରଳ ଶୁଆ ପାଖରେ ଅଛି ତାହା କାହା ପାଖରେ ନାହିଁ ବୋଲି କୁହା ଯାଉଛି, ଯାହା ପାଇଁ କାରଲିଫୋର୍ନିଆ ବାସୀ ଗର୍ବିତ ବୋଲି କୁହା ଯାଇଛି
ତାହାଲେ ଜାଣିଲେ ତୋ ଦର୍ଶକ ବନ୍ଧୁ ଆମେରିକର ଥିବା ଏହି ଶୁଆ ଯିଏ କି ମହିଳାଙ୍କ ପରି ଅବିକଳ ହସି ପାରୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।