Swastik Tv News Odisha

Amazing !!! ମାଆ କୁକୁଡ଼ା ଟି କିଙ୍ଗ କୋବ୍ରା ( King Cobra ) ପାଖରୁ କିପରି ନିଜ ଛୁଆଙ୍କୁ ଉଦ୍ଧାର କଲା… ଭିଡ଼ିଓ ଦେଖିଲେ ହୋସ ଉଡିଯିବ… ଦେଖନ୍ତୁ Video

0

ବନ୍ଧୁଗଣ ସାପକୁ ନେଇ ଆଉ ଏକ ଭୟଭୀତ କରିବା ଭଳି ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁ ଭିଡିଓ କୁ ଦେଖିଲେ ଆପଣ ବି ଚକିତ ହୋଇଯିବେ। ନିଶ୍ଚିତ ଭାବରେ ଆପଣ ତ ଅନେକ ପ୍ରକାରର ଅନେକ ଆକୃତିର ସାପ ଏବଂ ସାପ ଉଦ୍ଧାରର ଭିଡ଼ିଓକୁ ଦେଖିଥିବେ। କିନ୍ତୁ ଆଜି ଏକ ଏମିତି ଭିଡିଓ ଆମେ ଆପଣଙ୍କୁ ଦେଖାଇବୁ ଯାହାକୁ ହୁଏତ ଆପଣ ଆଗରୁ କେବେ ଦେଖି ନଥିବେ। ଏଠାରେ ଏହି ସାପଟିକୁ ଦେଖିଲେ ଆପଣ ଡରରେ ଥରି ଉଠିବେ। ଏହି ସାପଟି ଦେଖିବାକୁ ଯେମିତି ଭୟଙ୍କର ସେମିତି ବିଶାଳକାୟ ମଧ୍ୟ।ତେବେ ସାପ ପ୍ରାୟତଃ ସବୁ ସ୍ଥାନରେ ଦେଖା ଯାଇଥାନ୍ତି।

କିନ୍ତୁ ଘଞ୍ଚ ଜଙ୍ଗଲ ମଧ୍ୟରେ ହାଲୁକା ପରିବେଶରେ ଏମାନେ ରହିବାକୁ ଭଲ ପାଆନ୍ତି। ଜଙ୍ଗଲ ପାଖାପାଖି ସ୍ଥାନରେ ଥିବା ଘର ମାନଙ୍କୁ ଅନେକାଂଶରେ ଖାଦ୍ୟ ସନ୍ଧାନରେ ସେମାନେ ପଶି ଆସନ୍ତି। ତେବେ ଅନେକ ସାପ ଏମିତି ରହିଛନ୍ତି ଯେ ସେମାନେ ବହୁତ ବିଷଧର ହୋଇ ଥାଆନ୍ତି ଏବଂ ଆଉ କିଛି ସାପ ଏମିତି ରହିଛନ୍ତି ଯେଉଁମାନେ ଏତେ ମାତ୍ରାରେ ବିଷଧର ନୁହଁନ୍ତି କିନ୍ତୁ ବହୁତ୍ ଅଜିବ ପ୍ରକାରର ହୋଇଥାନ୍ତି।ତେବେ ଭାରତରେ ଏମିତି ଦେଖିବାକୁ ଗଲେ ଶହେ ରୁ ଅଧିକ ପ୍ରଜାତି ର ସାପ ରହିଛନ୍ତି।
ଯଦି ଆମ ଓଡ଼ିଶା କଥା କହିବା ତେବେ ଏଠାରେ ଅନେକ ପ୍ରଜାତି ର ସାପ ଦେଖିବା ପାଇଁ ମିଳିଥାନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷଧର ଅଟନ୍ତି ଏବଂ ସେମାନେ ଦଂଶନ କରିବା ମାତ୍ରେ ହିଁ ଲୋକଙ୍କ ଜୀବନ ଯିବାର ସମ୍ଭାବନା ରହିଥାଏ। ତେବେ ଆମ ଓଡ଼ିଶାରେ ବି ଅନେକ ସମୟରେ ଅନେକ ବିଷଧର ସାପ ଦେଖିବାକୁ ମିଳିଥାଏ। ଯାହାର ଅନେକ ଭିଡ଼ିଓ ମଧ୍ଯ ଆପଣ ମାନେ ଦେଖିଥିବେ।ଏହି ସାପ ଗୁଡ଼ିକୁ ଯେଉଁଭଳି ଭାବରେ ଭୟଙ୍କର ରୂପ ଦେଖାଇ ଥାଆନ୍ତି ତାକୁ ଦେଖିଲେ ଛାତି ଥରି ଉଠିଥାଏ।ତେବେ ସାପ ଯେମିତି ହୋଇ ଥାଉ ନା କାହିଁକି ଏହାକୁ ଦେଖିଲେ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ।ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।

ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।ତେବେ ଆମେ କହୁଥିବା ଏହି ଘଟଣାରେ କିପରି ଭାବରେ ଏକ ମାଆ ଟିଏ ତାର ଛୋଟ ଛୋଟ କୁକୁଡ଼ା ଛୁଆ ମାନଙ୍କୁ ନାଗ ସାପ ପାଖରୁ ରକ୍ଷା କରୁଛି ତାହା ଦେଖିବାକୁ ମିଳିଛି। ସାପଟି ଛୁଆ ମାନଙ୍କୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ମାଆ କୁକୁଡ଼ା ଟି ସାପ ସହ ଲଢେ଼ଇ କରି ଛୁଆ ମାନଙ୍କ ପାଖରେ ସାପକୁ ପହଞ୍ଚିବାକୁ ଦେଉ ନାହିଁ। ଏହି ଘଟଣା ଏହା ପ୍ରମାଣ କରୁଛି ଯେ ନିଜ ପିଲା ମାନଙ୍କ ପାଇଁ ମାଆ କିଛିବି କରିପାରେ। ଏହି ଭିଡିଓ ରେ ଆପଣ ସଂପୂର୍ଣ୍ଣ ଘଟଣା ଦେଖି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.