Ambulance With Serious Patient ଗେଟ ମେନ ର ସାହସିକତା ପାଇଁ ଆପଣ ବି ପ୍ରଶଂସା ନକରି ରହି ପାରିବେନି… ଏମିତି ଭିଡ଼ିଓ ଜୀବନରେ କେବେ ଦେଖି ନଥିବେ…

ଦର୍ଶକ ବନ୍ଧୁ ଆପଣ ମାନେ ତୋ ବହୁତ ଭଲ ଭାବରେ ଜାଣିଛନ୍ତି ବିଶ୍ୱର ସମସ୍ତ ସ୍ଥାନରେ ଗମନା ଗମନ କ୍ଷେତ୍ରରେ ପ୍ରଥମେ ଆମ୍ବୁଲାନ୍ସ କୁ ଗୁରୁତ୍ୱ ଦିଆଯାଏ, କାରଣ ତାହାର କାର୍ଯ୍ୟ କିଛି ସେହିପରି ରହିଥାଏ | ତେବେ ନିକଟରେ ଏକ ଭିଡ଼ିଓ ଏବେ ବହୁତ ମାତ୍ରା ରେ ଭାଇରାଲ ଦେଖା ଯାଇଛି ଯେଉଁ ଥିରେ ଗୋଟିଏ ଆମ୍ବୁଲାନ୍ସ ଆସିବା ସମୟରେ ଟ୍ରେନର ଗେଟ ପଡିଯାଇଥିବା ର ଦେଖା ଯାଇଛି ଓ ଆମ୍ବୁଲାନ୍ସ ଆସିବା ର ସାଇରେନ ଶୁଣି ଟ୍ରେନ ଗେଟ ପୁଣି ଥରେ ଉଠାଇ ଦିଆଯାଇଥିବା ଦେଖା ଯାଇଛି | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖା ଯାଇଛି | ତାହାଲେ ଆସନ୍ତୁ ବନ୍ଧୁ ଗଣ ଜାଣିବା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ଯେମିତିକି ଆପଣମାନେ ଜାଣିଛନ୍ତି ଦେଶର ବିଭିନ୍ନ ସ୍ଥାନରେ ସରକାର ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି ଯାହା ଜରୁରୀ କାଳୀନ ସେବା ପାଇଁ ଉପଲବ୍ଧ ହେଇଥାଏ | ଏହା ସହିତ ବିଭିନ୍ନ ରୋଗୀଙ୍କୁ ହସ୍ପିଟାଲକୁ ନେବା ଆଣିବା ରେ ସାହାଯ୍ୟ କରିଥାଏ | ତେବେ ଏହି ଆମ୍ବୁଲାନ୍ସ ପାଇଁ ରୋଗୀ ମରଣ ମୁହଁରୁ ମଧ୍ୟ ବଞ୍ଚି ଯାଇଥାଏ | ତେବେ ସେହିପରି ଏକ ସିରିଏସ ରୋଗୀ କୁ ଏକ ଆମ୍ବୁଲାନ୍ସ ନେବା ସମୟରେ ରାସ୍ତା ରେ ଯେମିତି ତାହାର କିଛି ଅସୁବିଧା ନ ହେବ ତାହା ପ୍ରତି ମଧ୍ୟ କିଛି ନିୟମ ରହିଛି |

ତେବେ ଆମ୍ବୁଲାନ୍ସ ଟି ଯିବା ସମୟରେ ତାହାର ଏକ ନିର୍ଦିଷ୍ଟ ଆଲାର୍ମ ରହିଛି ଯାହା ବାଜିବା ମାତ୍ରେ ରାସ୍ତାରେ ସମସ୍ତେ ତାକୁ ସହଯୋଗ କରିଥାନ୍ତି ଓ ସହଜରେ ରାସ୍ତା ଛାଡି ଦେଇଥାନ୍ତି ଯାହା ଦ୍ୱାରା ଆମ୍ବୁଲାନ୍ସ ଟି ସହଜରେ ରୋଗୀ କୁ ନେଇ ହସ୍ପିଟାଲ ପହଞ୍ଚି ଥାଏ ଓ ରୋଗୀର ଜୀବନ ବଞ୍ଚି ଯାଏ | ଠିକ ସେହିପରି ଭାବରେ ଏକ ଆମ୍ବୁଲାନ୍ସ ଯିବା ସମୟରେ ସେ ଟ୍ରେନ ଟ୍ରାକ ଆର ପାରି କୁ ଯିବା ସମୟରେ ହଠାତ ସେହି ସମୟରେ ମଧ୍ୟ ଟ୍ରେନ ଆସିବା ସମୟ ଥିଲା ସେଥିପାଇଁ ସେ ଟ୍ରେନ ଟୁଲ ପକାଇ ଦିଆ ଯାଇଥିଲା |

ହେଲେ ଆମ୍ବୁଲାନ୍ସ ର ଆସିବା ଶବ୍ଦ ଶୁଣି ଟ୍ରେନର ଷ୍ଟେସନ ମାଷ୍ଟର ଟୁଲ ଗେଟ ଦାୟିତ୍ୱ ଥିବା ବ୍ୟକ୍ତି ପୁଣି ଥରେ ଟୁଲ ଗେଟ ଉଠାଇ ଦେଇଥିଲେ ଓ ଆମ୍ବୁଲାନ୍ସ କୁ ପ୍ରଥମେ ରାସ୍ତା ଛାଡି ଥିଲେ ଓ କିଛି ସମୟ ପାଇଁ ଟ୍ରେନ ଟି କୁ ଅଟକାଇ ଦିଆଯାଇଥିଲା | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖା ଯାଇଛି | ତେବେ ଭିଡ଼ିଓ ଟି ଭାଇରାଲ ହେବା ପରେ ଏବେ ବହୁତ ଚର୍ଚ୍ଚା ର ବିଷୟର ପାଲଟିଛି | ତେବେ ଭିଡ଼ିଓ ଟି କେଉଁ ସ୍ଥାନର ଜଣା ପଡି ନ ଥିଲେ ମଧ୍ୟ ଏହି କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିଥିବା ର ଦେଖାଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment