ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏମିତି କିଛି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇ ଯାଇଥାନ୍ତି | ଆଉ ଭାଇରାଲ ହେଉଥିବା ସେହି ଭଳି କିଛି ଭିଡ଼ିଓ ହେଉଛି ସିଙ୍ଗର ଅମ୍ରିତା ଙ୍କ ବିଷୟରେ | ଆଉ ଯେଉଁଠି କୁହାଯାଉଛି କି ସିଙ୍ଗର ଅମ୍ରିତା ଯିଏକି ଅନେକ ପ୍ରକାରର ଗୀତ ଗାଇ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଛନ୍ତି ଓ ତାହା ସହିତ କୁହାଯାଉଛି କି ସିଙ୍ଗର ଅମ୍ରିତା ଙ୍କର ସିଙ୍ଗିଙ୍ଗ ଲାଇଫ ବିଷୟରେ କିଛି କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର | ତେବେ ଆଜି ଆମେ ଯାହାଙ୍କ ବିଷୟରେ ଜାଣିବାକୁ ଯାଉଛୁ ସେ ହେଉଛନ୍ତି ଓଡିଶା ର ଜଣେ ବେଶ ଜଣା ଶୁଣା ସିଙ୍ଗର ଯିଏକି ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ତାହା ସହିତ ଓଡ଼ିଆ ଗୀତ ସହିତ ହିନ୍ଦୀ ଗୀତ ରେ ମଧ୍ୟ ତାଙ୍କର ସଂଗୀତ ର କମାଲ ଦେଖାଇ ଦର୍ଶକ ମାନଙ୍କର ହୃଦୟରେ ଘର କରିଛନ୍ତି |
ଅମ୍ରିତା ନାୟକ ଙ୍କର ଜନ୍ମ ଓ ପୋରସନାଲ ଲାଇଫ :-
ଯାହା କୁହାଯାଉଛି କି ଅମ୍ରିତା 23 ଫେବୃଆରୀ 1994 ମସିହାରେ ଜନ୍ମ ଗ୍ରହଣ କରିଥିଲେ | ତେବେ ସେ ଜି ଟିଭି ର ସାରେଗାମାପା ମଞ୍ଚ ରେ 2016 ମସିହା ରେ କଣ୍ଟେସଟେଣ୍ଟ ଭାବରେ ଭାଗ ନେଇଥିଲେ | ତାହା ସହିତ କୁହାଯାଉଛି କି ହାମ ନଭା ଫ୍ଲିମ ରେ ଜୁବିନ ନୌଟିଆଲ ଙ୍କ ସହିତ ଗୀତ ଗାଇଥିଲେ ଆଉ ଯାହା ସବୁଠାରୁ ବଡ଼ ମ୍ୟୁଜିକ କମ୍ପାନୀ ସହିତ ସେ କାମ କରିଛନ୍ତି ବୋଲି କୁହାଯାଉଛି | ତେବେ ଅମ୍ରିତା ନାୟକ ଜଣେ ସିଙ୍ଗର ସହିତ ଇଉ ଟିୟୁବାର ଭାବରେ ନିଜର ସ୍ଥାନ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି | ତେବେ ସେ ଜଣେ ପ୍ଲେ ବେକ ସିଙ୍ଗର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ବୋଲି କୁହାଯାଉଛି |
ଏହା ସହିତ ଅମ୍ରିତା 2000 ମସିହା ପାଖରୁ ମ୍ୟୁଜିକ ଇଣ୍ଡୋଷ୍ଟ୍ରି ରେ ପାଦ ଦେଇଥିଲେ ଆଉ ତାଙ୍କର ମ୍ୟୁଜିକ କେରିୟର ଆରମ୍ଭ କରିଥିଲେ ବୋଲି ମଧ୍ୟ କୁହାଯାଉଛି | ଏହା ବ୍ୟତୀତ ଯାହା କୁହାଯାଉଛି କି ଅମ୍ରିତା ନାୟକ ହାଇଟ 5 ଫୁଟ 4 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 48 ବୋଲି ମଧ୍ୟ କୁହାଯାଉଛି | ଏହା ସହିତ ବର୍ତ୍ତ ମାନ ମ୍ୟୁଜିକ ମାଧ୍ୟମରେ ନିଜର କେରିୟର ଅମ୍ରିତା ଆରମ୍ଭ କରିଛନ୍ତି | ତେବେ ଏହା ଥିଲା ସିଙ୍ଗର ଅମ୍ରିତା ଙ୍କ ବିଷୟରେ କିଛି ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।