ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ କୁହାଯାଏ ଯାତ୍ରା ଜଗତ ରେ ରହିଥାନ୍ତି ବାସ୍ତବ କଳାକାର ମାନେ | ଆଉ ଯେଉଁ ମାନେ ରାତିରେ ମଞ୍ଚ ଉପରେ ଲୋକ ମାନଙ୍କୁ ହସାଇ ଥାନ୍ତି ଆଉ କନ୍ଦାଇ ମଧ୍ୟ ଥାଆନ୍ତି ବୋଲି କୁହାଯାଉଛି | ତେବେ ସେହି ହସ ଆଉ କାନ୍ଦ ଭିତରେ ଲୋକ ମାନଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରିଛି କଳାକାର ମାନଙ୍କ ଭିତରେ ରହିଥିବା କଳା | ଆଉ ସେହି କଳା ଯୋଗୁ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ବନେଇ ପାରିଛନ୍ତି ସମସ୍ତେ ବୋଲି କୁହାଯାଉଛି | ତେବେ ଏଠାରେ ପଣ୍ଡା ଡାକିଛନ୍ତି କୋଣାର୍କ ଓ ତୁଳସୀ ଗଣନାଟ୍ୟ ର ସମସ୍ତ କଳାକାର ମାନଙ୍କୁ | ଆଉ କଣ ସବୁ କହୁଛନ୍ତି ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |
ତେବେ ଆଜି ମୁଁ କହିବାକୁ ଯାଉଛି ସେହି ହସି ହସାଉଥିବା ଯାତ୍ରା କଳାକାର ମାନଙ୍କ ବିଷୟରେ | ଆଉ ଯେଉଁ ମାନେ କି ଲୋକ ମାନଙ୍କର ଆଶୀର୍ବାଦ ଆଉ ଭଲ ପାଇବା ବଳରେ ଆଜି ଏତେ ଉପରେ ପହଞ୍ଚି ପାରୁଛନ୍ତି | ଆଉ ଯାତ୍ରା ଜଗତର ଏତେ ବଡ଼ ନାଁ କରି ପାରିଛନ୍ତି | ତେବେ ଏଠାରେ ଯାହା ଦେଖିବାକୁ ମିଳିଛି କି ଦୌତାରି ପଣ୍ଡା ଯିଏକି ଯାତ୍ରା ଜଗତର ଜଣେ ବହୁତ ବଡ଼ ଜଣା ଶୁଣା କଳାକାର ଜଣେ |, ଆଉ ଯାହାଙ୍କର ଅଭିନୟ ର ଯାଦୁ ଏତେ ଅଧିକ ରହିଛି କି ତାହା ସମସ୍ତଙ୍କୁ ଆକୃଷ୍ଟ କରିଛି ତାଙ୍କ ଆଡକୁ |
ତେବେ ସେ ଜଣେ ବହୁତ ଭଲ ଆଉ ଖୋଳ ନାୟକ ଭାବରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ପାରିଛନ୍ତି ସମସ୍ତଙ୍କର ଅତି ପ୍ରିୟର ଦୌତାରି ପଣ୍ଡା ଡାକିଛନ୍ତି ଯାତ୍ରା ପାର୍ଟି ରେ କାମ କରୁଥିବା କଳାକାର ମାନଙ୍କୁ | ଆଉ ତାଙ୍କର କହିବା କଥା କି ଯାତ୍ରା ଜଗତ ଆଜି ଯେଉଁ ଭଳି ଭାବରେ ଅବସ୍ଥା ରେ ଅଛି ଆଉ କୋରନା ମହାମାରୀ ସମୟରେ ଯେଉଁଭଳି ଭାବରେ ସେମାନେ ଦୁର୍ଦଶା ଭୋଗିଥିଲେ | ସେ ବିଷୟରେ କହିବା ସହିତ ଦର୍ଶକ ମାନଙ୍କୁ ଅଶେଷ ଅଶେଷ ଭଲ ପାଇବା ମଧ୍ୟ ଦେଇଛନ୍ତି ବୋଲି ଏଠାରେ ଦେଖୁବାକୁ ମିଳିଛି
ତେବେ କୋଣାର୍କ ଓ ତୁଳସୀ ଗଣନାଟ୍ୟ ର ସମସ୍ତ କଳାକାର ମାନେ ସେଥିରେ ଯୋଗ ଦେଇଛନ୍ତି | ତେବେ ସମସ୍ତେ ଗୋଟିଏ ହୋଟେଲ ରେ ରହୁଥିବାର ଦେଖିବାକୁ ମିଳିଥିଲା ଓ ସେଠାରେ ପିୟୁଷ ଙ୍କ ସମେତ ଅନ୍ୟ ମାନେ ମଧ୍ୟ ଥିବାର ଦେଖିବାକୁ ମିଳିଥିଲା | ଆଉ ପଣ୍ଡା ଙ୍କ ରୁମ ରେ ଥିବା ଠାକୁରଙ୍କୁ ପୂଜା କରି ସାରିବା ପରେ ସେ ତାଙ୍କର କଥା ଆରମ୍ଭ କରିଥିଲେ | ଆଉ କେଉଁଭଳି ଭାବରେ ରାତି ସାରା ଅଭିନୟ କରି ନିଜର କଳା କୁ ଦେଖିଆ ଲୋକ ମାନଙ୍କର ମନୋରଞ୍ଜନ ର ବାଟ ଦେଖାଇଥାନ୍ତି ତାହା କୁହାଯାଉଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।