ଅଙ୍ଗନବାଡି ଦିଦି ଙ୍କ ନିୟୁ ଷ୍ଟାଇଲ ” ଆମ କୁନା ଯିବ ମାମୁଁ ଘର ” ଡ୍ୟାନ୍ସ ଭିଡ଼ିଓ ଭାଇରାଲ… 60 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେନି..

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ସୁନ୍ଦର ଭିଡିଓ ବିଷୟରେ କହିବି ଯାହା ଦେଖିଲେ ଆପଣ ବହୁତ ଖୁସି ହୋଇଯିବ |ଆମର କୁନି କୁନି ପିଲାମାନେ ଅଙ୍ଗବାଡ଼ିରେ ରହି ଅନେକ ସୁନ୍ଦର ସୁନ୍ଦର ଗୀତ ଶିଖିବା ସହିତ ତାଙ୍କୁ ଅଙ୍ଗନବାଡି ଦିଦି ମାନେ ସେହି ଗୀତରେ ଅଭିନୟ ମଧ୍ୟ ଶିଖାଇଥାନ୍ତି |ଯାହା ଦ୍ଵାରା ସେମାନେ ସମସ୍ତ କଥା ନାଚ ଗୀତ ଦ୍ଵାରା ଶୀଘ୍ର ମନେ ରଖି ପାରନ୍ତି, ମୁଁ ଆଜି ଆପଣଙ୍କୁ ଅଙ୍ଗନବାଡି ଦିଦିମାନେ ପିଲାମାନଙ୍କୁ ନେଇ କିପରି ସୁନ୍ଦର ଭାବରେ ଗୀତର ମାନେ ବୁଝାଇବା ସହିତ ସେମାନଙ୍କୁ ନୂଆ ବେଶରେ ସଜାଇବାର ମଧ୍ୟ ଦେଖିବାକୁ ମିଳିଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଡ୍ୟାନ୍ସ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଛୋଟ ପିଲାମାନଙ୍କୁ ପଢ଼ାଇବା ସହିତ ଯଦି ସେମାନଙ୍କୁ ଗୀତ କିମ୍ବା ନାଚ ମାଧ୍ୟମରେ ଯଦି କୌଣସି ନୂଆ କଥା ଶିକ୍ଷାଯାଏ ତେବେ ସେମାନେ ସେହି କାର୍ଯ୍ୟକୁ ବହୁତ ସହଜରେ ମନେ ରଖିଥାନ୍ତି |କୁନି କୁନି ପିଲାମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ ତେଣୁ ସେହି ମାନଙ୍କୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ସରକାର ସେମାନଙ୍କ ପାଇଁ ଅନେକ ପ୍ରକାର ସୁବିଧା ସଯୋଗ ଯୋଗାଇ ଦେଛନ୍ତି |କୁନି ପିଲାମାନଙ୍କ ପାଇଁ ସେ ଖାଦ୍ୟ ବ୍ୟବସ୍ତା ସହିତ ସେମାନଙ୍କ ବହିପାତ୍ର ସହିତ ପୋଷାକ ବ୍ୟବସ୍ଥା ମଧ୍ୟ କରିଛନ୍ତି |

କୁନି ପିଲାମାନଙ୍କୁ ସର୍ବଦା ସବୁ କ୍ଷେତ୍ରରେ ସେମାନେ କିପରି ଉନତି କରିବେ ସେ ବିଷୟରେ ସମସ୍ତ କଥା ଜାଣିବା ନିହାତି ଆବଶ୍ୟକ, ପିଲାମାନେ କିପରି ସମସ୍ତ କଥା ଅତି ସହଜରେ ବୁଝି ପାରିବେ ସେଥିପାଇଁ ଅଙ୍ଗନବାଡି ଦିଦି ମାନଙ୍କୁ ମଧ୍ୟ ଶିକ୍ଷା ଦିଆଯାଉଛି |ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଡ୍ୟାନ୍ସ ଭିଡିଓରୁ ଦେଖିବାକୁ ମିଳିଛି ଯେ ଅଙ୍ଗନବାଡି ଦିଦି ଅଙ୍ଗନବାଡି ପିଲାମାନଙ୍କୁ ନେଇ ଡ୍ୟାନ୍ସ କରୁଛନ୍ତି |

ଏହା କୁନି ପିଲାମାନଙ୍କୁ କିଛି କଥା କହିବା ଅପେକ୍ଷା ସେମାନଙ୍କୁ ଯଦି ସେହି କଥା ଗୀତ କିମ୍ବା ନାଚ ମାଧ୍ୟମରେ ଶିଖାଯାଏ ତେବେ ସେମାନେ ତାହାକୁ ଶୀଘ୍ର ବୁଝି ପାରନ୍ତି |ତେଣୁ ଅଙ୍ଗନବାଡି ଦିଦି ଜଣଙ୍କ କୁନି ପିଲାମାନଙ୍କୁ ସେମାନଙ୍କ ମାମୁଁ ଘର ବିଷୟରେ ସମସ୍ତ କଥା ବୁଝିବା ପାଇଁ ଚେଷ୍ଟା କରିଛନ୍ତି |ସେହି ସୁନ୍ଦର ଗୀତଟି ହେଉଛି “ଆମ କୁନା ଯିବା ମାମୁଁ ଘର “ଏହି ଗୀତରେ ସେମାନେ ଅତି ସୁନ୍ଦର ଭାବରେ ଡ୍ୟାନ୍ସ କରିବା ସହିତ କୁନି ପିଲା ମାନଙ୍କୁ ଆଇ ଏବଂ ଅଜା ବେଶରେ ସଜାଇ ଦେଇଛନ୍ତି |ଯାହା ଦ୍ଵାରା ପିଲାମାନଙ୍କୁ ବୁଝିବା ପାଇଁ ସହଜ ହେଉଥିଲା, ପିଲାମାନଙ୍କୁ ଏହି ସୁନ୍ଦର ଗୀତରେ ଡ୍ୟାନ୍ସ ସହିତ ସମସ୍ତ କଥା ବୁଝିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment