ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ନିୟୁ ଷ୍ଟାଇଲ ଡ୍ୟାନ୍ସ ଭିଡ଼ିଓ…

ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ | ଆଉ ସେହି ଭିଡ଼ିଓ ଗୁଡିକ ମଧ୍ୟରେ କିଛି ଭିଡ଼ିଓ ଏମିତି ଥାଏ ଯାହା ଆପଣ ମାନଙ୍କୁ ଶୁଖିବାର ଆବଶ୍ୟକତା ମଧ୍ୟ ରହିଥାଏ ଓ ତାହା ସହିତ ସେହି ଭିଡ଼ିଓ ଗୁଡିକ ରୁ ଆମେ ମାନେ ଅନେକ କିଛି ଜାଣିବାକୁ ମଧ୍ୟ ପାଇଥାଉ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଅଙ୍ଗନବାଡି ଦିଦି ଜଣଙ୍କ ଦେଖାଇବା ପାଇଁ ଲାଗିଛନ୍ତି ତାଙ୍କର ଡାନ୍ସ ର କମାଲ ଆଉ ଡାନ୍ସ ପ ଗୀତ ମାଧ୍ୟମରେ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜଣକଥିବେ କି ଆମ ଓଡିଶା ସରକାରୀ ମହିଳା ଓ ଶିଶୁ ମାନଙ୍କର ବିକାଶ ପାଇଁକି ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି | ଆଉ ତାହା ସହିତ କୁହାଯାଉଛି କି ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରା ମାନ ଖୋଲା ଯାଇଛି ପ୍ରତି ଗାଁ ରେ | ତାହା ସହିତ କୁହାଯାଉଛି କି ସେହି ଅଙ୍ଗନବାଡି କେନ୍ଦ୍ରା ମାନଙ୍କ ରେ ଅଙ୍ଗନବାଡି ଦିଦି ଙ୍କୁ ମଧ୍ୟ ରଖା ଯାଇଛି ଆଉ ଯେଉଁ ମାନଙ୍କୁ ସ୍ୱତନ୍ତ୍ର ଭାବରେ ଟ୍ରେନିଂ ମଧ୍ୟ ଦିଆଯାଉଛି | ଯାହା ମାଧ୍ୟମରେ ସେମାନେ ଛୋଟ ଛୋଟ ପିଲା ମାନଙ୍କୁ ଅନେକ କିଛି କଥା ଶିଖାଇ ପାରିବେ |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ସେହି ଭଳି କିଛି କଥା ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅଙ୍ଗନବାଡି ଦିଦି ଜଣଙ୍କ ପିଲା ମାନଙ୍କ ସହିତ ଡାନ୍ସ କରିଛନ୍ତି ଓ ପିଲା ମାନଙ୍କୁ ଡାନ୍ସ ମାଧ୍ୟମରେ ଗଛ ବିଷୟରେ ଶିଖାଇବାକୁ ଲାଗିଛନ୍ତି | ଆଉ ଯାହା ଦେଖିବାକୁ ମିଳିଥିଲା କି ” ଗଛ କହିଲା କାଟନି ମୋତେ ” ଗୀତ ରେ ସୁନ୍ଦର ଭାବରେ ନିଜର ଡାନ୍ସ ଓ ଏକ୍ଟିଂ କରି ଅଙ୍ଗନବାଡି ଦିଦି ଜଣଙ୍କ ପିଲା ମାନଙ୍କୁ ଶିଖାଇବାକୁ ଲାଗିଛନ୍ତି |

ଆଉ ଯାହା ଦେଖିବାକୁ ମିଳିଛି ପିଲା ମାନେ ମଧ୍ୟ ଦିଦି ଙ୍କ ସହିତ ଡାନ୍ସ କରିବାକୁ ଲାଗିଛନ୍ତି ଦେଖି ଦେଖି ଓ ଗଛ କୁ କାଟିବେ ନାହିଁ ବୋଲି କହୁଛନ୍ତି | ତାହା ସହିତ ଗଛ କାଟିବା ଯୋଗୁଁ ଆମ ମାନଙ୍କର କଣ କଣ ସବୁ କ୍ଷତି ହୋଇଥାଏ ସେ ବିଷୟରେ ମଧ୍ୟ ଗୀତ ମାଧ୍ୟମରେ ସୁନ୍ଦର ଭାବରେ ବୁଝାଇବା ପାଇଁ ଲାଗିଛନ୍ତି ଦିଦି ଜଣଙ୍କ | ଆଉ ଏହି ଭଳି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଯାହା ବର୍ତ୍ତମାନ ଚର୍ଚ୍ଚା ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment