ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇ ରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିବା ପାଇଁ ବେଶ ଖୁସି ଲାଗିଥାଏ ଆପଣ ମାନଙ୍କୁ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଝିଅ ଜଣଙ୍କ ସୁନ୍ଦର ଭାବରେ ତାଙ୍କର ଡାନ୍ସ ର କମାଲ କୁ ଦେଖାଇ ଦର୍ଶକ ମାନଙ୍କ ର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଇଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଡାନ୍ସ ପୋରଫୋମେନ୍ସ ବିଷୟରେ | ଆଉ ଯେଉଁଠି ଯେତେବେଳେ ଡାନ୍ସ ର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ ସେତେବେଳେ ସମସ୍ତେ ସେହି ପ୍ରକାରର ଭିଡିଓ ଗୁଡିକୁ ଦେଖିବା ପାଇଁ ଅଧିକ ରୁ ଅଧିକ ପସନ୍ଦ କରିଥାନ୍ତି ବୋଲି କୁହାଯାଉଛି |ତାହା ସହିତ ସୋସିଆଲ ମିଡ଼ିଆରେ ଆଜି କାଲି ସମସ୍ତେ ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ନିଜର ଟେଲେଣ୍ଟ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଥାଏ ବୋଲି ମଧ୍ୟ କୁହାଯାଉଛି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଝିଅ ଜଣଙ୍କ ସୁନ୍ଦର ଭାବରେ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ ର କମାଲ | ଆଉ ସୁନ୍ଦର ଭାବରେ ଡାନ୍ସ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ଝିଅ ଜଣଙ୍କ ସୁନ୍ଦର ଭାବରେ ତାଙ୍କ ପାଖରେ ଥିବା ଡାନ୍ସ ର ଟେଲେଣ୍ଟ କୁ ଦେଖାଇ ଦର୍ସକ ମାନଙ୍କର ମନକୁ କିଣି ନେଇଛନ୍ତି | ଆଉ ଯେଉଁ ଠି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଉମା ଉମା ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଝିଅ ଜଣଙ୍କ |ଆଉ ରୁମ ଭିତରେ ସୁନ୍ଦର ଭାବରେ ତାଙ୍କର ଡାନ୍ସ କରିବାକୁ ଲାଗିଛନ୍ତି |
ସାଧାରଣତଃ ଆପଣ ମାନେ ଜାଣିଥିବେ କି ଯେତେବେଳେ କୌଣସି ଡାନ୍ସ ପୋରଫୋମେନ୍ସ ସୁନ୍ଦର ଭାବରେ ହୋଇଥାଏ ଆଉ ସେହି ଭଳି ଡାନ୍ସ ଭିଡ଼ିଓ ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ତାହେଲେ ସେହି ଭଳି ଭିଡ଼ିଓ ମାନ ଓ ଡାନ୍ସ ର କମାଲ ଦେଖିବା ପାଇଁ ଆମ ମାନଙ୍କର ମାଧ୍ୟ୍ ମନ ହୋଇଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ମଧ୍ୟ ଝିଅ ଜଣଙ୍କର ତାଙ୍କର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।