Health Tips – ଅଣ୍ଟା ବିନ୍ଧା ( Back pain ) ସବୁଦିନ ପାଇଁ ଭଲ ହୋଇଯିବ, କରନ୍ତୁ ଏହି ଛୋଟିଆ ଉପାୟ…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ସାଧାରଣତଃ ଆଣ୍ଠୁ, ଗଣ୍ଠି ବିନ୍ଧିବା ଓ ଜୋଏଣ୍ଟ ପେନ ଭଳି ସମସ୍ୟା ଅଧିକ ବୟସର ବ୍ୟକ୍ତି ମାନଙ୍କ ପାଖରେ ବିଶେଷ ଭାବରେ ଦେଖା ଯାଇଥାଏ | ଆଉ ଯେଉଁଥିପାଇଁ କୁହାଯାଉଛି କି ଲୋକ ମାନେ ବିଭିନ୍ନ ପ୍ରକାରର କଷ୍ଟ ର ସାମ୍ନା କରିଥାନ୍ତି ଓ ସେ ସବୁ ରୁ ମୁକ୍ତି ପାଇବା ପାଇଁ ଆମେ ଔଷଧ ମାନ ମଧ୍ୟ ଅଧିକ ବ୍ୟବହାର କରିଥାଉ | ତେବେ ଯଦି ଆପଣ ଙ୍କ ପାଖରେ ସେହି ଭଳି କିଛି ସମସ୍ୟା ଦେଖା ଯାଉଥାଏ ତେବେ ସେଥିରୁ ମୁକ୍ତି ପାଇବା ପାଇଁକି ସହଜ ଘରେଇ ଉପଚାର ରହିଛି ଯାହା ସାହାଯ୍ୟ ରେ ଆମେ ମାନେ ଏହି ଭଳି ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଏହି ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |

କୁହାଯାଉଛି କି ବିଶେଷ କରିକି ରସୁଣରେ ଭିଟାମିନ ସି, ଭିଟାମିନ ବି ଓ ଆଣ୍ଟି ଆକ୍ସିଡେଣ୍ଟ ର ଗୁଣ ରହିଥାଏ ଯାହା ଆମକୁ ବିଭିନ୍ନ ପ୍ରକାରର ସମସ୍ୟା ରୁ ମୁକ୍ତ କରିବା ପାଇଁକି ବ୍ୟବହାର ହୋଇଥାଏ | ତେବେ ଆସନ୍ତୁ ସେହି ରସୁଣ କୁ ବ୍ୟବହାର କରିକି ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ ଆସନ୍ତୁ ଜାଣିବା |

ଆବଶ୍ୟକୀୟ ଉପକରଣ :-

ରସୁଣ, ନଡ଼ିଆ ତେଲ, ସୋରିଷ ତେଲ, ରାଶି ତେଲ

ପ୍ରସ୍ତୁତି ପ୍ରଣାଳୀ :-

1-ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ପ୍ରଥମେ ଆମ ମାନଙ୍କୁ ବ୍ୟବହାର କରିବା ପାଇଁ ପଡିବ ତାହା ହେଉଛି ରସୁଣ | ତେବେ ରସୁଣ କୁ ଆଗ ଭଲ ଭାବରେ ଛେଞ୍ଚି ଦେବା ପାଇଁ ପଡିବ ଆଉ ସେଥିରେ ଆପଣ ମାନେ ମିଶାଇ ପାରିବେ ତିନି ପ୍ରକାରର ତେଲ ତାହା ହେଉଛି ନଡ଼ିଆ ତେଲ, ସୋରିଷ ତେଲ ଓ ରାଶି ତେଲ | ଆଉ ଏହି ସବୁ କୁ ଭଲ ଭାବରେ ମିଶାଇ ଦେଇ ସେହି ତେଲ କୁ ଆପଣ ମାନେ ଖରାରେ 15 ମିନିଟ ପର୍ଯ୍ୟନ୍ତ ଗରମ କରି ପାରିବେ ବୋଲି କୁହାଯାଉଛି | ଆଉ ତାହା ନ ହେଲେ ଡବଲ ବୋଏଲ ପ୍ରୋସେସ ରେ ମଧ୍ୟ ଗରମ କରି ହେବ ବୋଲି କୁହାଯାଉଛି |

2-ଦ୍ଵିତୀୟ ଘରେଇ ଉପଚାର ଟି ହେଉଛି କି ଆପଣ ମାନେ ପ୍ରତେକ ଦିନ ଗୋଟିଏ ଵା ଦୁଇଟି ରସୁଣ ପାଖୁଡା କୁ ଆପଣ ଙ୍କର ଖାଦ୍ୟ ରେ ଖାଇ ପାରିବେ | ଏହା ବ୍ୟତୀତ କୁହାଯାଉଛି କି ଆପଣ ମାନେ ଏହି ରସୁଣ କୁ ଖାଲି ପେଟ ରେ କେବେ ହେଲେ ଖାଇବେ ନାହିଁ ଯାହା ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ |

ବ୍ୟବହାର :-

ପ୍ରସ୍ତୁତ କରିଥିବା ପ୍ରଥମ ଘରେଇ ଉପଚାର କୁ ଆପଣ ମାନେ ଆପଣ ଙ୍କର ଆଣ୍ଠୁ, ଗଣ୍ଠି ଓ ଜୋଏଣ୍ଟ ପେନ ଭଳି ସ୍ଥାନରେ ହାଲକା ଭାବରେ ଲଗାଇ ମାଲିସ କରିବା ଆବଶ୍ୟକ ଅଟେ |

ତେବେ ଏହା ଥିଲା ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

 

Leave a Comment