ବନ୍ଧୁଗଣ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନାଁ କିଛି ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହୋଇଥାଏ | ତେବେ ଆମେ ମାନେ ଜାଣିଛୁ କି ସୋସିଆଲ ମିଡ଼ିଆ ଜରିଆରେ ଆମେ ମାନେ ଜାଣି ପାରିଥାଉ ହିରୋ ହିରୋଇନ ମାନଙ୍କର ବିଷୟରେ କିଛି କଥା | ଆଉ ତାହା ସହିତ| କୁହାଯାଉଛି କି ଯେତେବେଳେ ହିରୋ ଆଉ ହିରୋଇନ ମାନଙ୍କ ବିଷୟରେ କିଛି କଥା ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ ସେତେବେଳେ ଆମକୁ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ଆମେ ଯାହାଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେ ହେଉଛନ୍ତି ଅଲିଉଡ ର ଜଣା ସୁନା ଏକ୍ଟ୍ରେସ ଅନୁଭା ସୌର୍ୟ ଷଡ଼ଙ୍ଗୀ ଙ୍କ ବିଷୟରେ | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଅନେକ ଅଲିଉଡ ଏକ୍ଟର ଏକ୍ଟ୍ରେସ ମାନଙ୍କୁ ଦେଖିଥିବେ ଯେଉଁ ମାନେ କି ନିଜର ଅଭିନୟ ମାଧ୍ୟମରେ ଓଡିଶା ର ଦର୍ଶକ ମାନଙ୍କ ମନରେ ଘର କରିଛନ୍ତି | ଆଉ ସେହି ଭଳି ଜଣେ ଏକ୍ଟ୍ରେସ ହେଉଛନ୍ତି ଅନୁଭା ସୌର୍ୟ ଷଡ଼ଙ୍ଗୀ ଯିଏ କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି |
ଅନୁଭା ସୌର୍ୟ ଷଡ଼ଙ୍ଗୀ ଙ୍କର ଜନ୍ମ ଓ ଏକ୍ଟିଂ ଲାଇଫ :-
ଯାହା କୁହାଯାଉଛି କି ଅନୁଭା ସୌର୍ୟ ଷଡ଼ଙ୍ଗୀ ଯିଏ କି ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଛନ୍ତି ଓ ନିଜର ଅଭିନୟ ମାଧ୍ୟମରେ ଓଡିଶା ରେ ପରିଚୟ ସୃଷ୍ଟି କରିଛନ୍ତି ବୋଲି କୁହାଯାଉଛି | ଏହା ସହିତ ଜଣେ ଏକ୍ଟ୍ରେସ ଓ ମଡେଲର ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଅନୁଭା ସୌର୍ୟ ଷଡ଼ଙ୍ଗୀ| ତେବେ ଅନୁଭା ଚାଇଲଡ ଆଟିଷ୍ଟ ଭାବରେ ମଧ୍ୟ ଅନେକ ଫ୍ଲିମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଓ ତାହା ସହିତ ବଡ଼ ହେବା ପରେ ଅନେକ ଫ୍ଲିମ ରେ ଅଭିନୟ ର କମାଲ ଦେଖାଇ ଓଡ଼ିଆ ସିନେ ପ୍ରେମୀ ମାନଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରାଉଛନ୍ତି |
ତାହା ସହିତ “ତୁ ପ୍ରେମୀ ତୁ ପାଗଳ ” 2011 ମସିହାରେ ପ୍ରଥମେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ପରେ ଅନେକ ଫ୍ଲିମ ରେ ଅଭିନୟ କରି ଅନୁଭା ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଛନ୍ତି ବୋଲି କୁହାଯାଉଛି | ତାହା ସହିତ ଅନେକ ଫ୍ଲିମ ଆୱାର୍ଡ ମଧ୍ୟ ପାଇଛନ୍ତି ତାଙ୍କର ଅଭିନୟ ମାଧ୍ୟମରେ ଓ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଅନୁଭା | ତେବେ ଏହା ଥିଲା ଅଲିଉଡ ର ଜଣା ଶୁଣା ଫ୍ଲିମ ଏକ୍ଟ୍ରେସ ଅନୁଭା ଙ୍କ ବିଷୟରେ କିଛି ସୂଚନା ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।