Anusuya Nath ଗାଇଲେ Emotional ତାରିଣୀ ଭଜନ ” ମାଆ ମୋର ମାଆ ଲୋ ଥରେ ତୁ ଆଲୋ “…ମାତ୍ର 4 ଘଣ୍ଟାରେ 3 Lakh ରୁ ଅଧିକ ଲୋକ ଦେଖି ସାରିଲେଣି…

ଅନେକ ଓଡ଼ିଆ ଭଜନ ରହିଛି ଯାହା ଶୁଣିଲେ ମନ ଭିତରେ ଏକ ସୁନ୍ଦର୍ ଭାବନା ଜାଗ୍ରତ ହୁଏ। ମନ ଭିତରେ ଶାନ୍ତି ବିରାଜମାନ କରେ। ଭଜନ ସଙ୍ଗୀତ ନିରସ ଜୀବନରେ ରଙ୍ଗ ଏବଂ ରସ ଭରିଦିଏ। ତେବେ ସଙ୍ଗୀତ ଆମ ଜୀବନର ଏକ ଏପରି ଅବଚ୍ଛେଦ୍ୟ ଅଙ୍ଗ ଅଟେ ଯାହା ବିନା ଜୀବନଟା ରସହୀନ ରଙ୍ଗ ହୀନ ଲାଗିଥାଏ। ତେବେ ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ।ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ବହୁତ୍ ଖୁସି ହୋଇଯାଉ।

ଆମ ମନ ଭିତରେ ଏକ ନୂତନ ସଞ୍ଚାର ସୃଷ୍ଟି ହୁଏ ସଙ୍ଗୀତ ଶୁଣିବା ପରେ।ତେବେ ବିଭିନ୍ନ ପ୍ରକାର ହୃଦୟସ୍ପର୍ଶିି ସଙ୍ଗୀତ ଆପଣ ତ ଶୁଣିଥିବେ।ଏହା ଆମକୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଆମେ ଭଜନ ସଙ୍ଗୀତ ଟିଏ ଶୁଣିବାକୁ ପାଉ ତାହା ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ। ଭଜନ ରେ ଭଗବାନଙ୍କ ପ୍ରତି ଭକ୍ତି ପ୍ରେମ ଉଦ୍ରେକ ହୁଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ଆପଣ ଅନେକ ସମୟରେ ଅନେକ ଗୁଡ଼ିଏ ଭଜନ ସଙ୍ଗୀତ ର ଭିଡିଓ ଦେଖିବାକୁ ପାଉଥିବେ।

ଆଉ ସେସବୁ କୁ ଦେଖି, ଶୁଣି ବହୁତ୍ ଖୁସି ମଧ୍ଯ ହେଉଥିବେ।ଅନେକ ଏପରି କଣ୍ଠଶିଳ୍ପୀ ଅଛନ୍ତି ଯାହାଙ୍କ କଣ୍ଠରୁ ସଙ୍ଗୀତ ଶୁଣି ମନ ପୂରି ଉଠିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଭଜନ ଗୀତ ଶୁଣିଲେ ମନଟା ଶାନ୍ତି ହୋଇଯାଏ। ସେହିଭଳି ଏକ ଭଜନ ଯାହା ଲୋକଙ୍କ ମନକୁ ଛୁଇଁଲା ଭଳି ଗୀତ ଟିଏ ଅଟେ ସେ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।ଏହି ଗୀତଟି ହେଉଛି ମାଆ ମୋର ମାଆ ଲୋ ଥରେ ତୁ ଆ ଲୋ। ଯାହା ଏକ ସୁନ୍ଦର୍ ହୃଦୟସ୍ପର୍ଶୀ ତାରିଣୀ ଭଜନ। ଏହାକୁ ଗାଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁସୁୟା ନାଥ।

ଏହି ଗିତଟି ଶୁଣିଲେ ଆପଣ ଙ୍କ ମନବି ଭକ୍ତି ଭାବ ଏବଂ ପ୍ରେମରେ ପୂରି ଉଠିବ।ଏହି ସୁନ୍ଦର୍ ଭକ୍ତିପୂର୍ଣ୍ଣ ମା ତାରିଣୀ ଙ୍କ ଭଜନ ସଙ୍ଗୀତ ଟି ଅନୁସୁୟା ନାଥ ଗାଇଥିବା ବେଳେ ଏହାର ଲିରିକ୍ସ କରିଛନ୍ତି ସ୍ବାମୀ ଆରୁପାନନ୍ଦ।ଏହି ସଙ୍ଗୀତର ମ୍ୟୁଜିକର ନିର୍ଦ୍ଦେଶନା ଦେଇଛନ୍ତି କୃଷ୍ଣ ଚନ୍ଦ୍ର।ଏହି ଗୀତକୁ ଶୁଣିଲେ ଆପଣ ବି ଗୀତର ଭାବରେ ହଜି ଯିବେ।ଏହା ନିଶ୍ଚିତ ଆପଣଙ୍କ ମନକୁ ଶାନ୍ତି ଓ ଖୁସି ଦେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment