ଅପେରା ସାଇସମ୍ରାଟ ରେ ଷ୍ଟେଜ୍ ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ଧୁମ ନାଚ ଗୀତ କଲେ କମାଲ… ମାତ୍ର 4 ଘଣ୍ଟାରେ Million Plus ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ସବୁବେଳେ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିଲେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଯାହା ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇବ ବୋଲି କୁହାଯାଉଛି | ଆଉ ସେହି ଭିଡ଼ିଓ ଟିରେ ଦେଖିବା କୁ ମିଳିଛି ଯାତ୍ରା ର ମହା ମଞ୍ଚରେ ଅଲିଉଡ ର ଜଣେ ବେଶ ଜଣା ଶୁଣା ଅଭିନେତା, ଯାହାଙ୍କର ଅଭିନୟ ର ଯାଦୁ ରେ ସାରା ଓଡିଶା ର ଲୋକ ଦିୱାନା | ଓଡ଼ିଶାର ଘରେ ଘରେ ସମସ୍ତଙ୍କର ହୃଦୟରର ରାଜ କରୁଥିବା ସିଦ୍ଧାନ୍ତ ମହାପାତ୍ର ଙ୍କୁ | ଆଉ ଯେଉଁଠି କୁହାଯାଉଛି କି ସୁଦ୍ଧାନ୍ତ ମହାପାତ୍ର ବର୍ତ୍ତମାନ ଯାତ୍ରା ର ମହା ମଞ୍ଚରେ ଦେଖିବାକୁ ମିଳିଥିଲେ ଆଉ ନିଜର ଅଭିନୟ , ନାଚ ଗୀତ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ ଛୁମେଇଥିଲେ | ଆସନ୍ତୁ ତାହେଲେ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା | ଆଉ ଯେଉଁଠି କୁହାଯାଉଛି କି ଅଲିଉଡ ର ସୁପୋରଷ୍ଟାର ଭାବରେ ପରିଚିତ, ଯାହାଙ୍କର ଅଭିନୟ ର ଝଲକ ଟିକିଏ ଦେଖିବା ପାଇଁ ଲୋକ ମାନେ ଅପେକ୍ଷା କରିକି ରହିଥାନ୍ତି ସେହି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦେଖିବାକୁ ମିଳିଥିଲା ଯାତ୍ରା ର ମହା ମଞ୍ଚରେ | ଆଉ ଯାହା କୁହାଯାଉଛି କି ହରିପୁର ରେ ହୋଇଥିବା ମେଳା ରେ ଆୟୋଜିତ ହୋଇଥିଲା ଅପେରା ସାଇ ସମ୍ରାଟ | ଆଉ ଏହି ଅପେରା ରେ ଅତିଥି ଭାବରେ ଯାଇଥିଲେ ସିଦ୍ଧାନ୍ତ ମହାପାତ୍ର |


ଆଉ ସିଦ୍ଧାନ୍ତ ମହାପାତ୍ର ଙ୍କୁ ମଞ୍ଚ ଉପରେ ପାଇବ ପରେ ଦର୍ଶକ ମାନଙ୍କର ଖୁସି ର ସୀମା ଆଉ ନ ଥିଲା | ଦର୍ଶକ ମାନଙ୍କ ଗହଳରେ ରହି ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନିଜକୁ ବହୁତ ଖୁସି ମନାଉଥିଲେ | ତେବେ ସେ ପ୍ରଥମେ ତାଙ୍କର ଫ୍ଲିମ ର କିଛି ଡାଇଲଗ ଗୁଡିକ ଲୋକ ଙ୍କ ଉଦେଶ୍ୟ ରେ କହିଥିଲେ | ଆଉ ତାହା ପରେ ସିଦ୍ଧାନ୍ତ ମହାପାତ୍ର ତାଙ୍କର ଫ୍ଲିମ ର କେତେକ ଗୀତ ମଧ୍ୟ ଗାଇବା ପାଇଁ ଲାଗିଥିଲେ ବୋଲି କୁହାଯାଉଛି | ଆଉ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଷ୍ଟେଜ ଉପରେ ଏତେ ପାଖରେ ପାଇବା ପରେ ସେମାନଙ୍କ ମଧ୍ୟରେ ଆଗ୍ରହ ବଢ଼ି ଯାଇଥିଲା ବୋଲି କୁହାଯାଉଛି |

ଆଉ ଯାହା କୁହାଯାଉଛି କି ସିଦ୍ଧାନ୍ତ ଙ୍କ ସହିତ ଦର୍ଶକ ମାନେ ମଧ୍ୟ ତାଙ୍କର ଗୀତ ତ ତଳେ ତଳେ ପୁରା ପୁରି ଝୁମି ଯାଇଥିବାର ଦେଖିବାକୁ ମିଳିଥିଲା | ଆଉ ଏହି ସାଇ ସମ୍ରାଟ ଅପେରା ରେ ସିଦ୍ଧାନ୍ତ ଙ୍କ ର ଯୋଗ ଦାନ ଲୋକ ଙ୍କ ମନରେ ବହୁତ ଖୁସି ମଧ୍ୟ ସୃଷ୍ଟି କରିଥିଲା ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗି ଲାଗିଛି ସୋସିଆଲ ମିଡ଼ିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment